Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ନିଅଣ୍ଟିଆ ବର୍ଷା, ୩ଟି ଜିଲ୍ଲା ସହ ସାରା ରାଜ୍ୟରେ ୩% ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି। ଆଜି କେନ୍ଦୁଝର,…

ଶେଷରେ କଣ୍ଟିଘାଇରୁ ମିଳିଲା ଚନ୍ଦନଙ୍କର ଶବ

ଭଦ୍ରକ: ଶେଷରେ ମିଳିଲା ଚନ୍ଦନଙ୍କ ଶବ । ନିଖୋଜ ହେବାର ୩୫ ଘଣ୍ଟା ପରେ ଭଦ୍ରକ ଜିଲ୍ଲା କଣ୍ଟିଘାଇରୁ ମିଳିଥିବା ଶବ ଚନ୍ଦନଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି । ଚନ୍ଦନଙ୍କ ଭାଇ ମୃତଦେହ ତାଙ୍କ ଭାଇଙ୍କର ବୋଲି କହିବା ପରେ ସବୁ ଆଶା ଆଶଙ୍କାର ଅବସାନ ହୋଇଛି । କାନ୍ଦ ବୋବାଳିରେ…

୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଆୟତ୍ତକୁ ଆସିଲା ଚୌଧୁରୀ ବଜାର ନିଆଁ

କଟକ: ପ୍ରାୟ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଆୟତ୍ତକୁ ଆସିଲା ଚୌଧୁରୀ ବଜାର ନିଆଁ । ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ କରିବା କାମରେ ୯ଟି ଅଗ୍ନିଶମ ଟିମ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଆଜି ସକାଳୁ ସକାଳୁ କଟକ ଚୌଧୁରୀ ବଜାର ସ୍ଥିତ ଏକ ଡ୍ରେସ ଦୋକାନରେ…

ଥମିବାର ନାଁ ଧରୁନି ସ୍କ୍ରବ ଟାଇଫସ ସଂକ୍ରମଣ, ଆଜି ପୁଣି ୯ ସଂକ୍ରମଣ

ରାଉରକେଲା: ଥମିବାର ନାଁ ଧରୁନି ରାଜ୍ୟରେ ସ୍କ୍ରବ ଟାଇଫସ ସଂକ୍ରମଣ । ଦିନକୁ ଦିନ ହୁ ହୁ ହୋଇ ବଢୁଛି ସଂକ୍ରମଣ । ହଟସ୍ପଟ ପାଲଟିଛି ସୁନ୍ଦରଗଡ ଜିଲ୍ଲା । ଗତ ୨୪ ଘଣ୍ଟାରେ ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୯ ଆକ୍ରାନ୍ତ । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ସୁନ୍ଦରଗ଼ଡରେ ଏବେ ମୋଟ…

ବିଶ୍ବ ହୃଦୟ ଦିବସ: ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ

ପୁରୀ: ଆଜି ହେଉଛି  ଓ୍ବାଲ୍ଡ ହାର୍ଟ ଡେ ବା ବିଶ୍ୱ ହୃଦୟ ଦିବସ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି ୱାର୍ଲଡ ହାର୍ଟ ଫେଡେରେସନ ଏହି ଦିବସ ପାଳନ କରିବାକୁ ୧୯୯୯ରେ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଏହା ସେପ୍ଟେମ୍ବର ମାସ ଶେଷ ରବିବାର ପାଳିତ ହେଉଥିଲା। ମାତ୍ର ୨୦୧୧ରୁ ଏହା ସେପ୍ଟେମ୍ବର ୨୯…

ଉଦ୍ଧାର ଶବ ଚନ୍ଦନଙ୍କର ନୁହେଁ, ଖାଲି ହାତରେ ଫେରିଗଲେ ପରିବାର ଲାେକେ

ଯାଜପୁର : ଉଦ୍ଧାର ଶବ ଚନ୍ଦନ ସାହୁଙ୍କର ନା ଆଉ କାହାର ? ଏହାକୁ ନେଇ ଦେଖା ଦେଇଛି ଦ୍ୱନ୍ଦ୍ୱ । ଯାଜପୁୂର ସଦର ଥାନା ଅନ୍ତର୍ଗତ ବଡ ତ୍ରିଲୋଚନ ପୁରସ୍ଥିତ ବୁଢା ନଦୀରୁ ମିଳିଥିବା ମୃତଦେହ ଚନ୍ଦନ ସାହୁଙ୍କର ବୋଲି ସମସ୍ତେ ଅନୁମାନ କରୁଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ସହ ଚନ୍ଦନ…

କ୍ୟାପିଟାଲ ହସ୍ପିଟାଲ ଶିଶୁ ଅଦଳବଦଳ ଘଟଣା: ଆଜି ହୋଇପାରେ ଡିଏନଏ ଟେଷ୍ଟ

ଭୁବନେଶ୍ୱର : କ୍ୟାପିଟାଲ ହସପିଟାଲରେ ଶିଶୁ ଅଦଳ ବଦଳ ଘଟଣା। ଆଜି ଅଭିଯୋଗକାରୀ ପ୍ରାଣକୃଷ୍ଣ, ତାଙ୍କ ପତ୍ନୀ ଓ ଶିଶୁଙ୍କ ଡିଏନଏ ଟେଷ୍ଟ ହୋଇପାରେ । ଏନେଇ ଭୁବନେଶ୍ୱର ଏସଡିଜେଏମ୍  କୋର୍ଟଙ୍କ ଅନୁମତି ପାଇଁ କ୍ୟାପିଟାଲ ଥାନା ପକ୍ଷରୁ  ଆବେଦନ କରାଯିବ। ଟେଷ୍ଟ କରାଯିବା ପରେ ଏହାକୁ ଆଇଏଲଏସ୍…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ୩ ତାରିଖ ଯାଏଁ ପ୍ରବଳ ବର୍ଷିବ !

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  । ଉତ୍ତର ପୂର୍ବ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  । ଏହା ୪୮ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ପରେ ପଶ୍ଚିମ ଉତ୍ତର ଓଡିଶା…

ଝିଅକୁ ଧରି ବୈତରଣୀ ନଦୀକୁ ବାପା ଡେଇଁବା ଘଟଣା: ୩୦ ଘଣ୍ଟା ପରେ ମିଳିଲା ବାପାର ମୃତ ଦେହ, ଏବେବି ନିଖୋଜ କୁନି ଝିଅ

ଭଦ୍ରକ: ଝିଅକୁ ଧରି ବୈତରଣୀ ନଦୀକୁ ବାପା ଡେଇଁବା ଘଟଣା । ପ୍ରାୟ ୩୦ ଘଣ୍ଟା ପରେ ମିଳିଲା ନିଖୋଜ ବାପା ଚନ୍ଦନ ସାହୁର ମୃତଦେହ । ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢା ନଦୀ ମଣିକ ଛନ୍ଦା ନିକଟରୁ ମିଳିଲା ମୃତ ଦେହ । ସେପଟେ ଏବେବି ନିଖୋଜ ରହିଛି କୁନି ଝିଅ । ଝିଅକୁ ଖୋଜାଖୋଜି ଜାରି ରଖିଛି…

ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ଲୁଗା ଦୋକାନ

କଟକ: ହୁତୁ ହୋଇ ଜଳିଲା ଲୁଗା ଦୋକାନ । କେହି କିଛି ଜାଣିବା ପୂର୍ବରୁ ଦୋକାନ ସାରା ବ୍ୟାପିଗଲା ନିଆଁର ପ୍ରକୋପ । କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି। ସୂଚନା…