Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ହୋଟେଲ୍ ଉପରେ ବୋମାମାଡ଼

ଭୁବନେଶ୍ୱର: ଗୁରୁବାର ରାତିରେ ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ଏକ ହୋଟେଲ ଉପରେ ବୋମାମାଡ଼ ହୋଇଛି । ବାଇକ୍ ଯୋଗେ ୨ ଜଣ ଦୁର୍ବୃତ୍ତ ଜାତୀୟ ରାଜପଥରେ ରସୁଲଗଡ଼ ଛକରେ ପହଞ୍ଚିଥିଲା । ରାତି ପ୍ରାୟ ୮ଟା ୧୫ ପାଖାପାଖି ଓଭରବ୍ରିଜରେ ବାଇକକୁ ରଖି ବୋମା ଫିଙ୍ଗିଥିଲେ ଦୁଇ ଦୁର୍ବୃତ୍ତ ।…

ପୁଞ୍ଚ ୫ ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ

ଭୁବନେଶ୍ୱର: ଜମ୍ମୁ କାଶ୍ମୀରର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଥିବା ଜଣାପଡ଼ିଛି । ସେନା ବାହିନୀର ଗାଡ଼ିକୁ ଆତଙ୍କବାଦୀ ଗ୍ରେନେଡ୍ ମାଡ଼ କରିଥିବା ଗାଡ଼ି ଜଳି ଯାଇଥିଲା । ସହିଦ ହୋଇଥିବା ଓଡ଼ିଆ ଯବାନ ଜଣଙ୍କ ଘର…

ଅନଲାଇନ୍ ଟ୍ରେଡିଂ ଫ୍ରଡ୍, ବାଲେଶ୍ୱରରୁ ୨ ଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ୱର: ଅର୍ଥନୈତିକ ଅପରାଧ ଶାଖା (EOW) ଗୁରୁବାର ୨ ଜଣଙ୍କୁ ଗିରଫ କରିଛି । ବାଲେଶ୍ୱରର ୩୦ ଜଣଙ୍କ ଠାରୁ ଉଭୟ ଅନଲାଇନ୍ ଟ୍ରେଡିଂ ନାଁରେ ପ୍ରାୟ ୪ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଗିରଫ ଦ୍ୱୟ ରିପନ କୁମାର ଜେନା ଓ ଅନୁପମ ପ୍ରଧାନ ବୋଲି ଜଣାପଡ଼ିଛି । ଗିରଫ ରିପନ ଜେନା…

ଗବେଷଣା କ୍ଷେତ୍ରରେ ସହଯୋଗ ନିମନ୍ତେ ସୋଆ ଓ ଜିମ୍ବାୱେ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ବିଭିନ୍ନ ଏକାଡେମିକ୍ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗ ଓ ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଜିମ୍ବାୱେର ବିନ୍ଦୁରା ବିଶ୍ୱବିଦ୍ୟାଳୟ ଅଫ୍ ସାଇନ୍ସ ଏଜୁକେସନ୍ ମଧ୍ୟରେ ଗୁରୁବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଏକ…

ଛୁଆଙ୍କୁ ଟିକାକରଣରେ ଓଡ଼ିଶା ଆଗରେ, ପ୍ରଶଂସା କଲା ୟୁନିସେଫ୍

ଭୁବନେଶ୍ୱର: ଜାତୀୟ ହାର ଠାରୁ ଛୁଆଙ୍କୁ ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଗୁଆ । ୟୁନିସେଫ୍ ପକ୍ଷରୁ ଫର୍ ଏଭ୍ରି ଚାଇଲ୍ଡ, ଭ୍ୟାକ୍ସିନେସନ୍ ରିପୋର୍ଟ ‘ଦ ଷ୍ଟେଟ୍ ଅଫ୍ ଦି ୱାର୍ଲ୍ଡ୍ସ ଚିଲଡ୍ରେନ୍ ୨୦୨୩’ ପ୍ରକାଶ ପାଇଛି । କୋଭିଡ୍ ପାଇଁ ଅନେକ ଛୁଆ ବିଶ୍ୱରେ ଟିକା ନେଇ ନଥିବା ରିପୋର୍ଟରେ ଉଲ୍ଲେଖ…

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର: ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ପୂର୍ବାପେକ୍ଷା ବହୁ ମାତ୍ରାରେ କେନ୍ଦ୍ରୀୟ ଅନୁଦାନର ସହାୟତା ମିଳୁଛି । ରାଜ୍ୟ ସରକାରଙ୍କ ଦଳୀୟ ପାତର ଅନ୍ତର ନୀତି ଓ ଅପାରଗତା କାରଣରୁ ମୋଦି ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି…

୨୩ରୁ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା

ପୁରୀ: ଆସନ୍ତା ୨୩ ତାରିଖରୁ ପବିତ୍ର ଚନ୍ଦନଯାତ୍ରା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସମେତ ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପି ନୌକାବିହାର ବା ଜଳକ୍ରୀଡା କରିବେ । ଯାହାକୁ ବାହାର ଚନ୍ଦନ ଯାତ୍ରା କୁହାଯାଏ । ସେଥିପାଇଁ…

ନୂଆ ପିଢ଼ିର ପ୍ରଯୁକ୍ତି ଦକ୍ଷତା ଉପରେ ବଡ଼ ଧରଣର ଗୁରୁତ୍ୱ ଦେବ ଓଡ଼ିଶା: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ସ୍କିଲ୍ କନକ୍ଲେଭ୍  ୨୦୨୩କୁ ଉଦଘାଟନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଶ୍ୱ ସ୍ତରରେ ଚମକିବା ଲାଗି ବ୍ରାଣ୍ଡ୍ “ସ୍କିଲ୍ଡ ଇନ୍ ଓଡ଼ିଶା’ ପ୍ରସ୍ତୁତ ରହିଛି । ଦେଶରେ ନୂଆ ପିଢ଼ିର ପ୍ରଯୁକ୍ତି ଦକ୍ଷତା ଲାଗି କେନ୍ଦ୍ର ରାଜ୍ୟ ଭିତରେ ସହଯୋଗିତାରେ…

ବଡ଼ମ୍ବା ସମବାୟ ଚିନି କଳ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ବଡ଼ମ୍ବା ଚିନି କଳ ସମ୍ପର୍କରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁୂଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଆୟୋଜିତ ଉକ୍ତ ବୈଠକରେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ସମବାୟ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢା,…

କାଲିଠୁ ଓବିସି ମୋର୍ଚ୍ଚାର ଜନଜାଗରଣ ଯାତ୍ରା; ଲିଫ୍‌ଲେଟ୍‌, ପୋଷ୍ଟର ଓ ଗୀତ ରିଲିଜ୍‌

ଭୁବନେଶ୍ୱର: ସାରା ଦେଶରେ ଶିକ୍ଷା ଓ ନିଯୁକ୍ତିରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ଓଡ଼ିଶାରେ ଏହା ମିଳୁନାହିଁ । ବିଶେଷକରି ଶିକ୍ଷା ଅନୁଷ୍ଠାନରେ ନାମଲେଖାରେ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଆଦୌ ସଂରକ୍ଷଣ ମିଳୁନାହିଁ । ରାଜ୍ୟରେ ଓବିସିଙ୍କ ଜନସଂଖ୍ୟା ହେଉଛି ୫୪…