Latest Odisha News

BREAKING NEWS

Browsing Category

ଓଡିଶା

Odisha

ନକଲି ଶିକ୍ଷକ ମାମଲା: ବିଇଓ ଓ ଡିଇଓଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ନକଲି ଶିକ୍ଷକଙ୍କୁ ଚିହ୍ନଟ କରିବାକୁ ବ୍ଲକ ଶିକ୍ଷା ଅଧିକାରୀ (BEO) ଓ ଜିଲ୍ଲା ଶିକ୍ଷା ଅଧିକାରୀ(DEO)ଙ୍କୁ ନିର୍ଦ୍ଦେଶ। ଦୁଇ ଦିନ ମଧ୍ୟରେ ଏଭଳି ମାମଲା ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷା ବିଭାଗର ନିର୍ଦ୍ଦେଶକ…

‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଗଠନ ନିଷ୍ପତ୍ତି: ରାଜ୍ୟ ରାଜନୀତି ସରଗରମ, ଘେରିଲେ ବିରୋଧୀ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଦଳ ରାଜ୍ୟ ସରକାରଙ୍କ 'ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ' ଗଠନ ନିଷ୍ପତ୍ତିକୁ ନେଇ ସମାଲୋଚନା କରିଛନ୍ତି। ଯାହା ଏହି ପଦକ୍ଷେପକୁ ବିବାଦୀୟ କରିପକାଇଛି। ବିଜେପି ଓ କଂଗ୍ରେସ ଦଳ ଅଭିଯୋଗ କରିଛନ୍ତି ଯେ, ସରକାର ରାଜନୈତିକ ଫାଇଦା ପାଇଁ…

ନିଜକୁ ପୀଡ଼ିତା କହିବା ସହିତ ଟ୍ରୋଲରଙ୍କୁ ଜବାବ ଦେଲେ ଅଭିନେତ୍ରୀ ବର୍ଷା

ଭୁବନେଶ୍ୱର: ସ୍ବାମୀ ସହ ପାରିବାରିକ ସମ୍ପର୍କକୁ ନେଇ ବିବାଦୀୟ ହୋଇପଡ଼ିଥିବା ସାମାଜିକ କର୍ମୀ ତଥା ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜକୁ ପୀଡ଼ିତା ବୋଲି କହିଛନ୍ତି। ମିଥ୍ୟା ଅପପ୍ରଚାର ସେ ଶିକାର ହୋଇଛନ୍ତି। ଅନେକ ଭିତ୍ତିହୀନ ଆଲୋଚନା ଥିବାରୁ ସେ ପ୍ରତିକ୍ରିୟା…

୪୦.୪ ଡିଗ୍ରୀ ସହ ସୋମବାର ଝାରସୁଗୁଡା ପାଲଟିଲା ଉତ୍ତପ୍ତ ସହର

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସାରା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ସୂର୍ଯ୍ୟାସ୍ତ ପୂର୍ବରୁ ଝାରସୁଗୁଡ଼ା ସହରରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୪୦ ଡିଗ୍ରୀ…

‘ରାଜ୍ୟ ବିଜେପି’ ସତରେ ଲଢ଼ିବ ନା ଖାଲି ଲଢେଇ କଥା କହିବ?

ଭୁବନେଶ୍ୱର: ଓଡିଶାକୁ ନେଇ ବିଜେପିର ସ୍ୱତନ୍ତ୍ର ପ୍ଲାନ କଣ ? ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ଦାୟିତ୍ୱ ନେଇ ମନମୋହନ ସାମଲ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟି ଓଡିଶା ଫେରିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ୫୧ ପ୍ରତିଶତରୁ ଅଧିକ ଭୋଟ ପାଇଁ…

ଅଚଳ ପାଣିଟାଙ୍କି ; ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ

ଜଗତସିଂହପୁର : ଦିନକୁ ଦିନ ବଢ଼ିଲାଣି ତାତି । ପାଣି ପାଇଁ ଡହଳ ବିକଳ ହେଲେଣି ଲୋକେ ।  ହେଲେ ଲୋକଙ୍କ ପାଖରେ ପହଞ୍ଚି ପାରୁନି ସ୍ୱଚ୍ଛ ପାନୀୟ ଜଳ  । ପ୍ରତ୍ୟେକ ପଞ୍ଚାୟତରେ ବସୁଧା ଯୋଜନା ମାଧ୍ୟମରେ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ମାନ ନିର୍ମାଣ କରୁଛନ୍ତି ରାଜ୍ୟ ସରକାର। ଦୀର୍ଘଦିନ ଧରି ଅଚଳ…

ଝାରସୁଗୁଡା ଉପନିର୍ବାଚନ: କଂଗ୍ରେସରୁ ପ୍ରାର୍ଥୀ ହେଲେ ତରୁଣ ପାଣ୍ଡେ

ଝାରସୁ୍ଗୁଡା: ଶେଷରେ ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ତରୁଣ ପାଣ୍ଡେ କଂଗ୍ରେସରୁ ଲଢିବେ ବୋଲି ଏଆଇସିସି ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଆଜି ଘୋଷଣା କରାଯାଇଛି। ତରୁଣ  ପାଣ୍ଡେଙ୍କ ବାପା  ବୀରେନ୍ଦ୍ର ପାଣ୍ଡେ ପୂର୍ବରୁ  ୩ ଥର ବିଧାୟକ  ଥିଲେ । ଏହି…

ଝାରସୁଗୁଡା ଉପନିର୍ବାଚନ: ଯୁବନେତା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିପାରେ ବିଜେପି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି ।  ଜିଲ୍ଲାରେ ଟଙ୍କଧରଙ୍କ ସାଂଗଠନିକ ପ୍ରଭାବ ରହିଛି । ତେଣୁ ସେ  ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ  ଟକ୍କର ଦେଇପାରିବେ । ତେଣୁ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି…

ପିଇବା ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ ; ୨୦୦ ପରିବାରର ସାହାରା ସାଜିଛି ଗୋଟିଏ ନଳକୂପ

କେନ୍ଦ୍ରାପଡ଼ା: ଅସହ୍ୟ ହେଲାଣି ରୌଦ୍ର ତାପ । ତାତି ବଢ଼ିବା ସାଙ୍ଗକୁ ବଢ଼ୁଛି ଜଳକଷ୍ଟ । ଏବେଠୁ ଦେଖାଗଲାଣି ପାଣି ସମସ୍ୟା । କୂଅ, ପୋଖରୀରେ ଶୁଖିଗଲାଣି ଜଳ । କେଉଁଠି ପାଣି ଟାଙ୍କି ଅଚଳ ତ ଆଉ କେଉଁଠି ପାଣି ପାଇଁ ଲୋକଙ୍କୁ ଯିବାକୁ ପଡୁଛି ବହୁ ଦୂର। ନିର୍ମାଣ ହୋଇଛି ପାଣି ଟାଙ୍କି…

ଚାର୍ଜସିଟ୍‌ ଦାଖଲରେ ପଛୁଆ ପୋଲିସ ! ବିଳମ୍ବିତ ହେଉଛି ଦଣ୍ଡ ବିଧାନ, ଅପରାଧିଙ୍କୁ ମିଳିଯାଉଛି ଜାମିନ

ରାଜ୍ୟରେ ଯେତିକି ଅପରାଧିକ ମାମଲା ରୁଜୁ ହେଉଛି ତାହାର ଅଧା ମାମଲାରେ ବି ଚାର୍ଜସିଟ୍‌ ଦାଖଲ ହୋଇପାରୁ ନାହିଁ । ଯାହାକି ଓଡ଼ିଶା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ସୂଚନାଯୋଗ୍ୟ, ଚାର୍ଜସିଟ୍‌ ହେଉଛି ସିଆରପିସିର ଧାରା ୧୭୩ ଅନୁଯାୟୀ ମାମଲାର ତଦନ୍ତକାରୀ ପୋଲିସ୍ ଅଧିକାରୀଙ୍କ…