Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକରେ ୬ ଲେନ୍ ବିଶିଷ୍ଟ ରିଂ ରୋଡ୍ ନିର୍ମାଣ ପାଇଁ ସିଏମସି ଆରମ୍ଭ କଲା ଉଚ୍ଛେଦ ପ୍ରକ୍ରିୟା

କଟକ : ମଙ୍ଗଳବାର ସହରର ଖାନନଗରରେ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ବସ୍ତି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଫଳରେ ୪୨ଟି ଅସ୍ଥାୟୀ ଘର ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦ ଅଭିଯାନର ଉଦ୍ଦେଶ୍ୟ ହେଉଛି ନେତାଜୀ ବସ୍ ଟର୍ମିନାଲରୁ ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ୬ ଲେନ୍…

ବଜ୍ରପାତରେ ଗୋରୁ ମଲେ ମିଳିବ ୩୭ ହଜାର ୫ ଶହ ଟଙ୍କା, ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ବଜ୍ରପାତରେ ଗୃହପାଳିତ ପଶୁ ମଲେ ସହାୟତା ମିଳିବ । ଗାଈଙ୍କ ପିଛା ମିଳିବ ୩୭ ହଜାର ୫୦୦ ଟଙ୍କାର ସହାୟତା ରାଶି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିୟମ ଅନୁସାରେ, ଏହି ସହାୟତା ରାଶି ଦିଆଯିବ । ଗାଈ ମାଲିକଙ୍କୁ ମିଳିବ ସହାୟତା ରାଶି । ମଙ୍ଗଳବାର ଅପରାହ୍ଣରେ…

ତହସିଲ୍ କାର୍ଯ୍ୟାଳୟରୁ ଆର.ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ୍ କାର୍ଯ୍ୟାଳୟରୁ ଜଣେ ରାଜସ୍ୱ ନିରୀକ୍ଷକଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତ ଆର.ଆଇ ଜଣଙ୍କ ହେଉଛନ୍ତି ସଞ୍ଜୟ ଦାସ । ସେ ନିଶ୍ଚିନ୍ତକୋଇଲି ତହସିଲ୍ ଅନ୍ତର୍ଗତ ତରତଶାସନର ରାଜସ୍ୱ ନିରୀକ୍ଷକ ଥିଲେ । ସୂଚନା ଅନୁସାରେ, ଅପରାହ୍ଣ ପ୍ରାୟ ୫ଟା…

ଓଡ଼ିଶାରୁ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣର ୨୦ ବିଜେତାଙ୍କ ଇସ୍ରୋ ଅହମ୍ମଦାବାଦରେ ମହାକାଶ ଚମତ୍କାରିତା ଅନୁସନ୍ଧାନ

ଭୁବନେଶ୍ୱର: ଅହମ୍ମଦାବାଦ ସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍‌ଏସି)ର ସ୍ୱପ୍ନର ପରିଦର୍ଶନରୁ ଓଡ଼ିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ (ୟାଟ୍‌ସ) ୨୦୨୨-୨୩ ବିଜେତାମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଥି ସହିତ ଚଳିତ ବର୍ଷ ୟାଟ୍‌ସ…

ଜନସାଧାରଣଙ୍କୁ ଫାଇଦା ପହଞ୍ଚାଉଛି ହିଣ୍ଡାଲକୋ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ କମ୍ପାନୀ ହିଣ୍ଡାଲକୋ ପକ୍ଷରୁ ଓଡ଼ିଶାର ସମ୍ବଲପୁରରେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଉତ୍ତମ ଏବଂ ଅର୍ଥପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବାକୁ ବିବିଧ ସ୍ୱାସ୍ଥ୍ୟସେବା ପ୍ରୟାସ ହାତକୁ ନିଆଯାଇଛି । ଗତବର୍ଷ ହୀରାକୁଦର ୫ଟି ୱାର୍ଡରୁ ପ୍ରାୟ ୧୪,୦୦୦ ଲୋକ…

ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ: ସିଇସି

ଭୁବନେଶ୍ୱର: ଆରବ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଜୁନ୍ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍…

ସୋଆକୁ ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନରେ ସମ୍ମାନିତ କରାଯାଇଛି । ଗତ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ପ୍ରଦାନ କରାଯାଇଥିବା ସମ୍ମାନ ଅନୁଯାୟୀ…

ଭାରତରେ ବର୍ଷକୁ ରକ୍ତ କର୍କଟ ରୋଗର ଶିକାର ହେଉଛନ୍ତି ୧ ଲକ୍ଷ ଲୋକ

ଭୁବନେଶ୍ୱର: ରକ୍ତ କର୍କଟ ସମସ୍ୟା ଏକ ଜଟିଳ ବ୍ୟାଧି । ଭାରତରେ ବର୍ଷକୁ ୧ ଲକ୍ଷ ଲୋକ ରକ୍ତ କର୍କଟ ରୋଗରେ ଚିହ୍ନଟ ହେଉଛନ୍ତି । ତେବେ ଉପଯୁକ୍ତ ଚିକିତ୍ସା ଏବଂ ଦୃଢ଼ମନୋବଳ ଦ୍ୱାରା ଏହି ରୋଗକୁ ପରାସ୍ତ କରିହେବ ବୋଲି ବିଶ୍ୱ ରକ୍ତ କର୍କଟ ଦିବସ ଅବସରରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ।…

ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟକୁ ନେଇ ତେଜିଲା ରାଜନୀତି; ମୁହାଁମୁହିଁ ହେଲେ ବିଜେପି-ବିଜେଡି

ଭୁବନେଶ୍ୱର: ନବଦାସ ହତ୍ୟା ଘଟଣାର ଚାର୍ଜସିଟ ରିପୋର୍ଟକୁ ନେଇ ମୁହାଁମୁହିଁ ହେଲେ ବିଜେଡି-ବିଜେପି । ସିବିଆଇ ରିପୋର୍ଟକୁ ନେଇ ବିଜେପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଏପରିକି ଏହି ଘଟଣାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଖସାଇବା ଉଦ୍ୟମ କରାଯାଉଥିବା ବିଜେପି ଅଭିଯୋଗ ଆଣିଛି । ଏପରିକି…

ଖରାଦିନେ ଜଳସଙ୍କଟ ; ପାଣି ପାଇଁ ଡହଳ ବିକଳ ଲୋକେ

ମୟୁରଭଞ୍ଜ : ଖରାଦିନେ ପାଣି ପାଇଁ ହନ୍ତସନ୍ତ ଗାଁ ଲୋକେ । ବାରମ୍ବାର ଦାବି ପରେ ମଧ୍ୟ ମିଳୁନି ବୁନ୍ଦାଏ ଶୁଦ୍ଧ ପାନୀୟ ଜଳ । ଗ୍ରୀଷ୍ମ ପ୍ରବାହରେ ଲୋକେ ଆକ୍ତାମାକ୍ତା ହେଉଥିବା ବେଳେ ପାନୀୟ ଜଳର ଚିନ୍ତା କଷ୍ଟକୁ ଦ୍ୱିଗୁଣିତ କରିଛି । ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ନ ମିଳିବାରୁ ଶେଷରେ…