Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାନବାଧିକାର ଆୟୋଗରେ ପହଞ୍ଚିଲା ସରପଞ୍ଚ ଚମେଲି ଓଝାଙ୍କ ମାମଲା; ୭୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ଭାଇରାଲ୍ ସରପଞ୍ଚ ଚମେଲି ଓଝାଙ୍କ ବିବାଦୀୟ ମାମଲା । ସରପଞ୍ଚଙ୍କ ଉପରେ ହୋଇଥିବା ନିର୍ଯାତନାକୁ ବିରୋଧ କରି ରାଜ୍ୟ ମାନବାଧିକାର ଆୟୋଗ (ଓଏଚଆରସି) ଙ୍କ ନିକଟରେ ଦାଏର କରାଯାଇଛି ଏକ ସଙ୍ଗୀନ ମାମଲା ।…

ପାଠ୍ୟପୁସ୍ତକରେ ୧୬୭୮ ଭୁଲ: କୁନି ପିଲାଙ୍କ ଭବିଷ୍ୟତ ସହ ଖେଳ, ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ବ୍ୟବହୃତ ହେଉଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ରହିଛି ସାଂଘାତିକ ଭୁଲ୍। ସୂଚନା ଅନୁଯାୟୀ, ମୋଟ ୧୬୭୮ଟି ସ୍ଥାନରେ ମୁଦ୍ରଣ ଓ ତଥ୍ୟଗତ ତ୍ରୁଟି ରହିଛି। ଏଥିମଧ୍ୟରୁ କେବଳ ଅଷ୍ଟମ ଶ୍ରେଣୀ ବହିରେ ସର୍ବାଧିକ ୭୦୫ଟି…

ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି: ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

.ଭୁବନେଶ୍ୱର: ନିଟ୍ (NEET) ପରୀକ୍ଷାକୁ ଶୃଙ୍ଖଳିତ ଏବଂ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ବିଭାଗୀୟ…

ଓଡ଼ିଶାରେ ଭୋଟର ସଂଖ୍ୟା ୩.୩୧ କୋଟିରେ ପହଞ୍ଚିଲା: ଡିଜିଟାଇଜେସନରେ ୪୨ ପ୍ରତିଶତ ଅଗ୍ରଗତି

ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାର ବ୍ୟାପକ ସଂଶୋଧନ ଓ ପଞ୍ଜୀକରଣ ପ୍ରକ୍ରିୟାରେ ଏକ ବଡ଼ ସଫଳତା ମିଳିଛି। ରାଜ୍ୟର ମୋଟ ଭୋଟରଙ୍କ ସଂଖ୍ୟା ଏବେ ୩.୩୧ କୋଟିରେ ପହଞ୍ଚିଛି। ନିର୍ବାଚନ କମିଶନଙ୍କ ଦ୍ୱାରା ହୋଇଥିବା ସ୍ୱତନ୍ତ୍ର ପୁନଃ ପରୀକ୍ଷଣ ପ୍ରକ୍ରିୟା ପରେ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି।…

ରାଜ୍ୟରେ ବର୍ଷିବ ବର୍ଷା: ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଗାମୀ କିଛି ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସହିତ ବର୍ଷା ହେବାର ଆଶଙ୍କା ରହିଛି। …

ଛାତ୍ରୀଙ୍କ ଫଟୋ ଓ ଭିଡିଓ ଭାଇରାଲ କରି ଜେଲ୍ ଗଲେ ରସିକିଆ ପ୍ରଫେସର

ଭୁବନେଶ୍ୱର: ସୋସିଆଲ ମିଡିଆରେ ଜଣେ ଛାତ୍ରୀଙ୍କ ଫଟୋ, ଭିଡିଓ ଭାଇରାଲ କରିବା ସହ ମାନସିକ ନିର୍ଯାତନା ଦେବା ଅଭିଯାଗରେ ବନ୍ଧା ହେଲେ ପ୍ରଫେସର । ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ପ୍ରଫେସର ଭାବେ କାମ କରୁଥିବା ଅଜିତ କୁମାର ଗୁପ୍ତାଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ ।…

ମୌସୁମୀ ଆସିଛି ହେଲେ ବର୍ଷା ନାହିଁ: ଏଲ୍ ନିନୋ ପ୍ରଭାବରେ ରାଜ୍ୟରେ ଗୁଳୁଗୁଳି ଜାରି

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ କରିସାରିଛି। ଜୁନ୍ ୧୨ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁବା ପରେ, ସୋମବାର ସୁଦ୍ଧା ଏହା ରାଜ୍ୟର ଅଧିକାଂଶ ଭାଗକୁ ଅଗ୍ରସର ହୋଇଛି। ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ମୌସୁମୀ ସମଗ୍ର ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ…

ଆନ୍ଧ୍ର ବିଏଡ୍‌ ନାମରେ ବଡ଼ଧରଣର ଠକେଇ, ଆଶାୟୀଙ୍କଠାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଫେରାର ମଧ୍ୟସ୍ଥି

ବଲାଙ୍ଗୀର: ଆନ୍ଧ୍ର ବିଏଡ୍‌ ନାମରେ ବଡ଼ଧରଣର ଠକେଇ । ଏଭଳି ଘଟଣା ସାମ୍ନାକୁ ଆସିଛି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାରୁ । ବଲାଙ୍ଗିର, ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ୨୦ ଆଶାୟୀଙ୍କଠାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରି ନେଇଛି ଜଣେ ମଧ୍ୟସ୍ଥି । ଏନେଇ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ…

ମୁହାଁମୁହିଁ ଦୁଇ ହାଇୱା; ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ କଇସରାର ବିଜୁ ଏକ୍ସପ୍ରେସୱେରେ ଦୁଇଟି ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ଗୋଟିଏ ହାଇୱା ରାସ୍ତାରେ ଥିବା ଡିଭାଇଡର୍ ଭାଙ୍ଗି ବିପରୀତ ଦିଗରୁ…

ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା; ୩ ମୃତ, ଆତ୍ମ ସମର୍ପଣ କଲେ ଡ୍ରାଇଭର

ଭୁବନେଶ୍ୱର: ଭୁବନେଶ୍ୱରର ସୈନିକ ସ୍କୁଲ୍‌ ରାସ୍ତାରେ ସିରିଜ୍‌ ଦୁର୍ଘଟଣା ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ୍ୟୁବରଣ କରିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।…