Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁଣ୍ଡୁଳି ବ୍ୟାରେଜ ଉପରେ ଥୁଆ ହୋଇଛି ସ୍କୁଟି, କୁଆଡେ ଗଲେ ଛାତ୍ରୀ ?

ଭୁବନେଶ୍ୱର: ମୁଣ୍ଡଳି ବ୍ୟାରେଜରୁ ଡେଇଁ ପଡିଲେ ଛାତ୍ରୀ । ଏ ଯାଏ ଯୁବତୀଙ୍କର ପତା ମିଳିନି ।  ଗତକାଲି ରାତିରେ ମୁଣ୍ଡଳି ବ୍ୟାରେଜ ଉପରେ ସ୍କୁଟି ରଖି ଯୁବତୀ ଜଣକ ପାଣିକୁ ଡେଇଁ ପଡିଛନ୍ତି। ପୋଲିସ୍ ଖୋଜାଖୋଜି କରୁଛି। ସମ୍ପୃକ୍ତ ଯୁବତୀ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରଏବଂ ତାଙ୍କ ନାଁ…

ଆଜି ହଜି ଯିବ ଛାଇ; ୧୧ଟା ୪୩ ମିନିଟ୍‌ରେ ଦେଖିବେ ଛାୟା ହୀନ କାୟା

ଭୁବନେଶ୍ୱର: ଆଜି ଶୂନ୍ୟ ଛାୟା ଦିବସ । କାୟାରୁ ହଜିଯିବ ଛାୟା ।ଯେଉଁ ଛାଇ ଆମର ପଛେ ପଛେ ଧାଉଁଥାଏ, ଆମର ପାଖ ଛାଡି ନ ଥାଏ ସେ ଆଜି ଆମଠାରୁ ଅଲଗା ହୋଇଯିବ  ।  ଆଜି ଭୁବନେଶ୍ୱରରେ ଜିରୋ ସ୍ୟାଡୋ ଡେ’।   ଦିନ ୧୧ଟା ୪୩ ମିନିଟ୍‌ରେ ହଜି ଯିବ ନିଜ ଛାଇ। ଜ୍ୟୋତିର୍ବିଜ୍ଞାନୀଙ୍କ କହିବା…

ଥୁଆମୁଳ-ରାମପୁରରେ ଯୁକ୍ତ ୩ ଡିଗ୍ରୀ କଲେଜ ସଂପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି । ପ୍ରଥମେ ସେ ପିପଳ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ  ଅଞ୍ଚଳ ଗସ୍ତ କରି…

ତୋଗଲକି ଶାସନ ସହ ନୋଟବନ୍ଦୀର ତୁଳନା କଲା କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି, ୨୦୧୬ ନଭେମ୍ବର ମାସ ୮ ତାରିଖରେ ଯେଉଁ ନୋଟବନ୍ଦୀ ଘୋଷଣା କରାଯାଇଥିଲା ତାହା କାହାର ସ୍ୱାର୍ଥକୁ ପୂରଣ…

କିମ୍‍ସରେ ଟ୍ରମା କେୟାର ଉପରେ କର୍ମଶାଳା

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ (କିମ୍‌ସ)ରେ ଆଡ୍‍ଭାନ୍‍ସଡ୍‍ ଟ୍ରମା କେୟାର ଉପରେ ଦୁଇ ଦିନିଆ କର୍ମଶାଳା ଓ ନିରନ୍ତର ଡାକ୍ତରୀ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦକ୍ଷତା ବୃଦ୍ଧି ଓ ପରିଣାମରେ ସୁଧାର ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ ଏହି…

ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ନେଇ ସମ୍ମମ୍‌ରେ କର୍ମଶାଳା

ଭୁବନେଶ୍ୱର: ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ନେଇ ସମ୍ ଅଲ୍ଟିମେଟ ମେଡିକେୟାରରେ ଶନିବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ହସ୍ପିଟାଲ୍‌ର ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସମେତ ନର୍ସ, ପାରାମେଡିକ୍ସ ଓ ଲାବାରେଟୋରୀ ଟେକ୍ନିସିଆନ୍‌ମାନେ ଯୋଗ…

ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି

ଭୁବନେଶ୍ୱର: ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ (Police Recruitment Board) ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ । ଏତଦ୍‌ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା…

ଓଡ଼ିଶାରେ ଆଉ ୨ଟି ନୂଆ ରେଳ ଲାଇନ୍ ପାଇଁ କେନ୍ଦ୍ର ଦେଲା ମଞ୍ଜୁରୀ

ଭୁବନେଶ୍ୱର: କେନ୍ଦ୍ର ସରକାର ଓଡ଼ିଶା ପାଇଁ ୨ଟି ନୂଆ ରେଳ ପ୍ରକଳ୍ପ ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ୨ଟି ନୂଆ ରେଳ ଲାଇନ୍ କାର୍ଯ୍ୟ ଆରମ୍ଭ ହେବ । ଏନେଇ ରେଳ ମନ୍ତ୍ରଣାଳୟ (ପୂର୍ବତଟ ରେଲୱେ-ନିର୍ମାଣ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱତନ୍ତ୍ର ଭାବେ ଅନୁମୋଦିତ…

ବିଜେପିର ୨୦୨୪ ପ୍ଲାନ୍, ‘ବିଜେଡି ମୁକ୍ତ ଓଡ଼ିଶା’

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ବିଜେପି ‘ବିଜେଡି ମୁକ୍ତ ଓଡ଼ିଶା’ ଗଠନ ପାଇଁ ଲକ୍ଷ୍ୟ ରଖିଛି । ଆଜି ବସିଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ୨୦୦୦ ମସିହାରୁ…

ଭଲ ଖବର! ଏସିଡ୍ ପୀଡ଼ିତା ପ୍ରମୋଦିନୀ ହେଲେ ମା’

ଭୁବନେଶ୍ୱର: ପ୍ରମୋଦିନୀ ରାଉଳ..ଖବରକାଗଜ ଓ ଟିଭି ଚ୍ୟାନେଲରେ ଜଣେ ପିରିଚିତ ନାଁ। ଯିଏକି ଏସିଡ ଆକ୍ରମଣର ଶିକାର ହୋଇ ବର୍ତ୍ତିବା ପରେ ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଥିବା ଏହି ମହିଳା ଏବେ ଜଣେ ସନ୍ତାନର ମା' ହୋଇଛନ୍ତି। ପ୍ରମୋଦିନୀ ଏକ ସୁସ୍ଥ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଏବେ ତାଙ୍କୁ…