Latest Odisha News

BREAKING NEWS

Browsing Category

ଓଡିଶା

Odisha

ତିର୍ତ୍ତୋଲ ବିଧାୟକଙ୍କ ବିବାହ ଆବେଦନ, ହାଇକୋର୍ଟରେ ସୋମାଲିକାଙ୍କ ମିସ୍ କେଶ୍ ଫାଇଲ

କଟକ: ବଢ଼ିଲା ଜଗତସିଂହପୁର ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ। ହାଇକୋର୍ଟରେ ମିସ୍ କେଶ୍ ଫାଇଲ କରିଛନ୍ତି ତାଙ୍କ ବାନ୍ଧବୀ ସୋମାଲିକା। କଟକ ସବ୍ ରେଜିଷ୍ଟ୍ରାର କୋର୍ଟରେ ବିବାହ ଆବେଦନ ଉପରେ ରୋକ୍ ଲଗାଇବାକୁ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇ ନିବେଦନ କରିଛନ୍ତି। ସୋମାଲିକାଙ୍କ…

ରାଜଧାନୀରେ ସପିଂ ମଲ ନିକଟରୁ ଯୁବକଙ୍କୁ କାରରେ ଉଠାଇନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପାର୍ବଣ ଋତୁରେ ରାଜଧାନୀରେ ରାତିରେ ବିଭିନ୍ନ ସପିଂ ମଲ ଏବଂ ବଜାର ଘାଟରେ ଗହଳି ଜମୁଥିବା ବେଳେ ଜଣେ ଯୁବକଙ୍କୁ ଆଜି ଅପହରଣ ହୋଇଥିବାର ଅଭିଯୋଗ ଆସିଛି। ରଶୁଲଗଡ ସ୍ଥିତ ଏସପ୍ଲାନେଡ ନିକଟରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ସାଙ୍କ ସହିଦ ନଗର…

ଜାଭେଲିନ୍ ତାରକା କିଶୋରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଏସୀୟ କ୍ରୀଡ଼ା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ବିଜେତା କିଶୋର କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କିଶୋର ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି କହିବା ସହ…

ରାଜଧାନୀରେ ଆରମ୍ଭ ହେବ ମାଇନିଙ୍ଗ୍ ଆଣ୍ଡ କନଷ୍ଟ୍ରକ୍ସନ୍ ଇକ୍ୟୁପମେଣ୍ଟ ସମ୍ମିଟ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ମାଇନିଙ୍ଗ ଆଣ୍ଡ କନଷ୍ଟ୍ରକ୍ସନ ଇକ୍ୟୁପମେଣ୍ଟ ସମ୍ମିଟ। Confederation of Indian Industry ବା ସିଆଇଇ ପକ୍ଷରୁ ଦୁଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଖଣିଜ ସମ୍ପଦ ପାଇଁ ଆବଶ୍ୟକୀୟ ଅତ୍ୟାଧୁନିକ ଯନ୍ତ୍ରପାତି…

ପରିବା ବ୍ୟବସାୟୀ ବିକ୍ରି ବନ୍ଦ କରିବାକୁ ଧମକ, ପାର୍ବଣ ଋତୁରେ ସମସ୍ତଙ୍କ ସହଯୋଗ ଲୋଡ଼ିଲା ବିଏମସି

ଭୁବନେଶ୍ୱର: ୟୁନିଟ୍-୧ ଡେଲି ମାର୍କେଟ୍ ପର୍ଯ୍ୟନ୍ତ ରାସ୍ତାରେ ପୂଜା ମଣ୍ଡପ ଓ ଅସ୍ଥାୟୀ ଦୋକାନ ଜବରଦଖଲ ଯୋଗୁଁ ଅକ୍ଟୋବର ୨୦ରୁ ଭୁବନେଶ୍ୱରର ପରିବା ବ୍ୟବସାୟୀମାନେ ପରିବା ବିକ୍ରି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଏହାକୁ ନେଇ ଆଜି ଭୁବନେଶ୍ବର ମହାନଗର ନିଗମ (ବିଏମସି) କମିଶନର ବିଜୟ…

ଗୋପାଳପୁରରେ ଲଢ଼ିବେ ବିକ୍ରମ, ପ୍ରଦୀପ, ବାଜି ମାରିନେବେ ବିଭୁତି !

ଭୁବନେଶ୍ୱର: ଗଂଜାମ ଜିଲ୍ଲାର ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀ ଏବେ ସାରା ରାଜ୍ୟର ସବୁଠୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଭାବେ ଗଣାଯାଉଛି। ଏହି ନିର୍ବାଚନ ମଣ୍ଡଳୀ ଉପରେ ଏବେ ଶାସକ ବିଜେଡିର କଡା ନଜର ଥିବା କୁହାଯାଉଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିସ୍କୃତ…

ଏଥର ଫିକା ପଡ଼ିପାରେ ପୂଜା; ୨୦ ଅକ୍ଟୋବରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ଵର: ଫିକା ପଡ଼ିପାରେ ଦଶହରା। ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ତା’ର ପାଶ୍ୱର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଧୀରେ ଧୀରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବରେ ୨୦…

ବାହାନଗା ଟ୍ରେନ୍ ଟ୍ରାଜେଡି: ନିଲାମ ହେବ ୨୧ ଟ୍ରେନ୍ ବଗି ଓ ଇଞ୍ଜିନ୍

ଭୁବନେଶ୍ଵର: ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ଆସିଲା ବଡ଼ ଖବର। ନିଲାମ ହେବ ଟ୍ରେନ୍ ବଗି ଓ ଇଞ୍ଜିନ୍। ୨୧ ବଗି ଓ ଇଞ୍ଜିନ୍ ନିଲାମ ପାଇଁ କୋର୍ଟ ଦେଲେ ଅନୁମତି। ନିଲାମ ପାଇଁ ଅନୁମତି ଦେଲେ ଭୁବନେଶ୍ୱର ଏଡିଜେ(୨) କୋର୍ଟ । ଡିଆରଏମଙ୍କ ଆକାଉଣ୍ଟରେ ନିଲାମ ଟଙ୍କା ରଖି କୋର୍ଟକୁ କରିବେ ଅବଗତ।…

ମା’ଙ୍କ ସଚ୍ଚା ଭକ୍ତ: ହାତରୁ ଟଙ୍କା ଦେଇ ବନ୍ଧକ ଥିବା ଗହଣା ମୁକୁଳାଇଲେ ମୁସଲମାନ ଯୁବକ

କଟକ: ଭକ୍ତି ପାଇଁ କ’ଣ ବା ଲୋଡା ?  କେବଳ ଭାବ ଟିକିଏ, ତ୍ୟାଗ ଟିକିଏ । ଧର୍ମ, ସଂପ୍ରଦାୟର ପରିଚୟ କିମ୍ବା ବିଧିବିଧାନ କ’ଣ କେବେ ଭକ୍ତିର ମାପିକାଠି ହୋଇପାରେ ? ବିଲକୁଲ ନୁହେଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ   ଏଠି ଆପଣଙ୍କୁ ଦେବୁ । ଆଉ କେଉଁଠି ନୁହେଁ, ଭାଇଚାରାର ସହର କଟକରେ ଏଭଳିକିଛି…

ଜୟପୁର ପୋଲିସକୁ ବଡ ସଫଳତା: ସାଇବର ଠକେଇ ଅଭିଯାଗରେ ୩ ଗିରଫ

ଜୟପୁର : ବଡ ଧରଣର ସାଇବର ଠକେଇର ପର୍ଦ୍ଧାଫାସ କଲା ଜୟପୁର ସଦର ପୋଲିସ । ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କ ନାଁରେ ଜାଲ ଦସ୍ତାବିଜ କରି ଆକାଉଣ୍ଟ ଖୋଲିବା ଓ ଠକିବା ଅଭିଯୋଗରେ ପୋଲିସ ୩  ଅଭିଯୁକ୍ତଙ୍କୁ ଗିରଫ କରିଛି  । ଅଭିଯୁକ୍ତ ମାନେ ହେଲେ ସେମିଳିଗୁଡାର ବଳରାମ ଦାସ , ଭୁବନେଶ୍ବରର…