Latest Odisha News

BREAKING NEWS

Browsing Category

ଓଡିଶା

Odisha

କରମଣ୍ଡଳ ଟ୍ରେନ ଦୁର୍ଘଟଣା: ବର୍ତ୍ତିଥିବା ଯାତ୍ରୀ ଅନୁଭବ ବଖାଣିଲେ ଅନୁଭୂତି

ବାଲେଶ୍ୱର: ଓଡିଶାରେ ଭୟଙ୍କର ଟ୍ରେନ ଦୁର୍ଘଟଣା, ଯାହାକୁ ଭାରତ ଇତିହାସରେ ସବୁଠାରୁ ଭୟଙ୍କର ଘଟଣା ବୋଲି କୁହାଯାଉଛି। ଏଥିରେ ୨୩୮ ଜଣଙ୍କ ଜୀବନ ଯାଇଥିବା ବେଳେ ପ୍ରାୟ ୯୦୦ ଲୋକ ଆହତ ହୋଇଥିବା ରେଳବାଇ ପକ୍ଷରୁ କୁହାଯାଉଛି। ଏହି ଦୁଃଖଦ ଘଟଣା ମଧ୍ୟରେ ଜଣେ ବଞ୍ଚିଯାଇଥିବା ବ୍ୟକ୍ତି ଟ୍ୱିଟରରେ…

ବାହାନଗାରେ ତିନୋଟି ଟ୍ରେନ୍ କେମିତି ଦୁର୍ଘଟଣାର ଶିକାର ହେଲା?

ବାଲେଶ୍ୱର: କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ରେଳବାଇ ସ୍ପଷ୍ଟ କରିିଛି ଯେ ୨୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ସ୍ଥାନୀୟ ସୂଚନା ଅନୁସାରେ ମୃତ୍ୟ ସଂଖ୍ୟା ୨୮୮ ଉପରେ ରହିଛି । ବାହାନଗା ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଶାଲିମାର ଏକ୍ସପ୍ରେସ୍ ଟ୍ରେନ୍…

ଟ୍ରେନ ଟ୍ରାଜେଡି: ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଆହତଙ୍କୁ ଭେଟିଲେ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଷ୍ଟେସନର ଦୁର୍ଘଟଣାସ୍ଥଳରେ ସକାଳୁ ସକାଳୁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘଟଣାସ୍ଥଳରେ ପହଞ୍ଚି ଘଟଣାର ସ୍ଥିତି ଅନୁଧ୍ୟାନ କରୁଛନ୍ତି ।   ଆହତଙ୍କୁ  ଭେଟିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ…

ଛାତିଥରା ଟ୍ରେନ ଦୁର୍ଘଟଣା: ମର ଶରୀର ପକେଟରେ ରିଙ୍ଗ୍ ହେଉଛି ମୋବାଇଲ… କେଉଁଠି ଅଛ ଫୋନ୍ ଉଠାଅ…

ବାଲେଶ୍ୱର: ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସ୍ଥଳରେ ପଡି ରହିଥିବା ମର ଶରୀର, ଆହତଙ୍କୁ ଦେଖିବା କଷ୍ଟକର । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବା ବେଳେ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନଡିଆରଏଫ୍ ଓ ଏସଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।…

କରମଣ୍ଡଳ ଟ୍ରେନ ଦୁର୍ଘଟଣା: ୨୮୮ ଜଣଙ୍କ ମୃତ୍ୟୁ, ୯୦୦ରୁ ଅଧିକ ଆହତ, ସ୍ଥିତି ଅନୁଧ୍ୟାନ କଲେ ରେଳମନ୍ତ୍ରୀ

ବାଲେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣା ପରେ ଶନିବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସରକାରୀ ସୂତ୍ରରୁ ସୂଚନା ମିଳିଛି ଯେ ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି ଏବଂ ପ୍ରାୟ ୯୦୦…

କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ବାତିଲ ହେଲ ୧୧ ଟ୍ରେନ

ଭୁୁବନେଶ୍ୱର: ବାଲେଶ୍ୱରର  ବାହାନଗାରେ ବଡ ଧରଣର ଟ୍ରେନ ଦୁର୍ଘଟଣା । ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୫୦ ବୋଲି କୁହାଯାଉଥିବାବେଳେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ୨୦୦ରୁ ଅଧିକ ଆହତ ହୋଇଛନ୍ତି । ଦୁଇ ଦୁଇଟି ଟ୍ରେନ ସମେତ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି ।…

ଇତିହାସରେ ବଡ଼ ଟ୍ରେନ୍ ଦୁର୍ଘଟଣା; ୨୦୧୭ରେ ହିରାଖଣ୍ଡ, ୨୦୨୩ରେ ଛାତି ଥରାଇଲା କରମଣ୍ଡଳ

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣାରେ ଏବେ ସୁଦ୍ଧା ୫୦ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଥମେ ବାହାନଗାରେ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧) ମାଲଗାଡ଼ିକୁ ଧକ୍କା ଦେଇଥିଲା । ପରେ ବିପରୀତ ଦିଗରୁ ଆସୁଥିବା ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ (୧୨୮୬୪)…

୧୪ ବର୍ଷ ତଳ ଘଟଣାର ପୁନରାବୃତ୍ତି: ସେତେବେଳେ କରମଣ୍ଡଳ ନେଇଥିଲା ୧୬ ଜଣଙ୍କ ଜୀବନ

ଭୁବନେଶ୍ୱର: ପୁଣି ଥରେ ଦୀର୍ଘ ୧୪ ବର୍ଷ ପରେ ରେଲଟ୍ରାକ୍‌ରେ ଭୟଙ୍କର ଦୁର୍ଘଟଣାର ପୁନରାବୃତ୍ତି ଘଟିଛି । ୨୦୦୯ ମସିହା ଫେବୃୟାରୀ ୧୩ ତାରିଖରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ୧୬୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଘଟଣାଟି…

ଟ୍ରେନ୍ ଦୁର୍ଘଟଣାରେ ୫୦ରୁ ଅଧିକ ମୃତ ! କାଲି ଦୁର୍ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ

ବାଲେଶ୍ୱର: ବାହାନଗାରେ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧) ଓ ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ (୧୨୮୬୪) ଦୁର୍ଘଟଣାରେ ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୨୦୦ରୁ ଅଧିକ ଜଣ ଆହତ ହୋଇଥିବା ବେଳେ ଉଭୟ ଏକ୍ସପ୍ରେସର ଏକାଧିକ ବଗି କ୍ଷତିଗ୍ରସ୍ତ ହୋଇଛି…

ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍ ସହ ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ ଲାଇନଚ୍ୟୁତ୍, ୩୦ ମୃତ

ବାଲେଶ୍ୱର: ବାହାନଗାରେ ଘଟିଥିବା ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୩୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଦକ୍ଷିଣପୂର୍ବ ରେଲୱେ । ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ବାହାନଗା…