Latest Odisha News

BREAKING NEWS

Browsing Category

ଓଡିଶା

Odisha

କୃଷିମନ୍ତ୍ରୀଙ୍କ ଘର ସାମ୍ନାରେ ଶସ୍ତାରେ ବିକ୍ରି ହେଲା ପରିବା; ଛାତ୍ର କଂଗ୍ରେସର ଅଭିନବ ପ୍ରତିବାଦ

ଭୁବନେଶ୍ୱର:ପନିପରିବାର ଦର ଆକାଶଛୁଆଁ ହୋଇଥିବାବେଳେ ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛି ଚାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ପକ୍ଷରୁ ଆଜି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ  ସ୍ୱାଇଁଙ୍କ ଘର ଗେଟ୍ ଆଗରେ ଛାତ୍ର କଂଗ୍ରେସ କର୍ମୀ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା ।…

ଶାରଳା ମନ୍ଦିରରେ ଜାରି ହେଲା କଟକଣା, ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ୍ ମନା

ଜଗତସିଂହପୁର: ଜଗତସିଂହପୁର ମା’ ଶାରଳା ମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି । ମନ୍ଦିର ପରିଚାଳନା କମିଟି ବୈଠକରେ ନୂଆ ନିୟମ ନେଇ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ ନେବା ଉପରେ କଟକଣା ଲାଗିଛି । ମନ୍ଦିରରେ ଶୃଙ୍ଖଳା  ଆଣିବାକୁ ଏହି ନିୟମ ଲାଗୁ କରାଯାଇଛି ।…

ବିବାହ ବନ୍ଧନରେ ବାନ୍ଧି ହେଲେ ସାରଥି ବାବାଙ୍କ ପୁଅ, ଆସିଲେନି ସାରଥୀ ବାବା

ପାରାଦୀପ: ବାହା ହେଲେ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ପାଳିତ ପୁଅ ସତ୍ୟମ ରାଉଳ । ଶନିବାର ବିଳମ୍ବିତ ରାତିରେ ପାରାଦୀପର ନୂଆଗଡ଼ ପଞ୍ଚାୟତର ବାଲିଡିଆ ଗାଁରେ ଧୁମଧାମରେ ବିବାହ ସମ୍ପନ୍ନ ହୋଇଛି । ଗ୍ରାମର ଅଶୋକ ସେନାପତିଙ୍କ ଝିଅଙ୍କୁ ସତ୍ୟ ବୈଦିକ ରୀତିନୀତିରେ ବିବାହ କରିଛନ୍ତି ।  ତେବେ…

ସାଂସଦଙ୍କ ଟାର୍ଗେଟରେ ୫ଟି ସଚିବ: ହେଲେ ନାଁ ନେଉ ନାହାଁନ୍ତି କାହିଁକି ?

ଭୁବନେଶ୍ୱର: ପୁଣି 5T ସଚିବଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡଙ୍ଗୀ । ସଚିବଙ୍କ ନାଁ ନ ନେଇ ପୁଣି ଟାର୍ଗେଟ କଲେ ସାସଂଦ । ଭୁବନେଶ୍ୱରରେ ସାମ୍ବାଦିକମାନଙ୍କ ଉତ୍ତର ଦେଇ କହିଛନ୍ତି, ଯଦି ହୁଳହୁଳି, ଚନ୍ଦନ ଏବଂ ଜିନ୍ଦାବାଦ ଦରକାର ତେବେ ଚାକିରି ଛାଡି ମୈଦାନକୁ ଆସିବା ପାଇଁ 5T…

ଅପରେଶନ White Spider: ୧୧୦୦ ଗ୍ରାମର ବ୍ରାଉନସୁଗାର ଜବତ କଲା ଏସଟିଏଫ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଖୋର୍ଦ୍ଧା ଜିଲ୍ଲା ସିମର-ବାଙ୍କି ରୋଡ଼ ଓସ୍ତପୁର ଗାଁ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଓ ଖୋର୍ଦ୍ଧା ପୋଲିସର ମିଳିତ ଟିମ । ଏହାସହ ଜଣେ ବେପାରୀକୁ ଗିରଫ କରାଯାଇଛି । ଖବର…

