Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ

ସୁନ୍ଦରଗଡ:ରଖିଥିଲେ ଆୟ ବହିର୍ଭୂତ ସମ୍ପତ୍ତି । ମାଡିବସିଲା ଭିଜିଲାନ୍ସ । ଭିଜିଲାନ୍ସ ଟ୍ରାପରେ ପଡିଛନ୍ତି  ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା । ତାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଚାଲିଛି। ଶ୍ରୀ ବେହେରାଙ୍କର ସୁନ୍ଦରଗଡ଼…

ଫିଜିକାଲ ଟାମ୍ପରିଂ ଯୋଗୁ ଘଟିଛି ବାହାନଗା ଦୁର୍ଘଟଣା: ଖୋର୍ଦ୍ଧା ଡିଆରଏମ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଦଟଣାକୁ ନେଇ ବିସ୍ଫୋରକଣ ବୟାନ ଦେଇଛନ୍ତି ଖୋର୍ଦ୍ଧା ଡିଆର୍‌ଏମ୍। ସିଗ୍‌ନାଲ ଟାମ୍ପରିଂ ନେଇ ଦେଇଛନ୍ତି ଆଶ୍ଚର୍ଯ୍ୟକର ବୟାନ। କହିଛନ୍ତି ଯଦି କେହି ଫିଜିକାଲ ଟାମ୍ପରିଂ ନ କରିବ, ସିଗନାଲରେ ଗଡ଼ବଡ୍ ହେବନି । ଟେକ୍ନିକାଲି ଏହା ସମ୍ଭବ ନୁହେଁ।…

ମୃତଦେହ ଚିହ୍ନଟ ପାଇଁ ଏମ୍ସରେ ଚାଲିଛି ଡିଏନଏ ପରୀକ୍ଷା

 ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାକୁ ଇତିମଧ୍ୟରେ ୪ ଦିନ ବିତିଗଲାଣି । ତଥାପି ଅନେକ ମୃତଦେହକୁ ଚିହ୍ନଟ କରାଯାଇ ପାରିନି । ଦିନକୁ ଦିନ ମୃତଦେହ ଚିହ୍ନଟ ଏକ ଚାଲେଞ୍ଜ ପାଲଟିଛି । ଏଣିକି ମୃତଦେହ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ ହେବ ବୋଲି ଏମ୍ସ କର୍ତ୍ତୃପକ୍ଷ ଆଶୁତୋଷ ବିଶ୍ୱାସ କହିଥିଲେ…

ପାଣି ପିଇବାକୁ ଆସି ପରିତ୍ୟକ୍ତ କୂଅରେ ପଡ଼ିଗଲା ହାତୀଛୁଆ, ଜେସିବି ଦ୍ୱାରା ଉଦ୍ଧାର

ବାଲେଶ୍ୱର: ପାଣି ଖୋଜି ଖୋଜି କୂଅ ପାଖେ ପହଞ୍ଚିଲା ହାତୀ ଛୁଆଟି । ହେଲେ ପାଣି ପିଇବ କ’ଣ କୂଅ ଭିତରେ ଫସି ରହିଲା ସାରା ରାତି । ଯେତେ ଉପରକୁ ଉଠିବାକୁ ଚେଷ୍ଟା କରୁଥାଏ ସେତେ ପଙ୍କ ଭିତରେ ଫଶୁଥାଏ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କୁଲଢିଆ ଅଭୟାରଣ୍ୟ ଅଂଚଳର ଗଡସାହି…

ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଛି ଚାଉଳ: ଅଭିଯୋଗ କଲେ ମିଳୁଛି ଧମକ

ମୟୂରଭଞ୍ଜ: ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ରାସନ । ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି ଚାଉଳ । ମାସେ କି ଦୁଇ ମାସ ନୁହେଁ ବରଂ ବର୍ଷ ବର୍ଷ ଧରି ଚାଉଳ ଉଠାଯାଉଛି । ଆଉ ଅଭିଯୋଗ କଲେ ମିଳୁଛି ଧମକ । ଏମିତି ଚାଉଳ ଲୁଟି ଚାଲିଛନ୍ତି କୁଳିଅଣା ବ୍ଲକ ଗାଙ୍ଗରାଜ ଯୋଗାଣ ନିରୀକ୍ଷିକା ପ୍ରୀତିସୁଧା…

ଦିଲ୍ଲୀରେ ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନାର ନିଆଁ : ଗୁଣପୁରରେ ତାତି

ଗୁଣପୁର: ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନା ଓ ଦିଲ୍ଲୀ ପୋଲିସର ଦମନଲୀଳା ପ୍ରତିବାଦରେ ବିଜେପି ସାଂସଦ ବ୍ରିଜ ଭୂଷଣ ସରଣ ସିଂ ଙ୍କ ଗିରଫ ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ସିପିଆଇଏମଏଲ ନେତା ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ଗୁଣପୁର ନୂଆ ବସଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରା…

ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ ହାତରେ, ଅଶ୍ୱିନୀଙ୍କ ମନ୍ତବ୍ୟକୁ ନେଇ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଯାଇଥିବା ବେଳେ ୧୧୦୦ ଜଣ ଆହତ ହୋଇଛନ୍ତି। ଏବେ ରେଲଓ୍ବେ ବୋର୍ଡର ସୁପାରିଶ କ୍ରମେ ଘଟଣାର ତଦନ୍ତ ଭାର ସିବିଆଇ ନେଇଥିବା ସୂଚନା ରହିଛି। ଏହାପୂର୍ବରୁ ବାଲେଶ୍ୱର ଜିଆରପି ଥାନାରେ ଏତଲା ରୁଜୁ ହୋଇଛି। ଦୁଇଟି ପାସେଞ୍ଜର ଟ୍ରେନ୍ ଓ…

ଦୁର୍ଘଟଣାରେ ଅନେକ ମୃତଦେହକୁ ଚିହ୍ନଟ କରିବା ପ୍ରଶାସନ ପାଇଁ ଆହ୍ୱାନ: ଅନୁ ଗର୍ଗ

ଭୁବନେଶ୍ୱର: ବାଲେଶ୍ୱରର ବାହାନଗା ଷ୍ଟେସନରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ପରେ ଏବେ ମୃତଦେହ ଚିହ୍ନଟ କରିବା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଶବ ଗୁଡିକର ଅବସ୍ଥା ଗୁରୁତର ହୋଇପଡିଥିବାରୁ ପରିବାର ଲୋକେ ନିଜ…

ବାହାନଗା ଟ୍ରେନ ଦୁର୍ଘଟଣା: ଜିଆରପି ଥାନାରେ ଏତଲା ରୁଜୁ, ସିବିଆଇ ତଦନ୍ତ ପାଇଁ ସୁପାରିଶ ହୋଇଛି

ବାହାନଗା: ବାଲେଶ୍ୱର ରେଳବାଇ ପୋଲିସ ଷ୍ଟେସନରେ ଗତ ସପ୍ତାହରେ ଘଟିଥିବା ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି। ଏହି ମାମଲା ଭାରତୀୟ ପିଙ୍ଗଳ କୋଡ୍ ଏବଂ ରେଳ ଆଇନର ବିଭିନ୍ନ ଧାରାରେ ଦାୟର କରାଯାଇଛି। ଯେଉଁଥିରେ ଅବହେଳା, ସୁରକ୍ଷାକୁ ବିପଦରେ ପକାଇବା ଏବଂ ମୃତ୍ୟୁ…

ବାହନଗା ଟ୍ରେନ ଦୁର୍ଘଟଣା ପଛରେ ‘ଅନ୍ତର୍ଘାତୀ’ ଉଦ୍ଦେଶ୍ୟ କଥା କାହିଁକି ଭାବୁଛି ରେଲଓ୍ବେ ବୋର୍ଡ?

ବାଲେଶ୍ୱର: ଶୁକ୍ରବାର ରାତିରେ ବାଲେଶ୍ୱର ବାହାନହାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି। ୨୭୫ ଜଣ ପ୍ରାଣ ହରାଇଥିବା ବେଳେ ହଜାରରେ ଅଧିକ ଆହତ ହୋଇଥିବାରୁ ଏହି ଘଟଣା ପଛରେ "ଅନ୍ତର୍ଘାତୀ" ଉଦ୍ଦେଶ୍ୟ ଥିବା ସନ୍ଦେହ କରାଯାଉଛି।…