Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏଥର ସୋର ଦେଖିବ ନୂଆ ମୁହଁ !

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବାଲେଶ୍ଵର ଜିଲ୍ଲାର ନିର୍ବାଚନମଣ୍ଡଳୀଗୁଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ ସୋର ନିର୍ବାଚନ ମଣ୍ଡଳୀରେ ୨୦୨୪ ର ଚିତ୍ର କଣ ହେବ ତାକୁ ନେଇ ଭିନ୍ନ ଭିନ୍ନ ଆକଳନ ଆରମ୍ଭ ହୋଇଛି। ୨୦୧୯ ନିର୍ବାଚନରେ ବିଜେଡିର ପର୍ଶୁରାମ ଧଡ଼ା ୫୪…

ଓଡ଼ିଶା ପୌର ବିଧି (ସଂଶୋଧନ) ବିଧେୟକ: ଦୁର୍ବଳ-ଅସୁରକ୍ଷିତ ବର୍ଗର ଜନସାଧାରଣଙ୍କ ସଶକ୍ତିକରଣ ପାଇଁ ପଦକ୍ଷେପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇବ-ଟି ନୀତି ମୁତାବକ ରାଜ୍ୟରେ ଏକ ବଳିଷ୍ଠ ସହଭାଗିତା ଭିତ୍ତିକ ସହରୀ ପ୍ରଶାସନିକ ବ୍ୟବସ୍ଥା ପ୍ରଣୟନ କରିବା ପାଇଁ ନିରନ୍ତର ଉଦ୍ୟମ କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ସହରର ଦୁର୍ବଳ ଏବଂ ଅସୁରକ୍ଷିତ ବର୍ଗର ଜନସାଧାରଣଙ୍କ ସଶକ୍ତିକରଣ…

ପାରିତ ହେଲା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ-୨୦୨୩, ଜାଣନ୍ତୁ ନୂଆ ନିୟମ

ଭୁବନେଶ୍ୱର: ଏକ ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପାଇଁ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ ପ୍ରଣୟନ କରାଯାଇଥିଲା। ଏହି ଅଧିନିୟମ ତା ୦୧.୦୫.୧୯୮୪ ରିଖ ରେ ଲାଗୁ ହେଲା ଏବଂ ତଦନୁସାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, ୧୯୯୨…

ବିସର୍ଜନ ପୂର୍ବରୁ ଗାଏବ ହୋଇଗଲେ ଗଣେଶ ପ୍ରଭୁ, କମିଟି ତରଫରୁ ଥାନାରେ ରୁଜୁ ହେଲା ଏତଲା

କଣ୍ଟାବାଞ୍ଜି: ସାରା ରାଜ୍ୟରେ ଧୂମଧାମରେ ପାଳନ ହେଉଛି ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କ ପୂଜା । ଚାରିଆଡେ ଏବେ ଉତ୍ସବର ମାହୋଲ । କିଛି କିଛି ସ୍ଥାନରେ ଲମ୍ବୋଦରଙ୍କ ବିସର୍ଜନ ସରିଥିବା ବେଳେ ଆଉ କିଛି ସ୍ଥାନରେ ଏବେବି ପୂଜା ପାଉଛନ୍ତି ପାର୍ବତୀ ନନ୍ଦନ ଶ୍ରୀ ଗଣେଷ । ତେବେ ଏହାରୀ ଭିତରେ ଏକ…

ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଲ୍ୟାଣ୍ଡ ସବ କମିଟି ବୈଠକ ଶେଷ

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଲ୍ୟାଣ୍ଡ ସବ କମିଟି ବୈଠକ ଶେଷ । ଦୀର୍ଘ ଦିନ ଧରି ମହାପ୍ରଭୁଙ୍କ ଜମିରେ ବସବାସ କରୁଥିବା ହିତାଧିକାରୀମାନେ ପଟ୍ଟା ପାଇବା ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କରି ଶ୍ରୀମନ୍ଦିର ପ୍ରଶାସନଠାରୁ ପଟ୍ଟା ନେବାକୁ ଆବେଦନ କରିଥିବା ବେଳେ ଜିଲ୍ଲା ଲ୍ୟାଣ୍ଡ…

ଆଦିବାସୀଙ୍କ ଅନନ୍ୟ ପରମ୍ପରା କରମଶୁଣି ପୂଜା, କୃଷି ଭିତ୍ତିକ ଏହି ପର୍ବର ମୁଖ୍ୟ ଆକର୍ଷଣ ସାଜେ କରମା ନାଚ

ସୁବର୍ଣ୍ଣପୁର: କାହିଁ କେଉଁ ଆବହାମାନ କାଳରୁ ପଶ୍ଚିମ ଓଡିଶାର ଆଦିବାସି ସମ୍ପ୍ରଦାୟର ଲୋକେ ପାଳନ କରୁଛନ୍ତି ମାଁ କରମଶୁଣି ପୂଜା । କୃଷି ଭିତ୍ତିକ ଏହି ପର୍ବ ପାଳନ କଲେ ବର୍ଷର ଫସଲ ଭଲ ହେବା ସହ ଧନ, ଜନ, ଗୋପ ଲକ୍ଷ୍ମୀ ଚର୍ତୁବର୍ଗ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ଏଥିପାଇଁ ଭାଦ୍ରବ ମାସ…

ବିଜେଡି ମିଶ୍ରଣ ପର୍ବ: ବିଜେଡିରେ ସାମିଲ ହେଲେ ଯାଜପୁର ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ

ଭୁବନେଶ୍ଵର: ଯାଜପୁର ବିଜେପିକୁ ଶକ୍ତ ଧକ୍କା । ବିଜେଡିରେ ସାମିଲ ହେଲେ ଜିଲ୍ଲା ବିଜେପିର ଦୁଇ ପଦାଧୀକାରୀ । ଯାଜପୁର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ ଏବଂ ଯାଜପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ…

୩ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ମୟୂରଭଞ୍ଜ: ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ବୁଢ଼ାବଳଙ୍ଗ ନଦୀ ପାର୍ଶ୍ଵରେ ରିଂରୋଡ଼ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ବାରୁଣୀ ଘାଟଠାରୁ ଶିରିଡିସାଇ ବାବା ମନ୍ଦିର ପର୍ଯ୍ୟଟ ୧୫୪ କୋଟି ଟଙ୍କା ମଞ୍ଜୁର ହୋଇଛି। ବୁଢାବଳଙ୍ଗ ନଦୀ ପୋଲ…

ବାଉଁଶ ବାଡିରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ଥାନା କାଣିନଦୀ ପଠାରେ ଥିବା ଏକ ବାଉଁଶ ବାଡ଼ିରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ମହାନ୍ତିପାଟଣା ଗାଁର ର ସବ୍ୟସାଚୀ ନାୟକ ବୋଲି ଜଣାପଡିଛି  । ପରିବାର ଲୋକ ସବ୍ୟସଚୀଙ୍କୁ ହତ୍ୟା କରାଯାଇଥିବା ଅଭଯୋଗ ଆଣିଛନ୍ତି  । ସୂଚନା ମୂତାବକ…

ପୁଅ କହିଲେ ଝିଅ ଦେଲେ : କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ନିର୍ଦ୍ଦେଶକ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ହୋଇଛି । ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆସିଛି । ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣିଛନ୍ତି । କାଲି ରାତି ସାଢେ ୧୦ ଟାରେ ପୁଅ ହେଲା ବୋଲି ସୂଚନା ଦେଇଥିଲେ । ମାତ୍ର ଫଟୋ…