Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବ ଦାସ ହତ୍ୟା ମାମଲା, ଅଭିଯୁକ୍ତ ଗୋପାଳ ଅପରାଧ ସ୍ୱୀକାର କରିବାକୁ ରାଜି

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ବହିଷ୍କୃତ ପୁଲିସ ଅଧିକାରୀ ଗୋପାଳ ଦାସ ଅପରାଧ ସ୍ବୀକାର କରିବାକୁ ରାଜି ଅଛି ବୋଲି କହିଛନ୍ତି। ବୁଧବାର ଝାରସୁଗୁଡ଼ା ଜିଲ୍ଲା ଜଜ୍ କୋର୍ଟରେ ଆଜି ତାଙ୍କୁ ହାଜର କରାଯିବା ପରେ ଅପରାଧ ସ୍ବୀକାର କରିବାକୁ ରାଜି ଅଛନ୍ତି…

ବଢିଲା ବନକଲାଗି ବିବାଦ: ସମନ୍ଵୟ ଅଭାବରୁ ହୋଇପାରୁନି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର

ପୁରୀ:ଶ୍ରୀମନ୍ଦିରରେ କେଉଁଦିନ ହେବ ଠାକୁରଙ୍କ ବନକଲାଗି ? ବୁଧବାର ନା ଗୁରୁବାର ? ଏହାକୁ ନେଇ ବଢି ଚାଲିଛି ବିବାଦ । ଶ୍ରୀମନ୍ଦିର ପ୍ରଶାସନ ଆଜି ବନକଲାଗି ନୀତି କରିବା ପାଇଁ କହିଥିବା ବେଳେ ସେବାୟତ ଆସନ୍ତାକାଲି ଅର୍ଥାତ ଗୁରୁବାର କରିବା ପାଇଁ ଅଡି ବସିଛନ୍ତି ।   ପ୍ରଶାସନ ଏବଂ ସେବାୟତଙ୍କ…

ଲାଞ୍ଚ ନେଉଥିଲା ପୋଲିସ, ମାଡି ବସିଲା ଭିଜିଲାନ୍ସ

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ । ଲାଞ୍ଚ ନେବେବେଳେ ରେଡ ହାଣ୍ଡରେ ପୋଲିସକୁ ଧରିଛି ଭିଜିଲାନ୍ସ  ।  ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସଆଇ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଏଏସଆଇ ନବୀନ କୁମାର ଶତପଥୀ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ  ତାଙ୍କୁ ବୌଦ୍ଧ…

ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ପ୍ରକାଶ ପାଇଲା ହାଇକୋର୍ଟଙ୍କ ରାୟ

କଟକ: ଓଡ଼ିଶା ହାଇକୋର୍ଟ ଆଜି ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ଏପଟେ ହାଇକୋର୍ଟର ସଫଳତାରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ ।  ଓଡ଼ିଆ ଭାଷାରେ ପ୍ରକାଶ ପାଇଛି ହାଇକୋର୍ଟଙ୍କ ପ୍ରଥମ ରାୟ । ବିଚାରପତି ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଆ ଭାଷାରେ…

ପ୍ରବଳ ବର୍ଷାରେ ମାଲକାନଗିରିରେ ବୁଡ଼ିଲା ବ୍ରିଜ୍, ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ବ୍ରିଜ୍ ବୁଡ଼ି ଯାଇଛି । କାଙ୍ଗୁରକୋଣ୍ଡା ବ୍ରିଜ୍ ବୁଡ଼ିଯିବା ଫଳରେ ଜାତୀୟ ରାଜପଥ ୩୨୬ ଦେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଏବେ ବି ଜାତୀୟ ରାଜପଥ ୩୨୬ରେ ରହିଥିବା କାଙ୍ଗୁରକୋଣ୍ଡା ବ୍ରିଜ୍…

ଟ୍ରକ-ମିନିଟ୍ରକ ମୁହାଁମୁହିଁ ଧକ୍କା: ଜୀବନ୍ତ ଜଳିଗଲେ ଡ୍ରାଇଭର

ସମ୍ବଲପୁର:ଟ୍ରକ-ମିନିଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଜଳିଗଲା ଗାଡି । ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର । ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ଅଞ୍ଚଳରେ । ଜମନକିରା ଥାନା ୫୩ନଂ ଏନଏଚରେ ଏହି ଦୁର୍ଘଟଣା…

କାର ସହ ୨୧ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ସୁବର୍ଣ୍ଣପୁର: ଅବକାରୀ ବିଭାଗକୁ ପୁଣି ମିଳିଛି ସଫଳତା। ପାଟ୍ରୋଲିଂ ବେଳେ ଗଞ୍ଜେଇ ଜବତ କଲା ଜିଲ୍ଲା ଅବକାରୀ ବିଭାଗ। ଆଜି ସକାଳୁ ବୀରମହାରାଜପୁର ଅବକାରୀ ବିଭାଗର ଏକ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ କାରରୁ ୨୧ କେଜି ଗଞ୍ଜେଇ ଜବତ କରିଛି। ଉଲୁଣ୍ଡା ବ୍ଲକ ବୀଶିପଡା ରାଜୀବଗାନ୍ଧୀ ଭବନଠାରୁ…

କଟକ ଚଣ୍ଡିଙ୍କ ଦର୍ଶନ କଲେ,ନେତାଜୀ ସଂଗ୍ରହାଳୟ ବୁଲି ଦେଖିଲେ ରାଷ୍ଟ୍ରପତି

କଟକ: ମଙ୍ଗଳବାରଠାରୁ ତିନି ଦିନିଆ ଓଡ଼ଶା ଗସ୍ତରେ ଆସି ଆଜି କଟକରେ ପହଞ୍ଚିଛନ୍ତି ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ । କଡା ସୁରକ୍ଷା ମଧ୍ୟରେ ସଡ଼କ ପଥରେ ଆଜି କଟକ ଯାଇଛନ୍ତି ରାଷ୍ଟ୍ରପତି । କଟକରେ ପହଞ୍ଚି ପ୍ରଥମେ  ଚଣ୍ଡୀ ମନ୍ଦିର ଯାଇଥିଲେ । ସେଠାରେ ପାଖାପାଖି ୧୫ ମିନିଟ୍ ରହି ମା’ଙ୍କ…

ବାଇକକୁ ପଛ ପଟୁ ଧକ୍କା ଦେଲା ବସ୍: ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ସୁବର୍ଣ୍ଣପୁର: ସିଆଲଜୁରି ନିକଟରେ ବାଇକକୁ ପଛରୁ ଧକ୍କା ଦେଲା ବସ୍। ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ସିଆଲଜୁରି ନିକଟରେ ବିଳମ୍ବିତ ରାତ୍ରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବାଘପାଲି ଗାଁର…

ଭିଜିଲାନ୍ସ ଜାଲରେ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ। କଳାହାଣ୍ଡି ଆୟକର ବିଭାଗ ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀଙ୍କ ଘରେ ଚଢ଼ାଉ। ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର…