Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରଜନନ ଋତୁ ଯୋଗୁଁ ସମୁଦ୍ରରେ ମାଛ ଧରିବା ଉପରେ ସରକାରଙ୍କ କଟକଣା, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଓଡ଼ିଶା ଉପକୂଳରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବାଉପରେ ରାଜ୍ୟ ସରକାର ସାମୟିକ କଟକଣା ଜାରି କରିଛନ୍ତି। ରାଜ୍ୟ କୃଷିଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ…

ଦିନ ସାଢେ ୧୧ଟାରେ ୩୯ ଡିଗ୍ରୀରେ ସିଝୁଛି ରାଜଧାନୀ

ଭୁବନେଶ୍ୱର: ଦୁଇଦିନ ହେଲା ଜଳୁଛି ସାରା ରାଜ୍ୟ । ସକାଳୁ ସକାଳୁ ତାପମାତ୍ର ଅସହ୍ୟ ହୋଇ ପଡୁଛି । ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ ହୋଇ ଯାଉଛି । ଆଜି ସକାଳ ୮ଟା ସୁ୍ଦ୍ଧା ରାଜଧାନୀରେ ତାପମାତ୍ରା ୩୨ ଡିଗ୍ରୀ ଛୁଇଁଥିବା ରେକର୍ଡ କରାଯାଇଛି । ପରେ ତାପମାତ୍ରା ବଢି ପୂର୍ବାହ୍ନ ୧୧ଟା ୩୦…

ରାଜ୍ୟରେ ଆଜିଠାରୁ ଆରମ୍ଭ ହେଲା ସକାଳୁଆ ସ୍କୁଲ୍, ଆବଶ୍ୟକସ୍ଥଳେ ସମୟ ପରିବର୍ତ୍ତନ କରିପାରିବେ ଜିଲ୍ଲାପାଳ

ଭୁବନେଶ୍ୱର : ଆଜି(ମଙ୍ଗଳବାର)ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ଏଣିକି ସକାଳ ୭ଟାରୁ ସାଢେ଼ ୧୧ ଟା ଯାଏ ଚାଲିବ କ୍ଲାସ୍ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ  ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, ସକାଳ ୭ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ। ପ୍ରବଳ ଖରାକୁ…

କୋଇଲା ଖଣିରେ ଶ୍ରମିକଙ୍କ ଉପରେ ଚଢିଗଲା ବୋଲେରୋ, ୨ ମୃତ

ସୁନ୍ଦରଗଡ:  କୋଇଲା ଖଣିରେ ଅଘଟଣ । ବୋଲେରୋ ଉପରେ ଭାରୀଯାନ ମାଡିଯିବାରୁ ୨ଜଣଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ କୋଇଲା ଖଣିରେ  କାମ କରିବା ବେଳେ ଏପରି ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ଲାଞ୍ଚ ନେଉଥିଲେ ଶିକ୍ଷାଧିକାରୀ , ମାଡି ବସିଲା ଭିଜିଲାନ୍ସ

ଢେଙ୍କାନାଳ: ଲାଞ୍ଚ ନେଇ ଧରାପଡିଲେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ । ଜଣେ ଶିକ୍ଷକଙ୍କଠାରୁ  ଲାଞ୍ଚ ନେଉଥିଲାବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ଭିଜିଲାନ୍ସ ଟ୍ରାପରେ ପଡିଥିବା ଏହି ଶିକ୍ଷାଧିକାରୀଜଣକ ହେଉଛନ୍ତି ଶାନ୍ତନୁ କୁମାର ମଲ୍ଲିକ । ତାଙ୍କଠାରୁ ୧୦ ହଜାର ଟଙ୍କା ଜବତ କରାଯାଇଛି ।…

ସକାଳୁ ସକାଳୁ ପିଲାଙ୍କୁ ନେଇ ଯାଉଥିଲା ସ୍କୁଲ ଭ୍ୟାନ; ରାସ୍ତାକଡକୁ ଓଲଟି ପଡିଲା

ଜଗତସିଂପୁର:ସକାଳୁ ସକାଳୁ ସ୍କୁଲ ପିଲାଙ୍କୁ ନେଇ ଯାଉଥିଲା ଟାଟା ଭ୍ୟାନ । ରାସ୍ତାକଡକୁ ଓଲଟି ପଡିଲା । ଏମିତି ଘଟଣା ଆଜି ସକାଳୁ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ନିକଟ ସନ୍ତରାଗଡ଼ା ନିକଟରେ  । ଦୁର୍ଘଟଣାରେ ୧୧ ଛାତ୍ରଛାତ୍ରୀଙ୍କ ସମତେ ୨ ଜଣ ଶିକ୍ଷୟିତ୍ରୀ ଆହତ…

ମର୍ଣ୍ଣିଂୱକ ବେଳେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ବର: ବାଲେଶ୍ୱର  ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ତଥା ବିଜେପି ନେତା ଲୋକନାଥ ରାଉତଙ୍କୁ ମରଣାନ୍ତକ ଆକ୍ରମଣ । ସୋର ଥାନା ନିକଟରେ ଦୁବୃର୍ତ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଲୋକନାଥ ମର୍ଣ୍ଣିଂୱାକରେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା । ସୋର ଥାନାଠାରୁ…

ପାଖଉଛି ନିର୍ବାଚନ, ବଢୁଛି ଧର୍ମେନ୍ଦ୍ରଙ୍କ ଦ୍ବନ୍ଦ୍ବ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତକି ପାଖେଇ ଆସୁଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦ୍ବନ୍ଦ ସେତିକି ବଢ଼ିବାରେ ଲାଗିଛି। ବିହାର ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ବିଜେପିର ଏହି ଶୀର୍ଷ ନେତା ଚଳିତଥର ନିର୍ବାଚନ ଲଢ଼ିବେ…

କାହା ଛତ୍ରଛାୟା ତଳେ ଶ୍ରଦ୍ଧାଞ୍ଜଳି, କାହିଁକି ଗିରଫ କରାଯାଉନି କହି ବର୍ଷିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ହାଇପ୍ରୋଫାଇଲ ସେକ୍ସରାକେଟ ମାମଲାର ମୁଖ୍ୟ ଅଭିଯୁକ୍ତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବିସ୍ଫୋରକ ବୟାନ ଦେଇଛନ୍ତି। ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ସିବିଆଇ କୋର୍ଟରେ ହାଜର ହୋଇ ବାହାରିବା ପରେ ସେ କହିଛନ୍ତି, ସେକ୍ସ ରାକେଟ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରା ମଧ୍ୟ ସାମିଲ…

ପୋଷ୍ଟାଲ ଚାକିରିରେ ଜାଲ୍ ସାର୍ଟିଫିକେଟ: ସିବିଆଇ ତଦନ୍ତ ପାଇଁ ଅନୁରୋଧ

ଭୁବନେଶ୍ୱର: ପୋଷ୍ଟାଲ ଚାକିରିରେ ବାହାରା ରାଜ୍ୟର ଲିଙ୍କ୍ । ସିବିଆଇ ତଦନ୍ତ ପାଇଁ ଅନୁରୋଧ କଲେ ପୋଷ୍ଟ ମାଷ୍ଟର ଜେନେରାଲ। କ୍ରାଇମବ୍ରାଞ୍ଚ ଏହି ମାମଲାରେ ଏପ୍ରିଲ ୧ ତାରିଖରୁ ତଦନ୍ତ କରୁଛି। ଯେଉଁଥିରେ ଉତ୍ତର ପ୍ରଦେଶ ସହ ଏକ ଲିଙ୍କ୍ ସାମ୍ନାକୁ ଆସିଛି। ଏହାପରେ ସିବିଆଇ ତଦନ୍ତ ପାଇଁ…