Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟଙ୍କା ନଫେରାଇବାରୁ ପ୍ରିୟବ୍ରତ ଅପହରଣର ଶିକାର !

ଭୁବନେଶ୍ୱର: ପଇସା ଧାରରେ ନେଇ ନଫେରାଇବାରୁ ଅପହରଣର ଶିକାର ହୋଇଛନ୍ତି ପ୍ରିୟବ୍ରତ ସାହୁ। ଏବେ ଏଭଳି ଏକ ସୂଚନା ମିଳିଛି, ଯିଏକି ସଂଧ୍ୟାରେ ଭୁବନେଶ୍ବର ସ୍ଥିତ ରଶୁଲଗଡ ଅଞ୍ଚଳରେ ଥିବା ଏସପ୍ଲାନେଡ ସପିଂ ମଲ ନିକଟରୁ ଅପହରଣର ଶିକାର ହୋଇଥିବା ସହିଦ ନଗର ଥାନାରେ ତାଙ୍କ ସାଙ୍ଗ ଲୋକନାଥ…

ଖାକିରେ ଦାଗ, ଦୁଷ୍କର୍ମ ଅଭିଯୋଗରେ ଜାମଦା ଥାନାର ଦୁଇ ପୋଲିସ କର୍ମଚାରୀ ଗିରଫ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଜାମଦା ପୋଲିସ ଏବେ ଚର୍ଚ୍ଚାରେ। ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୁଇ ପୋଲିସ କର୍ମଚାରୀ ଗିରଫ ହେବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯାହା ଖାକି ପୋଷାକରେ ଦାଗ ଲଗାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜାମଦା ଥାନାର ଏଏସ୍ଆଇ ଆନନ୍ଦ…

କୋର୍ଟ ପରିସରରୁ କଏଦୀ ଚମ୍ପଟ, ପୋଲିସ ଜଳକା!

ଭୁବନେଶ୍ୱର: ମଙ୍ଗଳବାର ଭୁବନେଶ୍ୱର କୋର୍ଟ ପରିସରରୁ ଜଣେ ଅଭିଯୁକ୍ତ ପୋଲିସ ହେପାଜତରୁ ଖସି ପଳାଇବା ପରେ ପୋଲିସର ଏକ ବଡ ସୁରକ୍ଷା ତ୍ରୁଟି ସାମ୍ନାକୁ ଆସିଛି। ଫେରାର କଏଦୀ ପ୍ରଶାନ୍ତ କୁମାର ଘଡେଇର ନାଁରେ ଭୁବନେଶ୍ୱର ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।…

ବାଦାମପାହାଡ଼, ରାଇରଙ୍ଗପୁର ଅଞ୍ଚଳକୁ ପ୍ରଥମ ଏକ୍ସପ୍ରେସ ଟ୍ରେନ, ଦକ୍ଷିଣ ପୂର୍ବ ରେଳପଥକୁ ୪ଟି ନୂଆ ଟ୍ରେନ

ଭୁବନେଶ୍ୱର: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଦକ୍ଷିଣ ପୂର୍ବ ରେଳପଥ ପାଇଁ ୪ ଟି ନୂତନ ଟ୍ରେନ୍ ଏହି ପାର୍ବଣ ଋତୁରେ ଉପହାର ଦିଆଯାଇଅଛି ଯେଉଁଥିରେ ଟାଟା ଠାରୁ ରାଇରଙ୍ଗପୁର /ବାଦାମପାହାଡ଼ ଅଞ୍ଚଳକୁ ପ୍ରଥମ ମେଲ ଏକ୍ସପ୍ରେସ ଟ୍ରେନ ଅନ୍ତର୍ଭୁକ୍ତ । ଏହି ଅଞ୍ଚଳରେ ଟ୍ରେନ ଚଳାଚଳ…

ଶ୍ୱେତ କୁମାର ଦାଶଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ଦ ହିଲିଂ ଟଚ୍’ କୁ ସ୍ୱତନ୍ତ୍ର ସୂଚିତ ଶ୍ରେଣୀରେ ଜାତୀୟ ପୁରସ୍କାର

