Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏଣିକି ରବିବାରରେ ଖୋଲିବ ଡାକ୍ତରଖାନା ପରିସର ଓ ନିକଟରେ ଥିବା ଆହାର କେନ୍ଦ୍ର

ଭୁବନେଶ୍ୱର: ଡାକ୍ତରଖାନା ପରିସର ଭିତରେ ଏବଂ ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାରରେ ବି ଖୋଲିବ ।  ସହରର ପ୍ରମୁଖ ସ୍ଥାନରେ ଗରିବ ଲୋକଙ୍କୁ ୫ ଟଙ୍କାରେ ମିଲ  ଦେଉଥିବା  ଆହାର କେନ୍ଦ୍ର ରବିବାର ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆହାର କେନ୍ଦ୍ର ସୋସାଇଟିର…

୧୨ ଜୀବନ ନେଇଥିବା ଘରୋଇ ବସର ନଥିଲା ବୀମା ଓ ପରମିଟ୍, ମାଲିକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ଭୟଙ୍କର ମୃତ୍ୟୁ ପରେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ପରମିଟ୍ ଓ ବୀମା ନଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ଘରୋଇ ବସଟି ସରକାରୀ ଓଏସ୍ଆରଟିସି ବସକୁ ଧକ୍କା ଦେଇଥିଲା । ରାତିରେ ଚଳାଚଳ ପାଇଁ ଘରୋଇ ବସ୍ ପାଖରେ ଆବଶ୍ୟକୀୟ ପରିମିଟ୍ ନଥିବା…

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଲେ ଓଡ଼ିଶା ରାଜ୍ୟ ଉଜ୍ଜ୍ୱଳା ଦିଦି ସଂଘ

ମୟୂରଭଞ୍ଜ: ତିନି ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ ମୟୂରଭଞ୍ଜ ଜିଲ୍ଲା ତରଫରୁ ଆଜି ବର୍ଷାରେ ଭିଜି ଭିଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଟି…

ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ

ରାଉରକେଲା: ଆଜି ହେଉଛି ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ। ଏହି ଅବସରରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ସହରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସିଭିଲ ଟାଉନସିପ ସ୍ଥିତ ଡେଭଲପମେଣ୍ଟ ଏରିଆ ହାଇସ୍କୁଲରୁ ବାହାରି ଏକ ସଚେତନତା ଶୋଭାଯାତ୍ରା…

ରାଜଧାନୀରେ ନିଆରା ବାହାଘର; ବର ସାଙ୍ଗରେ ମାର୍କଣ୍ଡି ଗଲା ବାଛୁରୀ

ଭୁବନେଶ୍ୱର: ବର ସାଙ୍ଗରେ ମାର୍କଣ୍ଡି । କୁନି ପିଲାଟି ନୂଆ ଡ୍ରେସ ପିନ୍ଧି ଚନ୍ଦନ ଟିପା ଲଗାଇ, ଫୁଲମାଳ ପକେଇ ସଜେଇ ହେବ । ଠିକ ବର ପରି । ବର ପାଖରେ ବସି ସେ ବି ଯିବ କନ୍ୟା ଘରକୁ । ଆମ ବାହାଘରରେ ଏମିତି ପରମ୍ପରା ରହିଛି । କାର ଭିତରେ ବର କୋଳରେ ବାଛୁରୀ ମାର୍କଣ୍ଡି ହୋଇ ଯିବା କେବେ…

କାଲି ହାତଗଣ୍ଠି ଫିଟାଉଥିଲେ, ଆଜି ଶବ ହୋଇଗଲେ..ସାମ୍ନାକୁ ଆସିଲା ବାହାଘର ଉତ୍ସବର ଫଟୋ

ବ୍ରହ୍ମପୁର: ଦିଗପହଣ୍ଡି ଦୁର୍ଘଟଣା ପରେ ଭାଇରାଲ ହେଉଛି ବାହାଘରର ଫଟୋ । ଏଇ ବାହାଘରରେ  କେତେ ଖୁସି ମନେଇଥିଲେ । ହସିଥିଲେ, ନାଚିଥିଲେ । ସେ ସବୁର ଫଟୋ ଏବେ ସୋସିଆଲ ମିଡିଆାରେ ଘୁରି ବୁଲୁଛି । ହସଖୁସି ମୁହୂର୍ତ୍ତର ଏଇ ଫଟୋ ଦେଖି ପରିବାର ଲୋକଙ୍କ ଛାତି ଫାଟି ଯାଉଛି । ଏଇ ଫଟୋକୁ…

ଭାଇରାଲ ହେଉଛି ଶ୍ରୀମନ୍ଦିର ଏବଂ ତିନିଠାକୁରଙ୍କ ଫଟୋ, ଭିଡିଓ; ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ପୁରୀ: କଡା ସୁରକ୍ଷା ଭିତରେ ବି ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ । ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରେ ଭିଡିଓ ସୁଟ କରିବା ସହ ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଖାଲି ଶ୍ରୀମନ୍ଦିର ନୁହେଁ, ଆଡପ ମଣ୍ଡପରେ ବିଜେ ଶ୍ରୀବିଗ୍ରହଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଛି । ତେବେ ଏଠାରେ…

ଦିଗପହଣ୍ଡି ବସ୍‌ ଦୁର୍ଘଟଣା; ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର, ଗୃହମନ୍ତ୍ରୀ ଅମିତ ଶାହଙ୍କ ଶୋକ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଶୋକ ପ୍ରକାଶ କରିବା ସହିତ କ୍ଷତିପୂରଣ ମଧ୍ୟ ଘୋଷଣା…

ଶ୍ରୀକ୍ଷେତ୍ର ପରି ଚମକିବ ଏକାମ୍ର କ୍ଷେତ୍ର; ଆଜିଠୁ ତିନିଦିନ ଧରି ଚାଲିବ ଶିଳାନ୍ୟାସ ଉତ୍ସବ

ଭୁବନେଶ୍ୱର:ଆଜିଠୁ ଆରମ୍ଭ ହେଉଛି ଏକାମ୍ର ଶିଳାନ୍ୟାସ ଉତ୍ସବ  । ତିନିଦିନ ଧରି ଚାଲିବ ଏହି ଉତ୍ସବ । ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୫ ଜଣ ବ୍ରାହ୍ମଣ ଏହି ଶିଳାନ୍ୟାସ ଉତ୍ସବରେ ପୂଜାର୍ଚ୍ଚକା କରିବା ସହ ହୋମଯଜ୍ଞ କରିବେ । ଶ୍ରୀକ୍ଷେତ୍ର ପରି ଚମକିବ ଏକାମ୍ର କ୍ଷେତ୍ର । ସକାଳେ ଯଜ୍ଞ…

ଦିଗପହଣ୍ଡି ବସ୍ ଦୁ୍ର୍ଘଟଣା: ଗୋଟିଏ ପରିବାରର ୭ମୃତ, ଅଧିକାଂଶ ମୃତକ ପୂର୍ବତନ ସାଂସଦଙ୍କ ସମ୍ପର୍କୀୟ

ଗଞ୍ଜାମ: ଗତକାଲି ବିଳମ୍ବିତ ରାତିରେ ଘଟିଥିଲ ମର୍ମନ୍ତୁଦ ଦୁର୍ଘଟଣା । ରାତିର ଅନ୍ଧକାର ଭିତରେ ଲିଭିଗଲା ୧୨ ଜଣଙ୍କ ଜୀବନ ଦୀପ। ସକାଳୁ ସକାଳୁ ସାରା ଦିଗପହଣ୍ଡିରେ ଶୋକର ଛାୟ । କାନ୍ଦବୋବାଳିରେ  ଫାଟି ପଡୁଛି ଡାକ୍ତରଖାନା । ଲୁହରେ ଭିଜିଛି ଖଣ୍ଡଦେଉଳି ଗାଁ । ମୃତକଙ୍କ ମଧ୍ୟରେ ଅଛନ୍ତି…