ସିଂହ ସଫାରୀରେ ଅଘଟଣ: ବସ୍ ଭିତରେ ପର୍ଯଟକ, ଚାରିପାଖେ ବୁଲୁଥିଲେ ସିଂହ

ଭୁବନେଶ୍ୱର: ନନ୍ଦନକାନନ ସିଂହ ସଫାରୀରେ ଅଟକିଲା ବସ୍ । ଏକ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିଲେ ଯାତ୍ରୀ । ବସ ଭିତରେ  ଭୟଭୀତ ଅବସ୍ଥାରେ ବସିଥିଲେ ଯାତ୍ରୀ । ବସ ବାହାରେ ବୁଲୁଥିଲେ ସିଂହ । ଶନିବାର ଅପରାହ୍ନରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ନନ୍ଦନକାନନ ସିଂହ ସଫାରୀରେ।…

ରାତିଅଧିଆ କମିଶନରେଟ ପୋଲିସର ଚଢ଼ାଉ, ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ରେଡ଼

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ହୋଟେଲରେ କମିଶନରେଟ ପୋଲିସର ଚଢ଼ାଉ । ଏଣିକି ସନ୍ଦିଗ୍ଧଙ୍କ ପ୍ରବେଶ ବା ରହଣୀ ସମ୍ପର୍କରେ ତୁରନ୍ତ ଖବର ପାଇବ କମିଶନରେଟ ପୋଲିସ । ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ଚଢ଼ାଉ । ହୋଟେଲ ଗୁଡ଼ିକ ସରାଇ ଆପର ଅନୁଶରଣ କରୁଛି କି ନାହିଁ ତାର ଚେକିଂ…

ଓଟିପି ସେୟାରିଂ ମାମଲା : ଭୁବନେଶ୍ୱରରେ ଏନଆଇଏ ଓ ଏଟିଏସ ଟିମ

ଭୁବନେଶ୍ୱର: ଓଟିପି ସେୟାରିଂ ନେଇ ପାକିସ୍ତାନ ଲିଙ୍କ ମାମଲାରେ ତନାଘନା । ଓଟିପି ସେୟାରିଂ ଅଭିଯୋଗର ତଦନ୍ତ ପାଇଁ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ପହଞ୍ଚିଛି ଏନଆଇଏ ଓ ଏଟିଏସ ଟିମ । ଆଜି ଏସଟିଏଫ୍ କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ଜେରା କରିବ ମୁମ୍ବାଇ ଏଟିଏସ୍ ।…

୪ଦିନ ପରେ ସରିଲା ରେଡ଼୍, ଆୟକର ଫାଙ୍କିବା ଅଭିଯୋଗ ମିଛ ବୋଲି କହିଲେ ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକ

ଭୁବନେଶ୍ୱର: ଚାରି ଦିନର ଛାନଭିନ ପରେ ଶେଷ ହୋଇଛି ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ରେଡ । ତିନି ଦିନର ରେଡ ପରେ ଡିଏନ ଗ୍ରୁପ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଥିଲା ଆୟକର ବିଭାଗ । ଡିଏନ ଗ୍ରୁପ ମାଲିକ ଜଗଦୀଶ ନାୟକ ଓ ତାଙ୍କ ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କୁ ମୁହାଁମୁହିଁ ଜେରା କରିଥିଲେ…

ଓଡିଶାର ଶିକ୍ଷାନୁଷ୍ଠାନ ମୂଲ୍ୟାୟନରେ ରାଜନୀତି ହେଉଛି: ବିଜେଡି

ଭୁବନେଶ୍ୱର: ପିଜିଆଇ ରିପୋର୍ଟରେ ଓଡିଶା ୨୪ତମ ସ୍ଥାନକୁ ହ୍ରାସ ପାଇବା ପରେ ଶାସକ ଦଳ ପ୍ରତିକ୍ରିୟା ରଖିଛି। ଓଡିଶାର ଶିକ୍ଷାନୁଷ୍ଠାନଗୁଡିକର ମୂଲ୍ୟାୟନ କ୍ଷେତ୍ରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜନୀତି କରୁଛନ୍ତି। ଗ୍ରାମୀଣ ଗୃହନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ,…