Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜଟିଆବାବାଜି ଛକରେ ହତ୍ୟାକାଣ୍ଡ ଘଟଣା: ୨ଜଣଙ୍କୁ ଗିରଫ କଲା କୁମ୍ଭାରପଡା ଥାନା ପୋଲିସ

ପୁରୀ: ଗତକାଲି ଅପରାହ୍ନରେ ପୁରୀ ଜଟିଆବାବାଜୀ ଛକ ନିକଟରେ ଘଟିଥିବା ଲଡ଼ୁ ନାୟକ ହତ୍ୟା ଘଟଣାରେ ୨ଜଣକୁ ଗିରଫ କରିଛି କୁମ୍ଭାରପଡା ଥାନା ପୋଲିସ l ମୃତକ ଲଡ଼ୁ ନାୟକଙ୍କ ସମ୍ପର୍କୀୟ ମାମୁ ଗଙ୍ଗା ନାୟକ ଓ ତାଙ୍କ ପୁଅ ସୁନ୍ଦନ ନାୟକକୁ ଗିରଫ କରିଛି ପୋଲିସ l ତେବେ ହତ୍ୟା ଘଟଣା ରେ ୩ଜଣ…

ପୁରୀରୁ ୧୭ ଗ୍ରାମ ବ୍ରାଉନ ସୁଗାର ଜବତ, ୪ ବେପାରୀ ଗିରଫ

ପୁରୀ: କୁମ୍ଭାରପଡା ପୋଲିସକୁ ବଡ଼ ସଫଳତା। କୁମ୍ଭାରପଡା ଥାନା ଓ ତାଳବଣିଆ ଥାନା ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବ୍ରାଉ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୪ ଜଣ ବେପାରୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କଠାରୁ ୧୭ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ…

ଆୟୁର୍ବେଦିକ ଡାକ୍ତରଙ୍କ କଲେଜ ବନ୍ଦ ଆନ୍ଦୋଳନ

ପୁରୀ: ଆୟୁଷ ଛାତ୍ରଛାତ୍ରୀଙ୍କ କଲେଜ ବନ୍ଦ ଡାକରା। ଚଳିତ ବର୍ଷ ରାଜ୍ୟରେ ଥିବା ତିନୋଟି ସରକାରୀ ଆୟୁର୍ବେଦିକ କଲେଜରେ ଭିତ୍ତିଭୂମି ଓ ମାନବ ସମ୍ବଳ ଅଭାବ ଯୋଗୁଁ କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ୍ ଆୟୁଷ ବିଭାଗ ଅନ୍ତର୍ଗତ “ଭାରତୀୟ ଚିକିତ୍ସା ପଦ୍ଧତି ଆୟୋଗ” ରାଜ୍ୟରେ ବିଭିନ୍ନ…

‘ଓଡ଼ିଶାରେ ‘ବ୍ୟବସ୍ଥାପିକା’ର କୌଣସି ଭୂମିକା ନାହିଁ, କାର୍ଯ୍ୟନିର୍ବାହୀ ସର୍ବେସର୍ବା’

ଭୁବନେଶ୍ୱର:  ରାଜ୍ୟରେ ଓଲଟା ଗଣତନ୍ତ୍ର ଚାଲିଛି  । ଏଠାରେ  ‘ବ୍ୟବସ୍ଥାପିକା’ର କୌଣସି ଭୂମିକା ନାହିଁ । କାର୍ଯ୍ୟନିର୍ବାହୀ ସର୍ବେସର୍ବା ।  ୨୩ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ଗୋଟିଏ ଦିନବି ଅଭିଯୋଗ ପ୍ରକୋଷ୍ଠରେ ବସି ଓଡ଼ିଆ ଲୋକଙ୍କଠାରୁ ଦରଖାସ୍ତ କାଗଜ ନେବାର ନଜିର ନାହିଁ ।   ଅଭିଯୋଗ…

ବନ୍ଧା ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ, ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ

