Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶୁକ୍ରବାର ପ୍ରକାଶ ପାଇବ ଓଡ଼ିଶା ଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଓଜେଇଇର ଅଫିସିଆଲ ଓ୍ୱେବସାଇଟକୁ ଯାଇ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଜାଣିପାରିବେ। ଓଜେଇଇ ପରୀକ୍ଷା ମେ ୮ରୁ ୧୫ ତାରିଖ ଯାଏ ରାଜ୍ୟ…

ଏସଏଚଜି ଅଧ୍ୟକ୍ଷା ଓ ସ୍ୱାମୀଙ୍କ ୧୫ ଲକ୍ଷ ଟଙ୍କାର ଅର୍ଥ ଆତ୍ମସାତ, ଗଣଆତ୍ମହତ୍ୟା ଧମକ ଦେଲେ ମହିଳା

ଢେଙ୍କାନାଳ: କାମାକ୍ଷାନଗର ଥାନା ଅନ୍ତର୍ଗତ ବିଜଡିହି ଗାଁରେ ଏକ ଠକେଇ ସାମ୍ନାକୁ ଆସିଛି। ଏସ୍ଏଚଜିର ସଭାନେତ୍ରୀ ମମତା ସାହୁ ଓ ତାଙ୍କ ସ୍ୱାମୀ ଦୁଷ୍ମନ୍ତ ସାହୁ ସେମାନଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ଠକେଇ ମାମଲା ସାମ୍ନାକୁ ଆସିବା ପରେ ସ୍ୱୟଂ…

ନ୍ୟାୟ ପାଇଁ ସ୍ବାମୀ କାର ଆଗରେ ଶୋଇପଡ଼ିଲା ସ୍ତ୍ରୀ

ପୁରୀ: ଗୋପ ବ୍ଳକ ପରିସରରେ ଗୁରୁବାର ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି, ଯେତେବେଳେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଗାଡି ଆଗରେ ଶୋଇ ନ୍ୟାୟ ପାଇଁ ଆକୁଳ ନିବେଦନ କରିଥିଲେ। ଏହି ଦୃଶ୍ୟକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ ଜମିଥିଲା। ମହିଳା ଜଣକ କାକଟପୁର ଥାନା…

ଦୁଇ ଥର ସରପଞ୍ଚ ହେଲେ, କେତେ ଗରିବଙ୍କୁ ଘର ଯୋଗାଇଲେ କିନ୍ତୁ ନିଜ ଭଙ୍ଗା କୁଡ଼ିଆ ସଜାଡି ପାରିଲେନି

ଢେଙ୍କାନାଳ: କ୍ଷମତା ଥିଲା । ଅର୍ଥ ରୋଜଗାର କରବାର ଯଥେଷ୍ଟ ସୁଯୋଗ ଥିଲା । ହେଲେ ସେ ଆସିଥିଲେ ସେବା କରିବା ପାଇଁ  । ଜନତାଙ୍କ ସେବା । ତେଣୁ ଅର୍ଥ ଆଉ କ୍ଷମତାର ପ୍ରଲୋଭନ ତାଙ୍କୁ ବାଟବଣା କରିପାରି ନ ଥିଲା । ପୁରୁଣା ଡ୍ରେସ ହଳେ ପିନ୍ଧି ପୁରୁଣା ସାଇକେଲରେ ବୁଲୁଥିବା ଏଇ ବ୍ୟକ୍ତିଙ୍କୁ…

ଦୋକାନ ଘର ଦେବା ନାଁରେ ୯ ଲକ୍ଷ ଠକେଇ, ରିଅଲ ଇଷ୍ଟେଟ ସଂସ୍ଥାର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱକ: ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲୁ) ଓଡ଼ିଶା ହୋମ୍ସ ଓ କମର୍ସିଆଲ୍ସ ପ୍ରା.ଲି.ର ନିର୍ଦ୍ଦେଶକ ସରୋଜ କୁମାର ପଣ୍ଡାଙ୍କୁ ଗିରଫ କରିଛି । ଅଭିଯୋଗ ଅନୁସାରେ, ସରୋଜଙ୍କ ସଂସ୍ଥା ଭୁବନେଶ୍ୱର ଅଶୋକନଗରରେ ଦୋକାନ ଘର ଯୋଗାଇ ଦେବା ଲାଗି ବ୍ୟବସାୟୀଙ୍କ ଠାରୁ ୯ କୋଟି ଟଙ୍କା ନେଇଥିଲା ।…

ଖରା ଛୁଟି ଦାବି କରି ଅଙ୍ଗନବାଡି କର୍ମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ; ଜାଣନ୍ତୁ କ’ଣ ରହିଛି ଯୁକ୍ତି

କଟକ: ହାଇକୋର୍ଟରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଗ୍ରୀଷ୍ମ ଅବକାଶ ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ବିଭିନ୍ନ ଅଂଶୀଦାରଙ୍କ ଚିନ୍ତାକୁ ହୃଦୟଙ୍ଗମ କରି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏହି ପ୍ରସଙ୍ଗକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରି ଏକ ସୁଚିନ୍ତିତ ନିଷ୍ପତ୍ତିରେ…

ସମୁଦ୍ରରେ ନିଖୋଜ ଛାତ୍ରୀଙ୍କୁ ଖୋଜୁଛି ଏୟାରକ୍ରାପ୍ଟ 

ବ୍ରହ୍ମପୁର: ଗଞ୍ଜାମ ଆର୍ଯ୍ୟପଲ୍ଲୀ ନିକଟରେ ସମୁଦ୍ରରେ ନିଖୋଜ ଛାତ୍ରୀଙ୍କୁ ଖୋଜିବା  ନିୟୋଜିତ ହୋଇଛି ଏୟାରକ୍ରାପ୍ଟ । କୋଷ୍ଟ ଗାର୍ଡ ମଧ୍ୟ ଏହି ଉଦ୍ଧାର କାମରେ ସାମିଲ ହୋଇଛନ୍ତି । ମଝି ସମୁଦ୍ର ଭିତରେ ପଇଁନ୍ତରା ମାରି ନିଖୋଜ ଛାତ୍ରୀଙ୍କୁ ଖୋଜିବାକୁ ଚେଷ୍ଟା କରୁଛି ଏୟାରକ୍ରାପ୍ଟ …

ପାୱାର କଟ୍ ନୁହେଁ ଯାନ୍ତ୍ରିକ ତ୍ରୁଟି ପାଇଁ କଟୁଛି ଲାଇନ୍: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବ୍ୟାପି ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ରହୁ ନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ପୁଣି ଥରେ କହିଛନ୍ତି ରାଜ୍ୟରେ ପାୱାର କଟ୍ ହେଉ…

ମଦ ନିଶାରେ ବାପାକୁ ଚିହ୍ନିଲାନି ପୁଅ; ଟାଙ୍ଗିଆରେ ହାଣି ଜୀବନ ନେଇଗଲା

ପୁରୀ: ଅନ୍ଧ କରିଦେଲା ମଦ ନିଶା । ପୁଅ ଚିହ୍ନି ପାରିଲାନି ବାପାକୁ । ଭଲ ଲାଗିଲାନି ବାପାର ଅନୁଶାସନ । ଧାରୁଆ ଟାଙ୍ଗିଆରେ ହାଣି ନେଇଗଲା ବାପାର ଜୀବନ । ଏମିତି ବର୍ବର ଘଟଣା ଗତକାଲି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ।  ପିପିଲି ଥାନା ସାନକଣ୍ଟି ଗ୍ରାମରେ ପୁଅର କୁରାଢ଼ି…

ଗିରଫ ହେଲା ଖଣି ମାଫିଆ ସୁଶାନ୍ତ ବରାଡ; ଆଜି କୋର୍ଟ ଚାଲାଣ

ନୟାଗଡ:ଖଣି ମାଫିଆ ସୁଶାନ୍ତ ବରାଡ଼କୁ ଗିରଫ କରିଛି ଓଡ଼ିଶା ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାଡ  ।  ନୟାଗଡ଼ ରଣପୁର ମୟୁରଝାଲିଆ ବେଆଇନ ଖଣି ଖନନ ମାମଲାରେ ତାଙ୍କୁ ଗିରଫ କରାଯାଇଛି ।ଖଣ୍ଡଗିରି ଅଞ୍ଚଳରୁ ତାଙ୍କୁ ତାଙ୍କ ଘରୁ ବୁଧବାର ଗିରଫ କରିଛି ପୋଲିସ । ରଣପୁର ତହସିଲ କୃଷ୍ଣପୁର ଗ୍ରାମର…