Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଟାଟା ପାଓ୍ବାର କାର୍ଯ୍ୟାଳୟକୁ ଅଣ୍ଡାମାଡ କଲା କଂଗ୍ରେସ

ଭୁବନେଶ୍ୱର: ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ବାର ବିରୋଧରେ କଂଗ୍ରେସ ମଙ୍ଗଳବାର ସାରା ଓଡିଶାରେ ଆନ୍ଦୋଳନ ଆରମ୍ଭ କରିଛି। ବାରମ୍ବାର ବିଜୁଳି କାଟ, ବିଲକୁ ନେଇ ବିଭ୍ରାଟ, ବିଜୁଳି ବଣ୍ଟନରେ ଅନିୟମିତତା ଆଦି ଅଭିଯୋଗ ଆଣିଛି ଦଳ। ନୟାଗଡ଼, କେନ୍ଦ୍ରାପଡ଼ା, ମାଲକାନଗିରିରେ ଥିବା ଟାଟା…

ଫାଇଭ ଟି ସଚିବ ଶୁଣାଇଥିବା ସିଏମଙ୍କ ବାର୍ତ୍ତାର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର: ୫-ଟି ସଚିବ ଭି. କେ ପାଣ୍ଡିଆନ ସୋମବାର ବରଗଡ଼ରେ ଏକ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଭିନ୍ନ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିବାକୁ ଯେଉଁ ନିର୍ଦ୍ଦେଶ ଦେଇଥିବାର ଅଡିଓ ରେକର୍ଡିଂ ଶୁଖାଇଥିଲେ ତାହାର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛି ଓଡ଼ିଶା…

ସରିଲା ଆଡପ ଦର୍ଶନ, କାଲି ବାହୁଡା ଯାତ୍ରା; ଜାଣନ୍ତୁ, କେତେବେଳେ ହେବ ଛେରାପହରା ଓ ରଥଟଣା

ପୁରୀ: ଆଡ଼ପମଣ୍ଡପ ମଣ୍ଡପରେ ଚଳିତବର୍ଷର ଶେଷ ଦର୍ଶନ ଦେଲେ ମହାପ୍ରଭୁ ।ଜନ୍ମବେଦୀରେ ନବମୀ ତିଥିରେ ଶ୍ରୀଜୀଉଙ୍କ ସନ୍ଧ୍ୟାଦର୍ଶନ କଲେ ଲକ୍ଷାଧିକ ଭକ୍ତ,ଶ୍ରଦ୍ଧାଳୁ । ସନ୍ଧ୍ୟା ଦର୍ଶନ ଅବଧିକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଆସନ୍ତାକାଲି ବାହୁଡା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।ସେପଟେ…

ପାଇଲଟ ଚାକିରି ଛାଡ଼ିଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ; ବାପାଙ୍କ ଆସନରୁ ଲଢିବେ !

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ଚାକିରି ଛାଡିଲେ । ମନ୍ମଥ ଏୟାର ଇଣ୍ଡିଆରେ ପାଇଲଟ ଭାବେ କାର୍ଯ୍ୟରତ ଥିଲେ ।  ଚାକିରି ଛାଡିବା ନେଇ ଆଜି ଘୋଷଣା କରିଛନ୍ତି ନିଜେ ମନ୍ମଥ । ତେବେ କାହିଁକି ଚାକିରି ଛାଡିଲେ ମନ୍ମଥ ? ଏ…

ଓଡ଼ିଶା କ୍ୟାଡର ଆଇଏଏସ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା କେନ୍ଦ୍ର ; ଅଭିଯୋଗ ଆଣିଥିଲେ ବିଜେପି ସାଂସଦ…

ଭୁବନେଶ୍ୱର: ଓଡ଼ିଶାର ନିର୍ଦ୍ଦିଷ୍ଟ ସଚିବ ସ୍ତରର ସରକାରୀ କର୍ମଚାରୀଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର । ଉକ୍ତ ସଚିବଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାରଙ୍କ କାର୍ମିକ…

ରାଷ୍ଟ୍ରପତିଙ୍କ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ଫଟୋକୁ ନେଇ ବିବାଦ କାହିଁକି?

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୨୦ ତାରିଖରେ ନୂଆଦିଲ୍ଲୀର ହଜଖାସ୍ ଅଞ୍ଚଳରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ରଥଯାତ୍ରା ଅବସରରେ ଯାଇ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା କରିଥିଲେ। ଏହି ଦିନ ତାଙ୍କର ଜନ୍ମଦିନ ମଧ୍ୟ ଥିଲା। ରାଷ୍ଟ୍ରପତି ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଜୁହାର…