Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଟିଇଟି ପରୀକ୍ଷାରେ ପେପର୍ ଓ ସେଣ୍ଟର ଦ୍ୱନ୍ଦ୍ୱ, ପ୍ରତିକ୍ରିୟା ରଖିଲେ ବୋର୍ଡ ସଭାପତି

କଟକ: ଜୁଲାଇ ୧ ତାରିଖରେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷା ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଲାଗି ଆଡମିଟ୍ କାର୍ଡ ବୋର୍ଡ ୱେବସାଇଟ୍ http://bseodisha.ac.in/ ରେ ଉପଲବ୍ଧ ହୋଇଛି । ତେବେ କିଛି ପରୀକ୍ଷାର୍ଥୀ ଅଭିଯୋଗ…

ନାଗା ସାଧୁ ବେଶରେ ଆସି ପରିବାର ଠାରୁ ସୁନାଗହଣା ଲୁଟି ନେଲେ ୬ ଜଣ

ଭୁବନେଶ୍ୱର: ରାଜଧାନୀରେ ଲୁଟ୍ । ବେଶ ବଦଳାଇ ନାଗା ସାଧୁ ବେଶରେ ଆସିଲେ, ପରିବାର ଠାରୁ ଲୁଟିନେଲେ ଅଳଙ୍କାର । ସୂଚନା ଅନୁସାରେ, ଶନିବାର ସାଧୁଙ୍କ ବେଶରେ ୬ ଜଣ ଆସିବା ସହ ନନ୍ଦନକାନନ ଥାନା ରଘୁନାଥପୁର ଗୁଣ୍ଡିଚା ମନ୍ଦିରରେ ରହିଥିଲେ । ରଘୁନାଥପୁରର ପ୍ରାଣକୃଷ୍ଣ ପଢ଼ିହାରୀ ସାଧୁଙ୍କୁ…

ବିଦ୍ୟୁତ୍ କାଟ୍ ପରେ ବିଲିଂରେ ବି ଟାଟା ପାୱାରର ମନମାନି, ଟ୍ୱିଟରରେ ଜବାବ ମାଗିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଥମୁନି ଟାଟା ପାୱାରର ଶୋଷଣ । ଖରା ଦିନେ ଅଘୋଷିତ ବିଦ୍ୟୁତ୍ କାଟ ଲୋକଙ୍କୁ ହନ୍ତସନ୍ତ କରିଥିଲା । ଏବେ ଟାଟା ପାୱାର ମାସିକ ୩୦ ଦିନକୁ ୪୦ ଦିନ କରି ସାରିଲାଣି । ଏକଥା ଆମେ କହୁନୁ ବରଂ ଟାଟା ପାୱାର ଗ୍ରାହକଙ୍କୁ ଦେଉଥିବା ବିଦ୍ୟୁତ୍ ବିଲ୍ କହୁଛି । ଏନେଇ କଟକର ଜଣେ ଗ୍ରାହକ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଓଡ଼ିଶା ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ତୁଟୁନି ଘର କଳି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ କେଳେଙ୍କାରୀ ନେଇ ବିରୋଧୀ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିବା ନେଇ ବିଜେଡି କାଉଣ୍ଟର କରିଛି । ଆଜି ପ୍ରେସମିଟ୍ କରି ବିଜେଡି କହିଛି, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଗତ କିଛିଦିନ ହେଲା ରାଜ୍ୟ…

ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉ ଥିବା ବେଳେ ୨ ଯୁବକଙ୍କୁ ଧରି ପୋଲିସରେ ଦେଲେ ଗ୍ରାମବାସୀ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରୁ ଆସିଛି ସଙ୍ଗୀନ ଅଭିଯୋଗ । ଲୋକଙ୍କୁ ହିନ୍ଦୁ ଧର୍ମରୁ ଅନ୍ୟ ଧର୍ମକୁ ପରିବର୍ତ୍ତନ ପାଇଁ ୨ ଯୁବକ ପ୍ରବର୍ତ୍ତାଉ ଥିବା ଅଭିଯୋଗ ହୋଇଛି । ଖ୍ରୀଷ୍ଟ ଧର୍ମ ଗ୍ରହଣ ପାଇଁ ପ୍ରବର୍ତ୍ତାଇବା ବେଳେ ଗ୍ରାମବାସୀ ୨ ଯୁବକଙ୍କୁ ଧରିଛନ୍ତି । ୨…

ପାର୍ସଲରେ ଡ୍ରଗ୍ସ ଥିବା କହି ଭିଡିଓ କଲରେ ଯାଞ୍ଚ କଲେ; ଦେଢ଼ ଲକ୍ଷ ଠକି ନେଲେ ସାଇବର ଲୁଟେରା

ଭୁବନେଶ୍ୱର: ଅଜଣା ନମ୍ବରରୁ କଲ୍ ଆସୁଥିଲେ ସାବଧାନ ରୁହନ୍ତୁ । ନଚେତ୍ ଆପଣ ବି ଠକାମୀର ଶିକାର ହେବେ । ଭୁବନେଶ୍ୱରର ଜଣେ ବାସିନ୍ଦା ଫୋନ୍ କଲରେ ଦେଢ଼ ଲକ୍ଷ ଟଙ୍କ ହରାଇଛନ୍ତି । ଆଉ ସାଇବର ଠକ ନିଜକୁ ନାର୍କୋଟିକ୍ ବ୍ୟୁରୋର ଅଧିକାରୀ କହି ଏତେ ବଡ଼ ଠକେଇ କରିବା ପରେ ଘଟଣା ସାମ୍ନାକୁ ଆସିଛି ।…

ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ୍ ରୋଡ୍, ଚିନ୍ତାରେ ୧୦ ପଞ୍ଚାୟତବାସୀ

କାମାକ୍ଷାନଗର: ରାଜ୍ୟରେ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ହେଉଥି । ଲଗାଣ ବର୍ଷା ଫଳରେ ତଳିଆ ଅଞ୍ଚଳରେ ପାଣି ଜମୁଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଧୋଇ ଯାଇଛି ଆପ୍ରୋଚ୍ ରୋଡ୍ । ଜିଲ୍ଲାର ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ବତାସିଂହ ନାଳ ଉପର ଆପ୍ରୋଚ ରୋଡଟି ବର୍ଷା ଜଳରେ ଧୋଇ…

୨ ଦିନ ପ୍ରବଳ ବର୍ଷା, ୨୭ ସକାଳ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁ ସାରିଥିବା ବେଳେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଜି ଓ ଆସନ୍ତାକାଲି ବିକ୍ଷୀପ୍ତ ବର୍ଷା ହେବାକୁ ଥିବା ବେଳେ ୨୭ରୁ ବର୍ଷାର ପରିମାଣ କମିବ ବୋଲି…

ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ନବୀନଙ୍କ ସହ କେନ୍ଦ୍ର ସରକାରଙ୍କୁ ଟାଣିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଜିଲ୍ଲା ବୁଲୁଛନ୍ତି, ବିକାଶ କାର୍ଯ୍ୟର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ । ଯାହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଲଗାତାର ପ୍ରଶ୍ନ କରି ଚାଲିଛନ୍ତି । ଆଜି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପୁଣି ପାଣ୍ଡିଆନଙ୍କୁ ନେଇ ମୁଖ୍ୟମନ୍ତ୍ରୀ…

ନିର୍ମାଣର ୫ ବର୍ଷ ପରେ ବି ଆବଣ୍ଟନ ହୋଇନି ସରକାରୀ କ୍ୱାର୍ଟର, ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳ

ଯାଜପୁର: ଗଛଲତା, ଉଇହୁଙ୍କାରେ ପରିପୂର୍ଣ୍ଣ ଘର । ପଡ଼ିଛି ଗଦା ଗଦା ମଦ ବୋତଲ ସାଙ୍ଗକୁ ସିଗାରେଟ୍ ଓ ଦିଆସିଲ୍ । ଆପଣ ଭାବୁଥିବେ ଏ ଦୃଶ୍ୟ ବୋଧେ କେଉଁ ଭୂତ କୋଠିର । ଆଜ୍ଞା ନା ଆପଣଙ୍କ ଅନୁମାନ ଭୁଲ୍ । ଏସବୁ ଘର ହେଉଛି ସରକାରୀ କ୍ୱାର୍ଟର । ଆପଣ ଦେଉଥିବା ଟିକସ ଟଙ୍କାରେ ସରକାର ଏସବୁ ଘର…