Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୃତକଙ୍କ ଆତ୍ମାର ସଦ୍‌ଗତି ନେଇ ଦିନିକିଆ ଶୋକ ପାଳିଲା ତାମିଲନାଡୁ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ମୃତକଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଶନିବାର ସାରା ତାମିଲନାଡ଼ୁରେ ଦିନିକିଆ ଶୋକ ପାଳନ କରାଯାଇଛି । ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ସୂଚନା ଦେଇଛନ୍ତି । ଆଜି ତାମିଲନାଡୁରେ ହେବାକୁ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌.…

ବାହାନଗା ଦୁର୍ଘଟଣା ପରେ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି, ନଜର ପକାନ୍ତୁ କେଉଁ ରେଳମନ୍ତ୍ରୀ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଘଟିଥିବା ତିନିଗୋଟି ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଆଉ ଦୁର୍ଘଟଣା ପରେ ଚିରାଚରିତ ଢଙ୍ଗରେ ଆରମ୍ଭ ହୋଇଛି ଘୃଣ୍ୟ ରାଜନୀତି । ପଶ୍ଚିମବଙ୍ଗର ଟିଏମସି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ…

ଶିକ୍ଷକ ହେବା ଆଶା ମଉଳିଗଲା, ଶବ ହୋଇ ଫେରିଲେ

ଭୁବନେଶ୍ୱର: ଆଖିରେ ଥିଲା ଅସରନ୍ତି ସ୍ୱପ୍ନ । ମନରେ ମେଞ୍ଚା ମେଞ୍ଚା ଭାବନା । ସିଟି ପରୀକ୍ଷା ଦେଇ ଶିକ୍ଷକ ହେବା ନିଶାରେ ଅନେକ ଯୋଜନା କରିଥିଲେ । କିନ୍ତୁ ବୋଧହୁଏ ନିୟତିର କିଛି ଅନ୍ୟ ଉଦ୍ଦେଶ୍ୟ ଥିଲା । ଆଖି ପିଛୁଳାକେ ସେମାନଙ୍କର ସବୁ ସ୍ୱପ୍ନ ଓ ସବୁ ଭାବନା ଧୂଳିସାତ ହୋଇଗଲା ।…

ଚିହ୍ନଟ ହୋଇ ନ ଥିବା ମୃତଦେହ ଭୁବନେଶ୍ୱର ଅଣାଯିବ

ଭୁବନେଶ୍ୱର: ମୃତଦେହ ଚିହ୍ନଟ କରିବା ଏବେ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ବର୍ତ୍ତମାନ ସୁଦ୍ଧା ୨୮୮ଟି ମୃତ ଦେହ ଉଦ୍ଧାର ହୋଇଛି । ଚିହ୍ନଟ ହୋଇ ନ ଥିବା ମୃତଦେହଗୁଡ଼ିକୁ ଭୁବନେଶ୍ୱର ଅଣାଯିବ । ପରିବାର ଲୋକେ ଯେ ପର୍ଯ୍ୟନ୍ତ ମୃତଦେହକୁ ଚିହ୍ନଟ କରିନାହାନ୍ତି, ସେ ପର୍ଯ୍ୟନ୍ତ…

‘କୁଆଡେ ଗଲା କବଚ’, ଟ୍ରେନ ଦୁର୍ଘଟଣା ପାଇଁ ବିଜେପିକୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣା ଯୋଗୁ ଶହ ଶହ ଜୀବନ ଯାଇଛି। ଏପରିକି ବହୁ ଲୋକ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବହୁ ପରିବାର ଛାରଖାର ହୋଇଯାଇଛି। ଦେଶ ବିଦେଶରୁ ସମବେଦନାର ସୁଅ ଛୁଟିଛି। ଏଭଳି ଏକ ଗଭୀର ଦୁଃଖ ସମୟରେ…

ଅଧା ରହିଗଲା ଜଗା ଦର୍ଶନ

ଭୁବନେଶ୍ୱର: ଅଧା ରହିଗଲା ଜଗା ଦର୍ଶନ । ଟ୍ରେନ ଦୁର୍ଘଟଣା ଯୋଗୁ ତାଙ୍କ ପରିବାର ସଦସ୍ୟ ଏବେ ହସପିଟାଲରେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ନୀଳାମ୍ବର ପାତ୍ର ତାଙ୍କ ପରିବାର ସଦସ୍ୟକୁ ନେଇ କେତେ ଖୁସିରେ ପୁରୀ ବାହାରିଥିଲେ । ସମସ୍ତେ ବାଲେଶ୍ୱରରୁ କରମଣ୍ଡଳ ଏସ୍କପ୍ରେସରେ ଚଢିଥିଲେ ।…

