Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାରାଦୀପ ମଝି ସମୁଦ୍ରରେ ସନ୍ଦିଗ୍ଧ ଯୁବକ: ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ହୋଇନି ସ୍ପଷ୍ଟ , ଆତଙ୍କିତ…

ପାରାଦୀପ : ସମୁଦ୍ର ମଝିରେ ସନ୍ଦିଗ୍ଧ ଯୁବକ । ପାରାଦୀପ ଗଭୀର ସମୁଦ୍ରରେ ବୋଟ୍ ଉପରକୁ ଉଠି ଆସିଲେ ଅଜଣା ଯୁବକ। ଯାହାକୁ ଦେଖି ମତ୍ସ୍ୟଜୀବୀମାନେ ଭୟଭୀତ ହୋଇପଡ଼ିଛନ୍ତି  । ଏଭଳି କିଛି  ଘଟଣା ଘଟିଛି ଚିଲିକା ମୁହାଣ ଠାରୁ ୭୧ ମାଇଲ ଦୂର ଗଭୀର ସମୁଦ୍ରରେ। ମତ୍ସ୍ୟଜୀବୀମାନେ ସନ୍ଦିଗ୍ଧ …

ପାଟଣାଗଡ ଟିକପାଲି ଅଞ୍ଚଳରେ ମାଛଧରାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ ! ତଦନ୍ତ କରୁଛି ପୋଲିସ

ପାଟଣାଗଡ: ପାଟଣାଗଡ ଏନଏସି  ଟିକପାଲିର ହୀରାସାଗର ଖଣିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଗତକାଲି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି  । ମୃତକ  ଟିକପାଲିର ଜିତେନ୍ଦ୍ର ଧୂବଳ ବୋଲି ଜଣାପଡିଛି  । ସୂଚନା ଅନୁସାରେ, ଜିତେନ୍ଦ୍ର ଓ ଉଆଁଷୁ ମଧ୍ୟରେ ପୂର୍ବ ଶତୃତା…

ବଲାଙ୍ଗୀରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଯୁବକ ଗିରଫ , ପୋଲିସର ତଦନ୍ତ ଜାରି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଯମୁନା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି  । ଘଟଣାରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି  । ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।…

ମୌଳିକ ସୁବିଧା ଦାବିରେ ଭୋଟ୍ ବର୍ଜନ ନିଷ୍ପତି ନେଲେ କାହ୍ନୁଗୁଡ଼ାବାସୀ

ରାୟଗଡ଼ା : ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଆମେ ପରାଧୀନ । ଏମିତି କିଛି ସ୍ଥାନ ରହିଛି , ଯେଉଁଠାରେ ଲୋକେ ଆଜି ବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ଏମିତି କିଛି ଘଟଣା ଘଟିଛି  ରାୟଗଡା ଜିଲ୍ଲା । ଗାଁକୁ ରାସ୍ତା ଏବଂ ନଦୀ ଉପରେ ପୋଲ ନିର୍ମାଣ ନେଇ ଲୋକେ ଦୀର୍ଘ ଦିନରୁ ଦାବି…

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ : ୩ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି ।ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି…

ଆମ୍ ଆଦ୍‌ମୀ ପାର୍ଟିର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଟକ: ଆଜି କଟକ ସ୍ଥିତ ଟାଉନ୍ ହଲଠାରେ ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ୨୦୨୪ ସାଧାରଣ ନିର୍ବାଚନକୁ ନଜର କରି ଆମ୍ ଆଦ୍‌ମୀ ପାର୍ଟି ନିଜର ରଣନୀତି ଆରମ୍ଭ କରିଛି। ଉଭୟ ଅଫ୍ ଲାଇନ୍ ଏବଂ ଅନଲାଇନ୍ ମାଧ୍ୟମରେ କିପରି ଅଧିକରୁ ଅଧିକ ଲୋକଙ୍କୁ…

୨୦୨୨-୨୩ ବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ଏନ୍‌ଏସ୍‌ଏସ୍‌ ପୁରସ୍କାର ଘୋଷଣା

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ରାଜ୍ୟ ପୁରସ୍କାରଗୁଡ଼ିକ ନିମନ୍ତେ ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ୨୦୨୨-୨୩ ମସିହା ପାଇଁ ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟରତ ଜାତୀୟ ସେବା ଯୋଜନାଗୁଡ଼ିକର ପ୍ରୋଗ୍ରାମ ଅଫିସର ଓ ୟୁନିଟ୍‌ମାନଙ୍କୁ…

କବାଟ ଭାଙ୍ଗି ନେଇଗଲେ ୧୨ ଭରି ସୁନା, ୨୧ ଭରି ରୁପା

ଅନୁଗୁଳ: ତାଳଚେର ସାଉଥବଲଣ୍ଡାର ଏକ କ୍ୱାଟରରେ ବିଳମ୍ବିତ ରାତିରେ ବଡ ଧରଣର ଚୋରି ହୋଇଛି। କ୍ବାଟରର କବାଟ ଭାଙ୍ଗି ୪ ଲକ୍ଷ ଟଙ୍କା, ୭୧ ଭରି ସୁନା, ୨୧ ଭରି ରୁପା ଚୋରି କରି ନେଇ ଯାଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ ନତଡା ଗାଁର ସୁଦର୍ଶନ ନାୟକ ଏମ୍ ସି ଏଲ୍ ରେ ଚାକିରି କରୁଥିବା ବେଳେ…

ଡିସେମ୍ବରରେ ହେବ କି ନିର୍ବାଚନ ? ଚର୍ଚ୍ଚାକୁ ଇନ୍ଧନ ଯୋଗାଇଲା ସଂସଦର ବିଶେଷ ଅଧିବେଶନ

ନୂଆଦିଲ୍ଲୀ: ଆଗୁଆ ହେବ କି ଲୋକସଭା ନିର୍ବାଚନ ! ଯଦି ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକସଭା ନିର୍ବାଚନ ହୁଏ  ତେବେ ଡିସେମ୍ବରରେ ହେବ କି   ? ଓଡ଼ିଶାରେ ଏକ ସାଙ୍ଗରେ ହେବ କି ବିଧାନସଭା ଓ ଲୋକ ସଭା ନିର୍ବାଚନ ? ଏମିତି ଚର୍ଚ୍ଚା ଆଜି ପୁଣି ଜୋର ଧରିଛି । ଆଜି ସଂସଦର ବିଶେଷ ଅଧିବେଶନ …

ପ୍ରଫୁଲ୍ଲ ବାବୁ ନିଜେ ସୁକିନ୍ଦାରେ ବିଧାୟକ ସହ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି, ଏହା ପରିବାରବାଦ ନୁହେଁ ତ ଆଉ…

ଭୁବନେଶ୍ୱର: ଆଜି ବି ପ୍ରଫୁଲ୍ଲ ବାବୁ ନିଜେ ସୁକିନ୍ଦାରେ ବିଧାୟକ ସହ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି। କିଛି ଦିନ ତଳେ ସେ ନିଜେ ଏହି କଥା ପ୍ରକାଶ କରିଛନ୍ତି ଯେ ସୁଯୋଗ ମିଳିଲେ ହିଁ ଚିନ୍ତା କରିବେ। ତେଣୁ ଏହା ପରିବାରବାଦ ନୁହେଁ ତ ଆଉ କ’ଣ ବୋଲି ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ…