Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୨ ଘଣ୍ଟାରେ ଆରବସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ‘ବିପର୍ଯ୍ୟୟ’

ଭୁବନେଶ୍ୱର: ଦକ୍ଷିଣପୂର୍ବ ଆରବସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ଅବପାତ କ୍ରମଶଃ ଉତ୍ତର ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟାରେ ପୂର୍ବକେନ୍ଦ୍ରୀୟ ଆରବସାଗରରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।…

ଆଦିମ ଆଦିବାସୀଙ୍କ ଲାଗୁ ହୋଇଥିବା ଯୋଜନାର ତଦାରଖ ପାଇଁ ୧୫ ଜଣିଆ କମିଟି

ଭୁବନେଶ୍ୱର: ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇବେ ଆଦିମ ଆଦିବାସୀ । ଆଦିବାସୀ ଅଞ୍ଚଳରେ ସେମାନଙ୍କ ଲାଗି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ପ୍ରକଳ୍ପର ଲାଭ ମିଳିବ । ଏଥିପାଇଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ…

ଏକ୍ସପ୍ରେସ ଟ୍ରେନରେ ଧୂଆଁ, ଭୟଭୀତ ହୋଇ ଓହ୍ଲାଇ ପଡିଲେ ଯାତ୍ରୀ

ବ୍ରହ୍ମପୁର: ଟ୍ରେନ ଦୁର୍ଘଟଣା ଯେମିତି ପିଛା ଛାଡୁନି । ବାଲେଶ୍ୱର ବାହାନଗାର ଭୟଙ୍କର ରେଳ ଦୁର୍ଘଟଣା ମନରୁ ଲଭିନି, ପୁଣି ବ୍ରହ୍ମପୁରଠାରେ ଟ୍ରେନରେ ଧୂଆଁ । ଏତେ ମାତ୍ରାରେ ଧୂଆଁ ବହାରିଲା ଯେ ଯାତ୍ରୀ ଭୟରେ ଓହ୍ଲାଇ ପଡିଥିଲେ । ମଙ୍ଗଳବାର ମଧ୍ୟାହ୍ନରେ ବ୍ରହ୍ମପୁର ଷ୍ଟ୍ରେଶନ ନିକଟରେ…

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: କଟକ ଏସ୍‌ସିବିରେ ଚିକିତ୍ସିତ ୧୯୭ ମଧ୍ୟରୁ ୫୨ ଡିସ୍‌ଚାର୍ଜ

କଟକ: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାର ଆହତମାନଙ୍କ ମଧ୍ୟରୁ ମୋଟ ୧୯୭ ଜଣ କଟକ ଏସ୍‌ସିବିରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ମଧ୍ୟରୁ ୫୨ ଜଣ ଡିସ୍‌ଚାର୍ଜ କରାଯାଇ ସାରିଲାଣି। ତେବେ ଆଇସିୟୁରେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ୧୭ ଜଣ ବିଭିନ୍ନ ବିଭାଗର…

ସବୁଠୁ ଉତ୍ତପ୍ତ ସହର ରାଜଧାନୀ; ସାଢେ ୧୧ଟା ସୁଦ୍ଧା ୩୯ ଟପିଲା

ଭୁବନେଶ୍ୱର: ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । ସାଢେ ୧୧ଟା ସୁଦ୍ଧା ୩୯ ଡିଗ୍ରୀ ଉପରେ ପାରଦ । ତଳେ ତାତିଲା ପିଚୁ । ଉପରେ ଆକାଶରୁ ନିଆଁ ବର୍ଷା । ଛଟପଟ ହୋଇ ଯାଉଛନ୍ତି ରାଜଧାନୀବାସୀ ।  ଆଜି ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୯.୮…

ଟ୍ରେନ ଟ୍ରାଜେଡି: କିଏ କହୁଥିଲା ସାର..ମୋତେ ଛାଡି ଯାଆନ୍ତୁନି..କିଏ କହୁଥିଲା ମୋ ଗୋଡ଼ କାଟି ଦିଅ କିନ୍ତୁ ବଞ୍ଚାଅ

ଭୁବନେଶ୍ୱର: ସେ ଦୃଶ୍ୟ ହୃଦୟ ବିଦାରକ । ଲୋମଟାଙ୍କୁରା । ଏବେ ବି ମନେ ପଡିଗଲେ ଦେହ ଥରି ଯାଉଛି । ଚାରିଆଡେ କୁଢକୁଢ ଶବ । କରୁଣ ଚିତ୍କାରରେ ଆକାଶର ଛାତି ଯେମିତି ଫାଟି ଯାଉଥିଲା । ଅନ୍ଧାର ରାତିରେ ଛାତିକୁ ପଥର କରି ଉଦ୍ଧାର କାମରେ ଲାଗିଥିଲେ ରେସକ୍ୟୁ ଟିମ । ଆଖି ସାମ୍ନାରେ ମୃତ୍ୟୁକୁ…

ବାହାନଗା ଟ୍ରେନ ଦୁର୍ଘଟଣା: ୨ ଦିନ ପାଇଁ ବାତିଲ ହେଲା ୭୪ ଟ୍ରେନ; ଦେଖିନିଅନ୍ତୁ ପୂରା ତାଲିକା

ଭୁବନେଶ୍ୱର:ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଏହି ରୁଟରେ ଗଡିଛି ଟ୍ରେନ । ପରୀକ୍ଷାମୂଳକଭାବେ ଏହି ରୁଟରେ ଟ୍ରେନ ଚଳାଚଳ କରାଯାଇଥିଲେ ମଧ୍ୟ ଟ୍ରାକ ମରାମତି କାମ ଚାଲିଛି । ସେଥିପାଇଁ  ଆଜି ଓ କାଲି ୨ ଦିନ ପାଇଁ ୭୪ ଟ୍ରେନକୁ ବାତିଲ କରାଯାଇଛି । ସେହିପରି କେତେକ ଟ୍ରେନର ଗତିପଥ ମଧ୍ୟ…

ସକାଳ ୧୦ ସୁଦ୍ଧା ୯୫ ମୃତଦେହ ଚିହ୍ନଟ, ୮୪ ଜଣଙ୍କୁ କ୍ଷତିପୂରଣ: ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ

ବାଲେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସୁବିଧା ଯୋଗାଇବା ଏବେ ମୁଖ୍ୟ ପ୍ରାଥମିକତା ରହିଛି ବୋଲି ରେଳବାଇର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ବିଶ୍ଵଜିତ ସାହୁ କହିଛନ୍ତି। ସେ କହିଛନ୍ତି ଯେ ରେଳ ବିଭାଗ ପକ୍ଷରୁ ସବୁ ହସ୍ପିଟାଲ ପାଇଁ ସ୍ୱତନ୍ତ୍ର ଟିମ ଗଠନ…

ବାହାନଗା ଟ୍ରେନ ଦୁର୍ଘଟଣାରେ ସିବିଆଇ ତଦନ୍ତ ଆରମ୍ଭ

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ଗତକାଲି ସିବିଆଇ ଟିମ୍ ବାଲେଶ୍ୱରରେ ଆସି ଦୁର୍ଘଟଣାର ସ୍ଥଳ ଅନୁଧ୍ୟାନ କରିଛନ୍ତି।ଏନେଇ ସୂଚନା ଦେଇଛନ୍ତି ରେଳବାଇର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ବିଶ୍ଵଜିତ ସାହୁ। ମିଳିଥିବା ସୂଚନା ଅନୁସାରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ

ସୁନ୍ଦରଗଡ:ରଖିଥିଲେ ଆୟ ବହିର୍ଭୂତ ସମ୍ପତ୍ତି । ମାଡିବସିଲା ଭିଜିଲାନ୍ସ । ଭିଜିଲାନ୍ସ ଟ୍ରାପରେ ପଡିଛନ୍ତି  ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା । ତାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଚାଲିଛି। ଶ୍ରୀ ବେହେରାଙ୍କର ସୁନ୍ଦରଗଡ଼…