ଭୁବନେଶ୍ଵର: ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରୀନ ଭଟ୍ଟ। ସୌରିନଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ କରିବା ପରେ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଛି କମିଶନରେଟ ପୋଲିସ। ସେଥିପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ। ଏ ନେଇ ଆଜି ସୂଚନା ଦେଇଛନ୍ତି ଜୋନ ୨ ଏସିପି…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଆସନ୍ତା ୨ ରୁ ଫେରିପାରେ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲା ଗୁଡିକରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର…

ପ୍ରତିଦିନ ଖାଆନ୍ତୁ ଖଜୁରୀ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଭୁବନେଶ୍ଵର: ଆଜିଯାଏଁ ଆପଣ ଅନେକ ଫଳର ଫାଇଦା ଆଉ ସେଥିରୁ ଦୂର ହେଉଥିବା ରୋଗ ବିଷୟରେ ଜାଣିଥିବେ । ହେଲେ କଣ ଆପଣ ଖଜୁରୀରୁ ମିଳୁଥିବା ଫାଇଦା ସମ୍ପର୍କରେ ଜାଣିଛନ୍ତି? ତେବେ ଆସନ୍ତୁ ଜାଣିବା ଖଜୁରୀ କୋଳିରୁ ହେଉଥିବା ସ୍ଵାସ୍ଥ୍ୟଗତ ଫାଇଦା ସମ୍ପର୍କରେ । ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ…

ବନ୍ଦ କୋଠରୀରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର; ୭ ମାସ ତଳେ କରିଥିଲେ ବିବାହ

କଟକ:  ୭ ଜନ୍ମର ସାଥୀ ହେବେ ବୋଲି ପ୍ରତିଶ୍ରୁତି ଦେଇ ବିବହ ବନ୍ଧନରେ ଆବଦ୍ଧ ହୋଇଥିଲେ । କଥା ରଖିଲେ । ଏକାଠି ଜିଇଁଲେ, ଏକାଠି ମୃତ୍ୟୁକୁ ଆଦରି ନେଲେ ।  କିନ୍ତୁ ୭ ଜନ୍ମ ପାଇଁ ନୁହେଁ, ୭ ମାସ ପାଇଁ । ବିବାହାର ୭ ମାସ ପରେ ଆତ୍ମହତ୍ୟା କରିଛନ୍ତି ଦମ୍ପତ୍ତି । ବନ୍ଦ ଘରୁ ମିଳିଛି…

ରାକ୍ଷୀ ପିନ୍ଧିଲେ ମହାପ୍ରଭୁ, ବଳଭଦ୍ର ମହାପ୍ରଭୁଙ୍କ ଜନ୍ମ ପାଇଁ ଶ୍ରୀମନ୍ଦିରରେ ହେଉଛି ସ୍ଵତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳନ ହୋଇଛି ରକ୍ଷା ବନ୍ଧନ ଓ ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି । ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା । ସ୍ନେହ ଓ ବିଶ୍ୱାସର ଏହି ପର୍ବରେ ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଵିଶାଳ ଓ ସ୍ୱତନ୍ତ୍ର ରାକ୍ଷୀକୁ ବଡ଼ ଭାଇ ବଳଭଦ୍ର…

ବ୍ଳକ ଅଧ୍ୟକ୍ଷ ଉପ ନିର୍ବାଚନକୁ କେନ୍ଦ୍ର କରି ଦିଗପହଣ୍ଡିରେ ଉତ୍ତେଜନା; ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ  ଉପ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା । ଉପ ନିର୍ବାଚନ ବାତିଲ ସୁଚନା ପାଇବା ପରେ ଉତେଜନା ସୃଷ୍ଟି ହୋଇଛି । ମୁହାଁମୁହିଁ ହୋଇଛନ୍ତି ବିଜେଡି ଦୁଇ ଗୋଷ୍ଠୀ ।  ଦାଣ୍ଡରେ ପଡିଛି ବିଜେଡି ଗୋଷ୍ଠୀ କନ୍ଦଳ ।   ପୁର୍ବତନ ବ୍ଲକ…