ଟ୍ରେନ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇବା ନେଇ ସୂଚନା ଦେଲା ରେଳବାଇ

ଭୁବନେଶ୍ୱର: ବଢିଲା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା  । ଦିନ ୨ଟା ସୁଦ୍ଧା ଆସିଥିବା ତଥ୍ୟ ଦେଇଛି ରେଳ ବିଭାଗ । ଏହି ସମୟ ସୁଦ୍ଧା ମୃତ୍ୟୁ ସଂଖ୍ୟା ଏବେ   ୨୮୮କୁ ବୃଦ୍ଧି ପାଇଛି ।   ୭୪୭ ଜଣ ଆହତଙ୍କ ଡାକ୍ତରଖାନାରେ ଚାଲିଛି ଚିକିତ୍ସା । ଏବେ ମଧ୍ୟ ୫୬ ଜଣଙ୍କ ଅବସ୍ଥା…

ଦୁର୍ଘଟଣାସ୍ଥଳରୁ ମେଡିକାଲ୍ ଯାଇ ଆହତଙ୍କୁ ଭେଟିଲେ ପିଏମ୍ ମୋଦି, କହିଲେ ‘ଛାଡ଼ ପାଇବେନି ଦୋଷୀ’

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର ଓ ମରାମତି କାର୍ଯ୍ୟର ସମୀକ୍ଷା ପରେ ପିଏମ୍ ମୋଦି ବାଲେଶ୍ୱର ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି । ମେଡିକାଲରେ ଆହତଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ଡାକ୍ତର, ରୋଗୀଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…

ସଠିକ ତଥ୍ୟ ପ୍ରଦାନକୁ ନେଇ ଦୁର୍ଘଟଣାସ୍ଥଳରେ ମୁହାଁମୁହିଁ ହେଲେ ଅଶ୍ୱିନୀ-ମମତା

ବାଲେଶ୍ୱର: ବାଲେଶ୍ୱର ବାହାନଗା ରେଳଷ୍ଟେଶନରେ ଭୟଙ୍କର ସ୍ଥିତି । ଶହଶହ ଶବ ରାସ୍ତା ଉପରେ । ଭୟଙ୍କର..ଦୃଦୟବିଦାରକ ଦୃଶ୍ୟ । ତଥାପି ଏ ଭୟଙ୍କର ଦୃଶ୍ୟ ଭିତରେ  ମୃତାହତଙ୍କ ଉଦ୍ଧାର କାମ ଚଲାଇଛ୍ତି ରେସକ୍ୟୁ ଟିମ । ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ବରିଷ୍ଠ ନେତା, ମନ୍ତ୍ରୀ । ଏହି ଅବସରରେ…

ଟର୍ଚ୍ଚ ଲାଇଟ୍‌ରେ ୩୦୦ ଲୋକଙ୍କୁ ଉଦ୍ଧାର କରିଛି: ଏମିତି କିଛି ବଖାଣିଲେ ସ୍ଥାନୀୟ ଯୁବକ

ଭୁବନେଶ୍ୱର: ସନ୍ଧ୍ୟା ହୋଇ ଆସୁଥିଲା । ମୁଁ ଦୁର୍ଘଟଣାସ୍ଥଳରୁ କିଛି ଦୂରରେ ଥିବା ଏକ ଦୋକାନରେ ଛିଡ଼ା ହୋଇଥିଲି । ହଠାତ୍ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଲା । କ’ଣ କିଛି ଭାବିବା ଆଗରୁ ମୁଁ ଓ ସ୍ଥାନୀୟ କିଛି ଲୋକେ ଅନ୍ଧାରରେ ଦୌଡ଼ିବାକୁ ଆରମ୍ଭ କଲୁ । ସେଠାରେ ପହଞ୍ôଚ ଯେଉଁ ଦୃଶ୍ୟ ଦେଖିଲି…