Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜୟନାରାୟଣଙ୍କ ବିସ୍ଫୋରକ ବୟାନ: ହୋଟେଲକୁ ଡାକି ପାଣ୍ଡିଆନଙ୍କୁ ଧମକାଇଥିଲେ ଅମିତ ଶାହ

ଭୁବନେଶ୍ୱର:ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିବା ବେଳେ  ଏକ ହୋଟେଲରେ ୫ଟି ସଚିବଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଏହି ଆଲୋଚନା ନେଇ ସେତେବେଳେ ବେଶ ଆଲୋଚନା ହେଉଥିଲା । ଏହି  ରୁଦ୍ଧ କୋଠାରୀ ଆଲୋଚନାକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା । ପାଣ୍ଡିଆନଙ୍କ ସହ କି…

ସୈତାନ ସ୍ବାମୀ : ସ୍ତ୍ରୀକୁ ମାରି ରାସ୍ତାକଡ଼କୁ ଫିଙ୍ଗିଦେଲା, ପରେ ଥାନାରେ କଲା ଆତ୍ମସମର୍ପଣ

ଭଦ୍ରକ: ସୈତାନ ସାଜିଲା ସ୍ବାମୀ ।  ନିଜ ସ୍ତ୍ରୀକୁ ମାରି ରାସ୍ତା କଡକୁ ଫିଙ୍ଗିଦେଲା ସ୍ବାମୀ  । ଏମିତି କିଛି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ବଡପଦା ଉକ ନିକଟରେ । ମୃତକ ରାଧାରାଣୀ ବୋଲି ଜଣାପଡିଛି  । ସୂଚନା ମୂତାବକ ରାଧାରାଣୀ କିଛି ବର୍ଷ ତଳେ ବିନାୟକପୁର…

ସୁସ୍ଥ ହେବା ପରେ ଛତିଶଗଡ ଫେରିଗଲେ ସୁନ୍ଦରଗଡରୁ ଉଦ୍ଧାର ମା’ ଓ ଝିଅ

ସୁନ୍ଦରଗଡ଼: ଚିକିତ୍ସା ପରେ ନିଜ ରାଜ୍ୟକୁ ଫେରି ଯାଇଛନ୍ତି ସୁନ୍ଦରଗଡରୁ ଉଦ୍ଧାର ହୋଇଥିବା ମା’-ଝିଅ । ସେମାନଙ୍କୁ ନେବାପାଇଁ ତାଙ୍କର ସମ୍ପର୍କୀୟ ଆସିଥିଲେ । ସୁନ୍ଦରଗଡ ଟାଉନ ଥାନା ପୋଲିସ ମା’ ଓ ଝିଅଙ୍କୁ ପରିବାରକୁ ହସ୍ତାନ୍ତର କରିଛି । ଉଲଗ୍ନ ଅବସ୍ଥାରେ ବୁଲୁଥିବା ମା’ ଓ ଝିଅଙ୍କୁ…

ନୂଆବର୍ଷରୁ ନୂଆ ନିୟମ: ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବେ ଭକ୍ତ

ପୁରୀ: ନୂଆ ବର୍ଷରେ ଶ୍ରୀମନ୍ଦିରରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ  ।  ଏଥର ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ହେବ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବେ ଭକ୍ତ । ନଚେତ୍ ମନ୍ଦିର ମଧ୍ୟକୁ ପ୍ରବେଶ ବାରଣ ରହିଛି । ଆସନ୍ତା ନୂଆବର୍ଷଠାରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ସିଂହଦ୍ଵାରରେ…

ଝରକା ଭାଙ୍ଗି ଲୁଟ, ୫୦ ଲକ୍ଷ ଟଙ୍କାର ସୁନା ଗହଣା ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଝରକା ଭାଙ୍ଗି ଲୁଟିଲେ୨୫ ଭରି ସୁନା । ଛତ୍ରପୁର ଥାନା ଅଧିନ ତୁଳସୀନଗର ଚତୁର୍ଥ ଲାଇନର କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ଲୁଟ । ବିଳମ୍ବିତ ରାତିରେ ଘରେ ପଶି ଲୁଟିଲେ ୨୫ ଭରି ସୁନା,୪୦ ଭରି ରୂପା , ନଗଦ୨୫ ହଜାର ଟଙ୍କା। ଏହାସହ ଏଟିଏମ ,ଆଧାର କାର୍ଡ ଓ ଆନ୍ୟନ୍ୟ କାଗଜପତ୍ର ଚୋରୀ କରି…

ପୁଅକୁ କୋଳରେ ଧରି ନିଘୋଡ ନିଦରେ ଶୋଇଥିଲେ ମା’; ଚାପିଦେଲା ଟ୍ରକ

କାମାକ୍ଷାନଗର:ଦିନର କ୍ଲାନ୍ତି ମେଣ୍ଟାଉଥିଲେ ରାତିରେ । କୋଳରେ ୮ ବର୍ଷର ପୁଅକୁ ଧରି ଶୋଇ ଯାଇଥିଲେ ନିଘୋଡ ନିଦରେ । ହେଲେ ଜାଣି ନ ଥିଲେ ସେ ଆଉ ଉଠିବେନି ବୋଲି । ଭାବି ନ ଥିଲେ,  ଯାତ୍ରା ପଡିଆ ତାଙ୍କ ପାଇଁ ଶେଷଶଯ୍ୟା ପାଲଟିବ ବୋଲି । ଏମିତି ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି…

ପରଲୋକରେ ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର: ଦୀର୍ଘ ଦିନ ଧରି ଡେଙ୍ଗୁରେ ଥିଲେ ପୀଡିତ

ଭୁବନେଶ୍ବର: ପରଲୋକରେ ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର । ୮୮ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି  । ଦୀର୍ଘ ଦିନ ଧରି ସେ ଡେଙ୍ଗୁରେ ପୀଡିତ ଥିବାବେଳେ ଆଜି ସକାଳ ୭ଟା ୨୨ ମିନିଟରେ ତାଙ୍କର ଦେହାନ୍ତ ଘଟିଛି । ୧୯୫୯ ବ୍ୟାଚର ଆଇପିଏସ୍ ଅଫିସର…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଉଲୁଣ୍ଡା: ଦୁର୍ଘଟଣାରେ ଦୁଇ ମୃତ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମେଟାକାନୀ ବୁଲାଣି ରାସ୍ତାରେ ବାଇକ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଯୁବକ ମାନେ ହେଲେ ଢେଳେଇ ଗ୍ରାମର କାହ୍ନା ମିଶ୍ର ଏବଂ ଅଇଁଲାଛାଟର ସୁଶାନ୍ତ ସାହୁ ବୋଲି ଜଣାପଡିଛି । ସୂଚନା…

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା : ଏଯାଏଁ ଶବ ସତ୍କାର ନେଇ ଧାର୍ଯ୍ୟ ହୋଇନି ତାରିଖ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା  । ଏବେ ବି ଏମ୍ସ ହସ୍ପିଟାଲରେ ୨୮ ଅଚିହ୍ନା ମୃତଦେହ ପଡିରହିଛି  । ଏସବୁର ସତ୍କାର କିଭଳି ଭାବରେ ସୁରୁଖୁରୁରେ କରାଯାଇପାରିବ , ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପ୍ରୟାସ କରାଯାଉଛି ।  ଯଦି ଏହି ସମୟ ମଧ୍ୟରେ କେହି ମୃତକଙ୍କ…

ଆସୁଛି ଧର୍ମ ମାସ କାର୍ତ୍ତିକ, ଶ୍ରୀମନ୍ଦିରରେ କାର୍ତ୍ତିକ ମାସର ନୀତିକୁ ନେଇ ସବକମିଟି ବୈଠକ ଅନୁଷ୍ଠିତ

ପୁରୀ: ଗତକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆସନ୍ତା କାର୍ତ୍ତିକ ମାସର ନୀତିକୁ ନେଇ ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆସନ୍ତା କାର୍ତ୍ତିକ ମାସରେ କିଭଳି ନୀତିକାନ୍ତି ଶୃଙ୍ଖଳିତ କରାଯିବ ଓ ସେହି ସମୟରେ ମହାପ୍ରଭୁଙ୍କ ଠାରେ ବାଳଭୋଗ କିଭଳି ସମୟାନୁସାରେ ଲାଗି…