Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖଣ୍ଡଗିରି ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ: ଭଉଣୀକୁ ହଇରାଣ କରିବାରୁ ପ୍ରତିଶୋଧ ନେଲା ନାବାଳକ ଭାଇ, ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଖଣ୍ଡଗିରି ଥାନା ଅଞ୍ଚଳର ଡବଲ ମର୍ଡର ଘଟଣାର ରହସ୍ୟ ଉପରୁ ପରଦା ହଟାଇଛି ପୋଲିସ। ଭଉଣୀ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବାକୁ ଯାଇ ଜଣେ ନାବାଳକ ନିଜ ସହଯୋଗୀ ସହ ମିଶି ଏହି ବର୍ବରକାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏହି ମାମଲାରେ…

ଗ୍ରାହକଙ୍କ ପାଇଁ ଖୁସି ଖବର! କମିଲା ସୁନା ଓ ରୁପା ଦର

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଗତ କିଛି ମାସ ଧରି ଲଗାତାର ସୁନା ଓ ରୁପାର ମୂଲ୍ୟ ବଢିଚାଲିଥିଲା। ଗ୍ରାହକଙ୍କ ଚିନ୍ତାର ବିଷୟ ପାଲଟିଥିଲା ସୁନା ଦର। ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। କିଛିଦିନ ପୂର୍ବରୁ ରେକର୍ଡ ସ୍ତରରେ ପହଞ୍ଚିଥିବା ସୁନା ଓ ରୁପାର…

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆସନ୍ତା ଜୁଲାଇ ୩ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଏବଂ ତାହାର ପାର୍ଶ୍ଵବର୍ତ୍ତୀ…

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଉନ୍ନତ ସୁରକ୍ଷା ମଡ୍ୟୁଲର ଶୁଭାରମ୍ଭ; ନାଗରିକଙ୍କୁ ମିଳିବ ଏହି ସବୁ ସୁବିଧା

ଭୁବନେଶ୍ବର: ‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଉନ୍ନତ ସୁରକ୍ଷା ମଡ୍ୟୁଲର ଶୁଭାରମ୍ଭ କଲେ ରାଜ୍ୟ ସରକାର । ଏହି ମଡ୍ୟୁଲ୍ ସାମିଲ କରିବା ପରେ ଏହାକୁ ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ କରାଯାଇଛି । ନୂଆ କରି ସାମିଲ ହୋଇଥିବା ଏହି ସୁରକ୍ଷା ମଡ୍ୟୁଲକୁ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଗଜପତି ଦିବସ’ ପାଳିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଗଜପତି ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ "କେବଳ ଓଡ଼ିଆ ବୋଲି ଗର୍ବ କରିବା ଯଥେଷ୍ଟ ନୁହେଁ, ବରଂ ଏହି ଗୌରବଶାଳୀ ଜାତିକୁ ନିଜ ଭିତରକୁ…

ସୁଇମିଂ ପୁଲ୍‌ରେ ବୁଡ଼ି ଗଲେ ଯୁବତୀ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

ପୁରୀ: ସୋମବାର ରାତିରେ ପୁରୀର ଏକ ହୋଟେଲରେ ଥିବା ସୁଇମିଂ ପୁଲରେ ଗାଧୋଇବା ବେଳେ ବୁଡ଼ି ଗଲେ ଜଣେ ୨୫ ବର୍ଷୀୟା ଯୁବତୀ। ମୃତକ ହେଲେ ସୁମିତ୍ରା ମହାପାତ୍ର ଓରଫ ମାମା। ସେ ଗୌଡାବାଡା ସାହିର ବାସିନ୍ଦା। ପୁଲିସ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ସଂରକ୍ଷଣ ଗୃହରେ…

Villagers Attack Forest Officials:ବନ କର୍ମଚାରୀଙ୍କୁ ଗାଁ ଲୋକଙ୍କ ସଂଘବଦ୍ଧ ଆକ୍ରମଣ;ବୃକ୍ଷରୋପଣ ବେଳେ ଆକ୍ରମଣ…

ବଲାଙ୍ଗୀର:ମାଡ଼ ଖାଇଲେ ବନ କର୍ମଚାରୀ । ବନ କର୍ମଚାରୀମାନେ ବୃକ୍ଷରୋପଣ ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଯୁବାମାଲ ଗାଁରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ସୂଚନାମୁତାବକ, ଯୁବାମାଲ ଗାଁର ମୁଣ୍ଡାପଡାରେ ଲୋକେ ଜଙ୍ଗଲ ଜମିକୁ ଦଖଲ କରିଥିବା…

ଖଣ୍ଡଗିରି ହତ୍ୟାକାଣ୍ଡ: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବାପା, ପୋଲିସ ନେଲା ବଡ଼ ଆକ୍ସନ

ଭୁବନେଶ୍ୱର: ଖଣ୍ଡଗିରି ହତ୍ୟାକାଣ୍ଡ ମାମଲା। AIIMSରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବାପା। ପୂର୍ବରୁ ପୁଅ କୃଷ୍ଣ ପାଢ଼ୀର ମୃତ୍ୟୁ ହୋଇଥିବା ବେଳେ ବଞ୍ଚାଇବାକୁ ଯାଇ ବାପା ଗୁରୁତର ହୋଇ ଏମ୍ସରେ ଚିକିତ୍ସା ହେଉଥିଲେ। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣ ପାଢ଼ୀଙ୍କର ବାପା ଆଖି…

ଜଳିଗଲା ଯାତ୍ରା ପେଣ୍ଡାଲ

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଲାଞ୍ଜିଆରେ ସୋମବାର ବିଳମ୍ବିତ ରାତିରେ ଯାତ୍ରା ପ୍ରଦର୍ଶନ ସମୟରେ ଏକ ବାଣ ବିସ୍ଫୋରଣ ଘଟିବାରୁ ଅଗ୍ନିକାଣ୍ଡ ହୋଇଥିଲା। ସୂଚନା ଅନୁଯାୟୀ, ରାମାୟଣ ନାଟକ ଚାଲିଥିବା ସମୟରେ ରାତି ପ୍ରାୟ ୨.୩୦ ସମୟରେ ଏହି ଘଟଣା ଘଟିଥିଲା। ଅଚାନକ କୌଣସି କାରଣ ବଶତଃ ହଜାର…

ବୁର୍ଲା ଭିମସାରର ୨ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଭୀମସାରର ଦୁଇ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଏଷ୍ଟାବ୍ଲିସମେଣ୍ଟ ଅଫିସର ଓ ଷ୍ଟିୱାର୍ଡଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାଧିକ ସ୍ଥାନରେ ଚାଲିଛି ରେଡ୍। ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ବାଳଙ୍କ ଘର ସମେତ ୪ ସ୍ଥାନରେ ରେଡ୍‌…