ଭୁବନେଶ୍ୱର: ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଚଳଚିତ୍ର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ରର ସ୍ବତନ୍ତ୍ର ସୂଚିତ (ନନ୍ ଫିଚର ସ୍ପେଶାଲ ମେନସନ) ଶ୍ରେଣୀରେ ଓଡିଆ ସିନେମା ‘ଦ ହିଲିଂ ଟଚ୍’କୁ ଜାତୀୟ ପୁରସ୍କାର ମିଳିଛି। ଏହି ସମ୍ମାନ ମାନ୍ୟତାର…

ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ-୨୦୨୪, ସଚେତନତା ଲକ୍ଷ୍ୟରେ ‘ପଥ ଉତ୍ସବ’

ଭୁବନେଶ୍ୱର: ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ-୨୦୨୪ । ଚଳିତ ମାସ ୨୭ ରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ । ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ ‘ପଥ ଉତ୍ସବ’ । ଏ ସଂକ୍ରାନ୍ତରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ…

ଆରମ୍ଭ ହେବାକୁ ଯାଉଛି ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ଦ୍ୱିତୀୟ ସଂସ୍କରଣ

ଭୁବନେଶ୍ୱର: ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ, ୨୦୨୩ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ଦାଖଲ କରିବାର ତାରିଖ ଆଜିଠାରୁ ଆରମ୍ଭ ହୋଇଛି। ପ୍ରବେଶ ଦାଖଲର ଶେଷ ତାରିଖ ୧୭ ନଭେମ୍ବର, ୨୦୨୩ ଧାର୍ଯ୍ୟ କରାଯାଇଛି। ଏହି ଉତ୍ସବର ଲକ୍ଷ୍ୟ ହେଉଛି ସଡ଼କ ସୁରକ୍ଷା ପ୍ରସଙ୍ଗରେ ସଚେତନତା…

ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ତଃମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭୁବନେଶ୍ବର: ଆଜି ଉଦଯାପିତ ହୋଇଛି ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଉତ୍କଳ ବିଶ୍ବବିଦ୍ୟାଳୟ ବିଜୁ ପଟ୍ଟନାୟକ କ୍ରୀଡା ପ୍ରାଙ୍ଗଣରେ ୨ ଦିନ ଧରି ଚାଲିଥିଲା ଏହି ଟୁର୍ଣ୍ଣାମେଣ୍ଟ । ଆଜିର ଏହି ଫାଇନାଲ ମ୍ୟାଚ୍ ରେ ପୁରୀର ଏସସିଏସ କଲେଜ ଭୁବନେଶ୍ୱରର ଦେବରାୟ କଲେଜକୁ ୨-୦…

ଯାଜପୁର ମୃତ ଚାଷୀଙ୍କ ପରିବାରକୁ ଭେଟିଲା ପିସିସି ଟିମ୍

ଯାଜପୁର: ଧର୍ମଶାଳା ବ୍ଲକ ବାଜବାଟି ଗାଁରେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିବା ଘଟଣା । ମୃତ ଚାଷୀ ନିତ୍ୟାନନ୍ଦ ପରିଡାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛି ପିସିସିର ଏକ ଟିମ୍ । ଏହାସହ ସ୍ବର୍ଗତ ନିତ୍ୟାନନ୍ଦ ପରିବାରକୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛି ଏହି ଟିମ୍ । କଂଗ୍ରେସ…

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଓ ଏଏଫ୍‍ଏ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଓ ଦିଲ୍ଲୀସ୍ଥିତ ଆକ୍‍ସନ ଫର ଅଟିଜିମ୍‍ (ଏଏଫ୍‍ଏ) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ପିଲାଙ୍କ ଶିକ୍ଷା ପାଇଁ ଥିବା ସ୍ପେଶାଲ୍‍ ଏଜୁକେସନ୍‍…