Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଲେଶ୍ୱର ସହ ୩ ଜିଲ୍ଲାରେ ଆଗାମୀ ୩ ଘଣ୍ଟାରେ ଘଡ଼ଘଡ଼ି ବର୍ଷା

ଭୁବନେଶ୍ୱର: ବାହାନଗାରେ ଶୁକ୍ରବାର ରାତିରେ ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର ଓ ମରାମତି କାର୍ଯ୍ୟ ଜାରି ରହିଛି । ଏହାରି ଭିତରେ ପାଣିପାଗ ବିଭାଗର ଆଲର୍ଟ ଅନୁସାରେ, ଆଗାମୀ ୩ ଘଣ୍ଟାରେ ବାଲେଶ୍ୱର ସହ ୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ…

ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ: ସିଗନାଲ ମାନିଲାନି କରମଣ୍ଡଳ, ଅପ୍ ଲାଇନରେ ପଶି ମାଲବାହୀକୁ ପିଟିଲା

ଭୁବନେଶ୍ୱର:ଏତେବଡ ଦୁର୍ଘଟଣା କିପରି ଘଟିଲା । ଏକ ସମୟରେ ତିନି ଟ୍ରେନ ପରସ୍ପର ସହ ଧକ୍କା କେମିତି ହେଲା  ଯେଉଁଥିପାଇଁ ଚାଲିଗଲା ୨୬୧ ଜଣଙ୍କ ଜୀବନ  । ଇତି ମଧ୍ୟରେ ଉଦ୍ଧାର କାମ ଶେଷ ହୋଇଛି । ୯୦୦ରୁ ଅଧିକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ, ୨ ଜଣ କେନ୍ଦ୍ରମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ ଓ…

ଦୁର୍ଘଟଣା ପରେ ଭଦ୍ରକରୁ ୨୫୦ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଗଲା ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ଭଦ୍ରକ ଷ୍ଟେସନରୁ ୨୫୦ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଯାଇଛି ସ୍ୱତନ୍ତ୍ର ଟ୍ରେନ୍ । ଶୁକ୍ରବାର ବାଲେଶ୍ୱର ବାହାନଗାରେ ଏକକାଳୀନ ୩ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଫସି ରହିଥିବା ଯାତ୍ରୀଙ୍କୁ ନେଇ…

ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ସ୍ଥିତିର ସମୀକ୍ଷା କଲେ

ବାଲେଶ୍ୱର: ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ବାହାନଗାରେ ଥିବା ହେଲିପ୍ୟାଡରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ  ସେଠାରୁ ଦୁର୍ଘଟଣାସ୍ଥଳକୁ  ଯାଇଛନ୍ତି । ବାୟୁସେନାର ଏକ…

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା; ଦକ୍ଷିଣ ପୂର୍ବ ରେଳବାଇ ଜାରି କଲା ମୃତ୍ୟୁ ସଂଖ୍ୟା, ଟ୍ରାକ୍ ପୁନରୁଦ୍ଧାର କାର୍ଯ୍ୟ…

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି ପାଇଛି। ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ସରକାରୀ ସୂଚନା ଆନୁସାରେ ଦୁର୍ଘଣଟାରେ ପ୍ରାୟ ୯୦୦ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଗୋପାଳପୁର,ଖନ୍ତାପଡ଼ା, ବାଲେଶ୍ୱର, ଭଦ୍ରକ ଏବଂ…

ବାହାନଗା ଟ୍ରେନ୍ ଦୁର୍ଘଟଣା ବୈଷୟିକ ତ୍ରୁଟି ନା ମନୁଷ୍ୟକୃତ ? ଦୁର୍ଘଟଣା ପାଇଁ ଦାୟୀ କିଏ ?

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଲୱେ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଓ ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାରେ ଏବେ ସୁଦ୍ଧା ୨୬୧ ଜଣଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ସବୁଠୁ ବଡ଼ ରେଳ ଦୁର୍ଘଟଣା ଶତାଧିକ ଯାତ୍ରୀଙ୍କ ମୃତ୍ୟୁ ପରେ ପ୍ରଶ୍ନ ଉଠୁଛି ଦୁର୍ଘଟଣା…

ଉଦ୍ଧାର କାର୍ଯ୍ୟ ଶେଷ; ରେଳ ଟ୍ରାକ୍ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ରେଳମନ୍ତ୍ରୀଙ୍କ ସୂଚନା

ବାଲେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଣଟାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ବର୍ତ୍ତମାନ ଟ୍ରେନ୍‌ ଟ୍ରାକ୍‌  ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏ ନେଇ ସେ କହିଛନ୍ତି  ଯେ ଯେଉଁ ଘଟଣାର ମୂଳରୁ ତଦନ୍ତ ହେବ।…

‘ପାଦରୁ ଚପଲ କାଢି ଶବ ଉପରେ ଚଢି ଆସିଲି’-ଅଙ୍ଗେନିଭା ଅନୁଭୂତି ବଖାଣିଲେ ସ୍ଥାନୀୟ ବାସିନ୍ଦା

ବାଲେଶ୍ୱର:‘ପୁରା ଘଟଣା ଆଖି ଆଗରେ ଘଟିଗଲା । ପବନ ଖାଇବାକୁ ଆସିଥିଲି । କିଛି ସମୟ ପରେ ଘଟିଲା ଭୟଙ୍କର ଦୁର୍ଘଟଣା । ଘରକୁ ଫେରିବାର ବାଟ ନଥିଲା । ବୁଲି ବୁଲି ଷ୍ଟେଶନ ଦେଇ ଆସିଲି । ହେଲେ ସେ ଦୃଶ୍ୟ ଥିଲା ଖୁବ କରୁଣ..ହୃଦୟ ବିଦାରକ । ଷ୍ଟେଶନରେ ପଡିଥିଲା ଟ୍ରେନ ବଗିର ଧ୍ୱଂସାବଶେଷ ।…

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ଚିକିତ୍ସାରେ ସହଯୋଗ ପାଇଁ ଭୁବନେଶ୍ୱର ଏମ୍ସରୁ ଗଲେ ଡାକ୍ତରଙ୍କ ୨ ଟି ଟିମ୍

ବାଲେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଆହତମାନଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରୀ ଟିମ୍ ଆହତ ଚିକିତ୍ସିତ ହେଉଥିବା ଡାକ୍ତରଖାନାକୁ ବାହାରିଛନ୍ତି। ଚିକିତ୍ସା କାର୍ଯ୍ୟରେ ସହଯୋଗକରିବାକୁ ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ଦୁଇଟି ଟିମ୍‌ ବାଲେଶ୍ୱର ଓ…

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ବାଲେଶ୍ୱର: ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାରେ ନେତାମନ୍ତ୍ରୀ ଗସ୍ତ ଜାରି ରହିଛି। ସକାଳୁ ସକାଳୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ବାଲେଶ୍ୱର…