Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୁଇ ବାଇକ୍‌ ଧକ୍କାରେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ, ୨ ଗୁରୁତର

ଆନ୍ଦନପୁର: ଆଗପଛ ହେଇଯାଉ ଥିବା ଭେଳେ ଘାଟି ରାସ୍ତାରେ ପରସ୍ପର ଧକ୍କା ହେଲା ଦୁଇ ବାଇକ। ଚାଲିଗଲା ୩ ସାଙ୍ଗଙ୍କ ଜୀବନ। କେନ୍ଦୁଝର ଜିଲ୍ଲାର ମହୁଲଡିହା ଥାନା ନର୍ଦା ଗାଁ ନିକଟରେ ଏଭଳି ସଡ଼କ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।…

ନିର୍ବାଚନ ପୂର୍ବରୁ ବିଜେଡି ନିଯୁକ୍ତ କଲା ଆଉ ୬ ପର୍ଯ୍ୟବେକ୍ଷକ, ଭୁବନେଶ୍ବରକୁ ଫୋକସ କରିବେ ଶ୍ରୀମୟୀ

ଭୁବନେଶ୍ୱର: ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି) ଗୁରୁବାର ଆଉ ୬ ଜଣ ନେତାଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜଙ୍କୁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ଦଳ। ଦଳର…

ମୌସୁମୀ ଛୁଇଁବା ପୂର୍ବରୁ ଜଳୁଛି ଓଡ଼ିଶା: ଝାରସୁଗୁଡ଼ା ୪୪.୮ ଡିଗ୍ରୀ, ୨୪ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ଛୁଇଁବାରୁ ଅଳ୍ପଦିନ ବାକି ରହିଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗୁରୁବାର ୨୪ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସନ୍ଧ୍ୟା ବୁଲେଟିନ୍ ଅନୁଯାୟୀ, ଦିନରେ ୭ଟି…

ମହିମା ପୀଠର ବିକାଶ ପାଇଁ ଖର୍ଚ୍ଚ ହେବ ୧୧୨ କୋଟି, ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ପ୍ରସ୍ତାବ

ଢେଙ୍କାନାଳ: ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପ ରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ୫T ଶ୍ରୀ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର…

ଛତିଶଗଡର ନାବାଳିକା ବଲାଙ୍ଗୀରରୁ ଉଦ୍ଧାର, ଯୁବକ ଗିରଫ

ବଲାଙ୍ଗୀର : ନିକଟରେ ଛତିଶଗଡ଼ର ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଥିବା ଜଣେ ନାବାଳିକାକୁ ପୁଲିସ ସଫଳତାର ସହ ଉଦ୍ଧାର କରିଛି। ଫେରାର ହୋଇଯାଇଥିବା ନାବାଳିକା ଜଣଙ୍କୁ ବଲାଙ୍ଗୀର ଜିଲ୍ଲାରୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ନାବାଳିକା ଜଣକ ଘରୁ ନିଖୋଜ ହୋଇଯାଇଥିଲା।…

ଏମକେସିଜି ମେଡିକାଲର ପ୍ରଥମ ବର୍ଷ ପିଜି ଛାତ୍ରୀ ସୁଭାନୀଙ୍କ ସନ୍ଦେହଜନକ ମୃତ୍ଯୁ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜର ପିଜି ପ୍ରଥମ ବର୍ଷ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଚର୍ମରୋଗ ବିଭାଗର ସୁଭାନୀ ପଟ୍ଟନାୟକ ନାମକ ଏହି ଛାତ୍ରୀଙ୍କୁ ତାଙ୍କ ହଷ୍ଟେଲ ରୁମ୍ରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପରେ ଡାକ୍ତରଖାନାରେ ଭର୍ତ୍ତି…

ଗଞ୍ଜାମର ବିଜେଡି ନେତାଙ୍କୁ ଦଳରୁ ବାହାର କଲେ ନବୀନ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ସାନଖେମୁଣ୍ଡି ବ୍ଲକ ବିଜେଡି ସଭାପତିଙ୍କୁ ଦଳରୁ ବିଦା କରିଛନ୍ତି ନବୀନ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସଭାପତି ନୀଳମାଧବ ରାଉତଙ୍କୁ ଦଳରୁ ବାହାର କରି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲାରେ…

ରଥ ପୂର୍ବରୁ ଅଘଟଣ, ସିସିଟିଭି ଲଗାଇବା ବେଳେ ବିଦ୍ୟୁତ୍ ଲାଗି ଯୁବକଙ୍କ ମୃତ୍ୟୁ

ପୁରୀ: ରଥଯାତ୍ରା ପୂର୍ବରୁ ପୁରୀ ଟାଉନ ଥାନାରେ ଅଘଟଣ । ରଥଯାତ୍ରା ପାଇଁ ଥାନା କଣ୍ଟ୍ରୋଲ ରୁମ୍ ଛାତ ଉପରେ ସିସିଟିଭି ଲଗାଉଥିବା ବେଳେ ବିଦ୍ୟୁତ୍ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କଟକ ରାଜା ବଗିଚା ଅଞ୍ଚଳର ରାକେଶ ବେହେରା । ସିସିଟିଭି ଲଗାଇବା ବେଳେ ରାକେଶ ବିଦ୍ୟୁତ୍…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିଟ୍ ୟୁଜି ପରୀକ୍ଷାର ୩ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)-ୟୁଜି ପରୀକ୍ଷାରେ ଓଡ଼ିଶାରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରୁଥିବା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୩ଜଣ ବିଦ୍ୟାର୍ଥୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସର୍ବଭାରତୀୟସ୍ତରରେ ଅଷ୍ଟମ ରାଙ୍କରେ…