Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏମ୍‌ସ ଭୁବନେଶ୍ୱରରେ ଅଙ୍ଗଦାନ ଦିବସ; ଅଙ୍ଗଦାନ ନିମନ୍ତେ ଶପଥ ନେଲେ ଚିକିତ୍ସକ, ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଆଜି ଉତ୍ସାହ ଏବଂ ପ୍ରତିବଦ୍ଧତାର ସହିତ ୧୩ତମ ଭାରତୀୟ ଅଙ୍ଗଦାନ ଦିବସ (ଆଇଓଡିଡି) ପାଳିତ ହୋଇଯାଇଛି। ଅଙ୍ଗଦାନ ଏବଂ ଅଙ୍ଗ ପ୍ରତିରୋପଣର ଆବଶ୍ୟକତା ଥିବା ରୋଗୀଙ୍କ ନିମନ୍ତେ ଏହି ଜୀବନ ପ୍ରଦାନକାରୀ ମହତ ଦିବସ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ…

ଅଙ୍ଗଦାନ: ମୃତ୍ୟୁ ପରେ ବି ୮ଟି ଜୀବନ ରକ୍ଷା କରିପାରିବ ମଣିଷ

ଭୁବନେଶ୍ୱର: ୧୫ ବର୍ଷର ଝିଅର ମୃତ୍ୟୁ ସୁନିଶ୍ଚିତ ଜାଣିବା ପରେ ଯଦିଓ ବାପା-ମା’ଙ୍କର ପାଦ ତଳୁ ମାଟି ଖସି ଯାଇଥିଲା ତଥାପି ସେମାନେ ଧୈର୍ଯ୍ୟ ହରାଇ ନଥିଲେ ବରଂ ସେହି ମୁହୂର୍ତ୍ତରେ ଅନ୍ୟ କାହାର ଜୀବନ ବଂଚାଇବା ନେଇ ମନକୁ ଦୃଢ଼ କରିଥିଲେ । ସେମାନେ ଝିଅର ମୃତ୍ୟୁ ପରେ ତା’ର ୨ଟି ବୃକକ୍ ଦାନ…

କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ ପକ୍ଷରୁ ବରିଷ୍ଠ ନାଗରିକ ହେଲ୍ପ ଲାଇନ୍ ଆରମ୍ଭ

ଭୁବନେଶ୍ଵର: କଳିଙ୍ଗ ହସ୍ପିଟାଲ ଲିମିଟେଡ (କେଏଚଏଲ) ଭୁବନେଶ୍ୱରରେ ବରିଷ୍ଠ ନାଗରିକ (ଗୋଲ୍ଡେନ ଜେନେରସନ ) ହେଲ୍ପଲାଇନ ନମ୍ବର 18005725000 ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି । ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ବରିଷ୍ଠ ନାଗରିକ ସଙ୍ଘର ଶହରୁ ଅଧିକ ବରିଷ୍ଠ ନାଗରିକ ଏହି…

ଦିଲ୍ଲୀ ଅଧ୍ୟାଦେଶକୁ କାହିଁକି ସମର୍ଥନ କଲା ବିଜେଡି, ଆଭିମୁଖ୍ୟ ସ୍ପଷ୍ଟ କଲେ ସାଂସଦ

ଭୁବନେଶ୍ୱର: ସଂସଦରେ ବିଜେଡି ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ୍କୁ ସମର୍ଥନ କରିବା ପରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍) ଜୋରଦାର ସମାଲୋଚନା କରିଛନ୍ତି। ରାଜ୍ୟରେ ବିଜେପି ସହ ଟକରା ଟକରି ଚାଲିଥିବା ବେଲେ କେଉଁ ସର୍ତ୍ତରେ ବିଜେଡି ସମର୍ଥନ କଲା ତାକୁ ନେଇ ନାନା ଚର୍ଚ୍ଚା ଚାଲିଛି। ଏହାରି…

କଲର୍ଭଟ ଭୁଶୁଡ଼ି ୫ ମୃତ ଘଟଣାରେ ମିଳିଲା କ୍ଷତିପୂରଣ, ଗିରଫ ଭୟରେ ଠିକାଦାର ଫେରାର୍

ରାୟଗଡ଼ା: କଲର୍ଭଟ୍ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କ୍ଷତିପୂରଣ ରାଶିକୁ ଆଜି ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଜିଲ୍ଲାପାଳ ସ୍ୱଧାଦେବ ସିଂ ଗାଁକୁ ଦେଇଛନ୍ତି । ୩ଟି ପରିବାରକୁ ୪ ଲକ୍ଷ ଲେଖାଏ ଚେକ୍ ଦେଇଛି ପ୍ରଶାସନ । ଅନ୍ୟପଟେ ଘଟଣା ପର ଠାରୁ ଗିରଫଦାରୀ…

ଅର୍ଚ୍ଚନା ନାଗ ହନିଟ୍ରାପ ମାମଲା, ଖଗେଶ୍ବର ପାତ୍ରଙ୍କ ଜାମିନ୍ ଆବେଦନର ରାୟ ସଂରକ୍ଷିତ

କଟକ: ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଦ୍ୱାରା ପରିଚାଳିତ ବହୁ ଚର୍ଚ୍ଚିତ ହନିଟ୍ରାପ ରାକେଟ୍ ମାମଲାରେ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଓଡ଼ିଶା ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଗତବର୍ଷ ନଭେମ୍ବର ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…

ମୁଣ୍ଡଳିରେ ନିଷ୍କାସିତ ହେଉଛି ୯ ଲକ୍ଷ ୧୮ ହଜାର ୩୮୩ କ୍ୟୁସେକ୍ ଜଳ, ତିନି ଜିଲ୍ଲା ହାଇ ଆଲର୍ଟ

ଭୁବନେଶ୍ୱର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବା ବେଳେ ଗୁରୁବାର ଅପରାହ୍ନ ୪ଟାରୁ ମୁଣ୍ଡଳୀ ବ୍ୟାରେଜରୁ ଜଳ ନିଷ୍କାସନ ଜାରି ରହିଛି। ସନ୍ଧ୍ୟା ୫ଟାରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ରିପୋର୍ଟ ଅନୁସାରେ ମହାନଦୀର ଜଳସ୍ତର ୯୪.୨୦ ଫୁଟ୍ ଉପରମୁଣ୍ଡରେ ଏବଂ ୯୧.୮୦ ଫୁଟ୍ ତଳମୁଣ୍ଡରେ…

ଛାତ୍ରୀ ନିବାସରୁ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ, ଜୀବନ ବଞ୍ଚାଇଲେ ସ୍ଥାନୀୟ ଯୁବକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଳକ ହାତିବନ୍ଧା ଛାତ୍ରୀ ନିବାସରୁ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ଅଭିଯୋଗ ହୋଇଛି । ସ୍ଥାନୀୟ ଜଣେ ଯୁବକଙ୍କ ଉପସ୍ଥିତ ବୁଦ୍ଧି ଓ ଉଦ୍ୟମ ଯୋଗୁଁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଛାତ୍ରୀ ଜଣଙ୍କ । ଅନ୍ୟପଟେ ହଷ୍ଟେଲରେ…

ଲଗାଣ ବର୍ଷାରେ ୧୨ଟି ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ: ଏସଆରସି

ଭୁବନେଶ୍ୱର: ଲଗାଣ ବର୍ଷାରେ ସାରା ଓଡ଼ିଶାର ୧୨ଟି ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଗୁରୁବାର ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସତ୍ୟବ୍ରତ ସାହୁ କହିଛନ୍ତି, ମହାନଦୀ ବ୍ୟବସ୍ଥାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ବର୍ଷା…

ବିଜେଡି ନେତା ସୋମନାଥ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣା, ତିନି ଅଭିଯୁକ୍ତ ଗିରଫ

ପୁରୀ: ଯୁବ ବିଜେଡି ନେତା ତଥା ବ୍ୟବସାୟୀ ସୋମନାଥ ସାହୁ ଓରଫ କପଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କୁମ୍ଭାରପଡା ଥାନା ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କପ ସାହୁଙ୍କୁ ହତ୍ୟା ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଥିବା କହିଛି ପୋଲିସ।…