Latest Odisha News

BREAKING NEWS

Browsing Category

ଓଡିଶା

Odisha

ରେଶମ ପୋକ ନମାରି ତିଆରି ହୋଇଥିବା ଵସ୍ତ୍ର ଶ୍ରୀମନ୍ଦିରରେ ବ୍ୟବହାର ହେବ

ପୁରୀ: ରେଶମ ପୋକ ନମାରି ତିଆରି ହୋଇଥିବା ଵସ୍ତ୍ର ଏଣିକି ଶ୍ରୀମନ୍ଦିରରେ ବ୍ୟବହାର କରାଯିବ। ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ନୀଳାଦ୍ରୀ ଭକ୍ତ ନିବାସରେ ବସିଥିବା ପରିଚାଳନା କମିଟି ବୈଠକରେ ଏପରି ଏକ ଗୁରୁତ୍ୱପୂର୍ଣ…

ପାମ୍‌ ଚାଷ ପାଇଁ ୬ଟି କମ୍ପାନୀ ସହ ରାଜ୍ୟ ସରକାରଙ୍କ ଏମଓୟୁ

ଭୁବନେଶ୍ୱର: ରାଜ୍ୟ ସରକାର ୬ଟି କମ୍ପାନୀ ସହ ବୁଝାମଣାପତ୍ର (MOU) ସ୍ୱାକ୍ଷର କରି ପାମ ତେଲ ଚାଷ କରିବା ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ପାମ ଅଏଲ୍‌ କମ୍ପାନୀମାନଙ୍କ ମଧ୍ୟରେ ବୁଝାମଣାପତ୍ର…

ରାଜ୍ୟର ସମସ୍ତ ପଞ୍ଚାୟତ ଭିଡିଓ କନଫେରେନ୍ସିଂରେ ଯୋଡ଼ି ହେବ: ଆଇଟି ସଚିବ

ଭୁବନେଶ୍ୱର: ରାଜ୍ୟର ସମସ୍ତ ପଞ୍ଚାୟତକୁ ଭିଡିଓ କନଫରେନ୍ସିଂ କରିବାକୁ ପ୍ରୟାସ କରିଛନ୍ତି ସରକାର। ଡିଜିଟାଲ୍ ସଂଯୋଗ କରିବା ଦିଗରେ ପଦକ୍ଷେପ ନିଆଯାଉଥିବା ନେଇ ସୂଚନା ଓ ପ୍ରଯୁକ୍ତି ସଚିବ ବା ଆଇଟି ସଚିବ ମନୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି। ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି…

ବାଣୀ ବିହାର ଫ୍ଲାଏ ଓଭରବ୍ରିଜରେ ପିକ ଅପକୁ ଧକ୍କା ଦେଲା ଟ୍ରକ, ଡ୍ରାଇଭରଙ୍କର ମୃତ୍ୟୁ

ଭୁବନେଶ୍ୱର: ମଙ୍ଗଳବାର ସଂଧ୍ଯାରେ ବାଣୀବିହାର ଫ୍ଲାଏଓଭରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକଟି ରାସ୍ତା ଉପରେ ଛିଡା ହୋଇଥିବା ପିକ୍ ଅପକୁ ଧକ୍କା ଦେବାରୁ ପିକ୍ ଅପ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭରଙ୍କ ନାଁ ଅର୍ଜୁନ ଆଇଚ। ଏହି ଦୁର୍ଘଟଣାରେ…

ଖଣି ଦୁର୍ନୀତି ମାମଲାରେ ନୟାଗଡରେ ଜିଏସଟି ଅଧିକାରୀଙ୍କ ରେଡ୍

ନୟାଗଡ଼: ରଣପୁର ବ୍ଲକ୍ ମୟୁରଝାଳିଆଠାରେ ହୋଇଥିବା ଲାଟେରାଇଟ୍ ଖଣି ଦୁର୍ନୀତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ମଙ୍ଗଳବାର ଜିଏସଟି ଅଧିକାରୀମାନେ ଚଢ଼ାଉ କରିଛନ୍ତି। ଏହି ଚଢ଼ାଉରେ ମୁଖ୍ୟତଃ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ୪ ଜଣ ଖଣି ମାଲିକଙ୍କ କାର୍ଯ୍ଯାଳୟ ଓ ଘରେ ଚଢାଉ…

କଟକ: ଡ୍ରେନ ସନ୍ଧିରେ ଖସିପଡିବାରୁ ନାବାଳିକାର ମୃତ୍ଯୁ

କଟକ : ତାଳଦଣ୍ଡା କେନାଲରେ କାର ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ମଙ୍ଗଳବାର ଜଣେ ନାବାଳିକା ଦୁର୍ଘଟଣାରେ ପ୍ରାଣ ହରାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳେ କେଶରପୁର-ଗମାଣ୍ଡିଆ ଅଞ୍ଚଳରେ ଥିବା ଏକ ଡ୍ରେନ୍ ଉପରେ ଥିବା ବ୍ରିଜ୍ ଉପରେ ଥିବା ବଡ଼ ବଡ଼ ପାଇପ୍ ଓ କଂକ୍ରିଟ…

ରୋଷେଇ ବେଳେ ତରକାରୀ କଢେଇରେ ପଡିଯିବାରୁ ଛୋଟ ଛୁଆର ମୃତ୍ଯୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକ ଗାଁରେ ମଙ୍ଗଳବାର ଦିନ ଏକ ସାମୂହିକ ଭୋଜି ସମୟରେ ତରକାରୀ ରାନ୍ଧିବା ପାଇଁ ବ୍ୟବହୃତ ହେଉଥିବା ଏକ ବଡ଼ କଢ଼େଇରେ ଭୁଲବଶତଃ ପଡ଼ିଯିବାରୁ ଜଣେ ଶିଶୁ ପ୍ରାଣ ହରାଇଛି। ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ବୁଗୁଡା ଥାନା ଅନ୍ତର୍ଗତ ନାଗୁଡୁ ଗାଁରେ। ବିଶ୍ୱସ୍ତ…

ଫୋନ୍ ପେ’ରେ ଲାଞ୍ଚ ନେବା ମାମଲା, ଗିରଫ ପରେ ନିଲମ୍ବିତ ହେଲେ ଟାଟା ପାଓ୍ୱାର କର୍ମଚାରୀ

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଟାଟା ପାଓ୍ୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ)ର ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ବିଦ୍ୟୁତ୍ ବିତରଣ କମ୍ପାନୀ ଉକ୍ତ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ଅଭିଯୋଗର…

ହତ୍ୟା ଏବଂ ବୋମା ବିସ୍ପୋରଣ ଉଦ୍ୟମ ମାମଲାରେ ୭ ଗିରଫ

ପୁରୀ: ଜିଲ୍ଲାରେ ଦୁଇଟି ପୃଥକ ହତ୍ୟା ଉଦ୍ୟମ ଓ ବୋମାମାଡ଼ ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ପୁରୀ ସହରରେ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି କେ. ବିଶାଳ ସିଂହ ଏହି ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତ ୨୫ ତାରିଖରେ ଚନ୍ଦନପୁରରେ ଘଟିଥିବା ହତ୍ୟା ଉଦ୍ୟମ…

୭ ବର୍ଷ ତଳର ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଦୌରାଜଜ୍ ଦୁଇ ଜଣଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୭ ବର୍ଷ ତଳେ ଘଟିଥିବା ୧୬ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲାରେ ମଙ୍ଗଳବାର ଏହି ରାୟ ପ୍ରକାଶ ପାଇଛି। ମୟୂରଭଞ୍ଜ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୁମିତା ଜେନା ଏହି ମାମଲାର…