Latest Odisha News
Browsing Category

ଓଡିଶା

Odisha

ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ

ଭୁବନେଶ୍ୱର: ଆଧ୍ୟାତ୍ମିକ ଆକାଶରେ ହୋଇଛି ନୂଆ ସୂର୍ଯ୍ୟୋଦୟ। ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ। ସବୁ ମନ୍ଦିରର ହେବ ପୁନଃରୁଦ୍ଧାର। ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଏକାମ୍ର କ୍ଷେତ୍ରସ୍ଥ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’ ଏକ…

ବାଲଟ୍ ପେପରକୁ ନେଇ ବଢ଼ିଲା ରାଜନୈତିକ ପାରଦ: ଅରୁଣଙ୍କ ଅଭିଯୋଗକୁ ଅପରାଜିତାଙ୍କ ପାଲଟା ଜବାବ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ‘ସେକେଣ୍ଡ ବାଲଟ୍’କୁ ନେଇ ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କୁ ଭେଟିବା ପରେ ବିଜେଡି ବିଧାୟକ ଅରୁଣ ସାହୁ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି। ପେନରୁ କାଳି ଲିକ୍ ହେବା ବାହାନାରେ ବିଜେପି…

ଆକ୍ସନ ମୋଡ୍‌ରେ ଡିଜିପି: ଏଣିକି ସକାଳ ୯ଟା ପୂର୍ବରୁ ସବୁ ଥାନାରେ ହେବ ପ୍ୟାରେଡ୍‌, ଜାରି ହେଲା କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ବାଲିଅନ୍ତା ହିଂସାକାଣ୍ଡ ପରେ ପୋଲିସ ପ୍ରଶାସନରେ ବଡ଼ ଧରଣର ସଂସ୍କାର ପାଇଁ ଅଣ୍ଟା ଭିଡ଼ିଛନ୍ତି ଡିଜିପି ୱାଇ. ବି. ଖୁରାନିଆ। ରାଜ୍ୟର ପୋଲିସ ବାହିନୀକୁ ଅଧିକ ସକ୍ରିୟ ଏବଂ ଶୃଙ୍ଖଳିତ କରିବା ପାଇଁ ସେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି ରାଜ୍ୟର…

ରାଜ୍ୟସଭା ନିର୍ବାଚନକୁ ନେଇ ବଢ଼ିଲା ବିବାଦ: ଦୁଇ ବିଧାୟକଙ୍କ ଭୋଟକୁ ନେଇ CEOଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଭୁବନେଶ୍ୱର: ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନ ଫଳାଫଳକୁ ନେଇ ବିଜେଡି ଏବେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ନିର୍ବାଚନ ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଦଳ ରବିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ନିକଟରେ ଫେରାଦ ହୋଇଛି। ରାଜ୍ୟ ମୁଖ୍ୟ…

ସୋସିଆଲ ମିଡିଆରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ବର୍ଷିଲେ ସୌମ୍ୟଙ୍କ ମାମୁଁ

ଭୁବନେଶ୍ୱର: ଚାଞ୍ଚଲ୍ୟକର କଥା କହିଛନ୍ତି ମୃତ ସୌମ୍ୟଙ୍କ ମାମୁଁ । ଓଡ଼ିଶା ବାହାରେ ରହୁଥିବା ସୌମ୍ୟଙ୍କ ମାମୁ ଲମ୍ବୋଦର ଦାସ ଏକ ଭିଡିଓ ଜାରି କରି ଏଡିଜିଙ୍କ ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ମୋ’ ଭଣଜାକୁ ବ୍ୟକ୍ତିଗତ କାମରେ ରାଜ୍ୟ ପୋଲିସର ଜଣେ ଏଡିଜି ବ୍ୟବହାର କରୁଥିଲେ ।…

ବାଲିଅନ୍ତା ପୋଲିସ କାହାକୁ ସୁରକ୍ଷା ଦେଉଛି? ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ତଦନ୍ତ ନା ନାଟକ?

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ପୋଲିସ ପୁଣି ଥରେ ବିବାଦ ଘେରକୁ ଆସିଛି। ରେଲଓ୍ୱେ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହେବା ପରେ, ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।…

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ଆରମ୍ଭ

ପୁରୀ: ଆଜିଠୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ଆରମ୍ଭ ହେବ। ଅପରାହ୍ନ ୩ଟା ପରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି କରାଯିବ। ତେବେ ମଧ୍ୟାହ୍ନ ଧୂପ ପରେ ରତ୍ନଭଣ୍ଡାର ଗଣତି ପାଇଁ ଟିମ୍ ବାହାରିବ ଏବଂ ସଂଧ୍ୟା ଆଳତି ଶେଷ ପର୍ଯ୍ୟନ୍ତ ଗଣତି ଚାଲିବ।ଏନେଇ ଶ୍ରୀମନ୍ଦିର ପ୍ରଶାସନ…

ନୟାଗଡ଼ରେ ରକ୍ତରଞ୍ଜିତ ହୋଇଛି ରାଜରାସ୍ତା: ଅମାନୁଷିକ ଭାବେ ଯୁବକକୁ ହତ୍ୟା

ନୟାଗଡ଼: ନୟାଗଡ଼ ସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି। ଦିନ ଦି'ପହରରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ, ମୃତ ଯୁବକ ଜଣକ ରାସ୍ତାରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ…

ଆସୁଛି ଲଘୁଚାପ, ବଦଳିବ ପାଗ: ଓଡ଼ିଶା ସମେତ ଦକ୍ଷିଣ ଭାରତ ପାଇଁ ବର୍ଷା ଆଲର୍ଟ

ଭୁବନେଶ୍ୱର: ଲଗାଣ ଖରା ଓ ଗୁଳୁଗୁଳିରୁ ଖୁବଶୀଘ୍ର ମିଳିବ ଆଶ୍ୱସ୍ତି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ପାଗରେ ହେବାକୁ ଥିବା ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କ…

ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ସୃଷ୍ଟି ହୋଇପାରେ ଲଘୁଚାପ; ଆଜି ଏସବୁ ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା..

ଭୁବନେଶ୍ବର: ଗଲ୍ଫ ଅଫ ମନାର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପାଇଁ…