Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୂଆପଡା ଜିଲ୍ଲା ପରକୋଟ ଗାଁରେ ଅଘଟଣ: ଚେକ୍ ଡ୍ୟାମରେ କରେଣ୍ଟ ଲାଗି ଦମ୍ପତ୍ତି ମୃତ

ନୂଆପଡା : ଚେକ ଡ୍ୟାମରେ କରେଣ୍ଟ ଲାଗି ଦମ୍ପତ୍ତି ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖରିଆରରୋଡ଼ ପରକୋଟ ଗାଁରେ  । ବିଲରେ ପାଣି ମଡାଇବାକୁ ଯାଇଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି  । ମୃତକ ପରକୋଟ ଗାଁର ରାମେଶ୍ୱର ରାଉତ ଏବଂ…

ମାଓ ଅପରେଶନବେଳେ ଲାଣ୍ଡମାଇନ ଠାବ: ଅଳ୍ପକେ ବର୍ତ୍ତିରେ ଯବାନ

ମାଲକାନଗିରି:ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ସୁରକ୍ଷା କର୍ମୀ । କମ୍ବିଂ ଅପରେଶନବେଳେ ଯାଉଥିବାବେଳେ ଠାବ ହେଲା ଲାଣ୍ଡମାଇନ । ଯବାନଙ୍କୁ ଟାର୍ଗେଟ କରି ବିଛାଇଥିଲେ ମାଓବାଦୀ । ଏମିତି ଘଟଣା ଘଟିଛି ମାଲକାନଗିରି ଜିଲା ପଡ଼ିଆ ଥାନା ଅନ୍ତର୍ଗତ ମାଟେରୁ ପଂଚାୟତର କମାରଗୁଡ଼ା ଜଙ୍ଗଲରେ…

ବାହାନଗା ଟ୍ରେନ୍ ଦୁର୍ଘଟଣାର ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର : ଏମ୍ସରେ ଡିସପୋଜ୍ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା  । ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର । ଭୁବନେଶ୍ବର ଏମ୍ସ ପକ୍ଷରୁ ଏସବୁ ମୃତଦେହକୁ ଡିସପୋଜ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ତିମ ସତ୍କାର ବେଳେ ପୂର୍ବତଟ ରେଳପଥ, ସିବିଆଇ ଏବଂ ବିଏମସି ଉପସ୍ଥିତ ରହିବେ । ଏସବୁ…

ବର୍ଷାଙ୍କ ଉଦ୍ଦେଶ୍ୟରେ ଭିଡିଓ ସୁଟ କଲେ ଅନୁଭବ; ଛାଡ଼ପତ୍ର ସ୍ୱୀକାର କରିବାକୁ ହାତଯୋଡି ଅନୁରୋଧ କଲେ

ଭୁବନେଶ୍ୱର: ପୁଣି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କଲେ ସାଂସଦ ଅନୁଭବ ମହାନ୍ତି । ଭିଡିଓ କରି ବର୍ଷାଙ୍କ ଉଦ୍ଦେଶ୍ୟରେ ହାତଯୋଡି ଛାଡପତ୍ର ସ୍ୱୀକାର କରବା ପାଇଁ ଅନୁରୋଧ କଲେ । ନିଜ ବାପା-ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିବା ସହ ସେମାନଙ୍କୁ ଆଉ ଦୁଃଖ ନ ଦେବା…

ନିଶା ନିବାରଣ କେନ୍ଦ୍ରରୁ ଆସିଲା ସାଂଘାତିକ ଅଭିଯୋଗ: ଯୁବକଙ୍କୁ ପିଟି ପିଟି କଲେ ହତ୍ୟା

ଭୁବନେଶ୍ୱର : ନିଶା ନିବାରଣ କେନ୍ଦ୍ରରୁ ପୁଣି ସାଂଘାତିକ ଅଭିଯୋଗ ଆସିଛି  । ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା  କରାଯାଇଛି  । ଏଭଳି ଅଭିଯୋଗ ଆସିଛି ଭୁବନେଶ୍ବର ଧଉଳିସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରୁ । ମୃତକ ଝରଣାସାହିର କାଳୁ ନାୟକ ବୋଲି ଜଣାପଡିଛି  । ମାତ୍ର ୩ ମାସ ତଳେ କାଳୁ…

ରାଜ୍ୟ ସରକାରଙ୍କ ନୂଆ ଭେଳିକି ‘ନବୀନ ଓଡିଶା, ଲୁଟ୍ ଓଡିଶା’-ବିରୋଧୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଛି ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଟକ୍ରମ । ଏହି କାର୍ଯ୍ୟକ୍ରମକୁ ନେଇ ବର୍ଷିଛି ବିଜେପି ।  ଏହାକୁ “ନବୀନ ଓଡିଶା ଲୁଟ୍ ଓଡିଶା”  ବୋଲି କହିଛି ବିଜେପି । କାରଣ ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ୪,୦୦୦…

ଜାତୀୟ ଡାକ ଦିବସରେ ସ୍ମୃତି ବଖାଣିଲା ଶାଶ୍ବତଙ୍କ ଦିଆସିଲି ଡାକ ବାକ୍ସ

ପୁରୀ: ସମୟ ବହୁତ ବଦଳିଛି ସତ  । ହ୍ବାଟ୍ସ ଆପ୍ ଯୁଗରେ ଲୋକେ ଆଉ ଚିଠି ଉପରେ ନିର୍ଭର କରୁନାହାନ୍ତି ସତ କିନ୍ତୁ ଆଜି ବି ସମାଜରେ ଡାକସେବା ଅନେକ ମହତ୍ତ୍ବ ବହନ କରୁଛି । ଆଜି ହେଉଛି ଜାତୀୟ ଡାକଦିବସ । ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖ ଅର୍ଥାତ୍ ଆଜିର ଦିନକୁ ଡାକ ଦିବସ ରୂପେ ପାଳନ…

‘ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ: ପ୍ରତି ଗାଁକୁ ମିଳିବ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ଗାଁରେ ମିଳିବ ଇଣ୍ଟରନେଟ୍‌ ସଂଯୋଗ ।  ହେବ ବିଜ୍ଞାନ ପାର୍କ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା ବି  ମିଳିବ। ହସିବ ଗାଁ ।  ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର…

ଶକ୍ତିପୀଠର କାହାଣୀ: ମହିଷାମର୍ଦ୍ଦିନୀ ଦ୍ଵିଭୁଜା ଦୁର୍ଗା ମା’ ବିରଜା

ଭୁବନେଶ୍ଵର: ଆରମ୍ଭ ହୋଇଛି ଜଗତଜନନୀ ମା'ଙ୍କ ଷୋଡ଼ଶ ପୂଜା ଉପଚାର । ମୂଳାଷ୍ଟମୀଠାରୁ ଶରତ କାଳୀନ ଦୂର୍ଗାପୂଜା ଆରମ୍ଭ ହେବା ସହ ପାରମ୍ପରିକ ଷୋଡ଼ଶ ଦିନାତ୍ମକ ପୂଜା ଜାରି ରହିଛି । ଦଶହରା ଯାଏ ୧୬ ଦିନ ଧରି ସମସ୍ତ ଶକ୍ତିପୀଠରେ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା । ନଦୀରୁ…

ଟ୍ୟୁସନ ସାରି ଫେରୁଥିବାବେଳେ ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଡେରାସିଂହ ଗାଁରେ ଅଭାବନୀୟ ଘଟଣା ଘଟିଛି । ଜଣେ ଛାତ୍ରୀ ଟ୍ୟୁସନ ସାରି ଫେରୁଥିବାବେଳେ ଟ୍ରକ ଚଢିଯାଇଛି  । ଫଳରେ ଛାତ୍ରୀଟିର ମୃତ୍ୟୁ ଘଟିଛି  । ମୃତକ ସେହି ଗାଁର ରାଧାନାଥ ସାହୁଙ୍କ ଝିଅ ପଦ୍ମିନୀ ସାହୁ ବୋଲି ଜଣାପଡିଛି  । ପଦ୍ମିନୀ ସ୍ଥାୟୀ ଡେରାସିଂହ…