Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୀର୍ଘବର୍ଷ ପରେ ଗାଁରେ ହେଉଥିଲା ବାହାଘର; ନୂଆ ଶାଢୀରେ ଝଲସିଲା ସାରା ଦାଣ୍ଡ

କୋରାପୁଟ: ବାହାଘରର ପ୍ରମୁଖ ଆକର୍ଷଣ ଥାଏ ଏହାର ସାଜସଜ୍ଜା । ଅନେକ ପ୍ରକାର ସାଜସଜ୍ଜା ଆପଣ ଦେଖିଥିବେ । ହେଲେ ଏମିତି ସାଜସଜ୍ଜା କେବେ ଦେଖି ନ ଥିବେ । ଯେତିକି ନିରାଡମ୍ବର, ସେତିକି ଆକର୍ଷଣୀୟ । ଏମିତି ଏକ ବାହାରଘର ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ମଙ୍ଗଳପୁର…

ଜାଲ୍ ସାର୍ଟିଫିକେଟ୍ ମାମଲା, କୋରାପୁଟରୁ ୪ ଜଣ ଗିରଫ

କୋରାପୁଟ: ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ମାମଲାରେ କୋରାପୁଟରୁ ୪ ଜଣଙ୍କୁ ଗିରଫ କରାଯାଇଛି । ଡାକ ବିଭାଗରେ ଭର୍ତ୍ତି ପାଇଁ ଆବେଦନକାରୀ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ । ଡିଜିଲକର ଆପରେ ଯାଞ୍ଚ ବେଳେ ସାର୍ଟିଫିକେଟ୍ ଜାଲ୍ ବୋଲି ଜଣାପଡ଼ିବା ପରେ କୋରାପୁଟ ଡାକ ମଣ୍ଡଳ ପକ୍ଷରୁ ଥାନାରେ…

ସୁଶାନ୍ତ ସିଂହଙ୍କୁ ପୃ୍ଥ୍ୱୀରାଜଙ୍କ ତେରଛାବାଣ: କହିଲେ, ନବ ଦାସଙ୍କ ହତ୍ୟା ମାମଲା ସଂପୃ୍କ୍ତି ପାଇଁ ଦିଆଗଲାନି…

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ତିନି ଜଣ ପର୍ଯ୍ୟବେକ୍ଷକଙ୍କ ସମେତ ୧୨ ଜଣ ବିରଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି । ହେଲେ ଏହା ଭିତରେ ଯେଉଁ ଚର୍ଚ୍ଚିତ ବରିଷ୍ଠ ନେତାଙ୍କ ମୁହଁ ଦିଶୁନି ସେ ହେଉଛନ୍ତି ସୁଶାନ୍ତ ସିଂ । ପଶ୍ଚିମ ଓଡ଼ିଶାର ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣର୍…

ପ୍ରଧାନମନ୍ତ୍ରୀଙ୍କ ମନ ଜିଣିଲା ରାଉରକେଲାର ‘ଆଦି ମହୋତ୍ସବ’: ରିଟୁଇଟ କରି କହିଲେ ଜନଜାତି ସମୁଦାୟର ଐତିହ୍ୟ ଓ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ ଜିଣିଲା ଓଡ଼ିଶାର ‘ଆଦି ମହୋତ୍ସବ’ । ଆଦିମ ଆଦିବାସୀ ପରମ୍ପରା ଓ ସଂସ୍କୃତିର ମହକ ପରସିଥିଲା ଏହି ଆଦି ମହୋତ୍ସବ । ଏହି ମହକ ପ୍ରଧାନମନ୍ତ୍ରୀଙ୍କ ହୃଦୟକୁ ବି  ଛୁଇଁଥିଲା ।  ରାଉରକେଲା ଠାରେ ଆୟୋଜିତ ହୋଇଥିଲା ଆଦିବାସୀ ପରମ୍ପରା ଓ…

ଟ୍ରକକୁ ପିଟିଲା ଭ୍ୟାନ; ୩ ଶୁଖୁଆ ବ୍ୟବସାୟୀ ମୃତ, ୬ ଗୁରୁତର

କଟକ: ସକାଳୁ ସକାଳୁ  ଚଣ୍ଡିଖୋଲ - ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ସକାଳୁ ସକାଳୁ ୭ ଜଣ ଶୁଖୁଆ ବେପାରୀ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ…

ଢେଙ୍କାନାଳରେ ରୁଙ୍ଗଟାର ନୂଆ ଟିଏମଟି ଷ୍ଟିଲ୍ ବାର୍ ପ୍ଲାଣ୍ଟ

ଭୁବନେଶ୍ୱର: ଢେଙ୍କାନାଳ ସ୍ଥିତ ପ୍ଲାଣ୍ଟର ସମ୍ପ୍ରସାରଣ କରିଛି ରୁଙ୍ଗଟା ମାଇନ୍ସ । ଏଥିରେ ଷ୍ଟିଲ୍ ଟିଏମଟି ବାର ପ୍ଲାଣ୍ଟ ଯୋଡ଼ି ହୋଇଛି । ପ୍ଲାଣ୍ଟର ସମ୍ପ୍ରସାରଣ ଦ୍ୱାରା ଛତିଶଗଡ଼, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଗୁଜରାଟ ଓ ମଧ୍ୟପ୍ରଦେଶକୁ ଉନ୍ନତମାନର ଷ୍ଟିଲ୍ ଟିଏମଟି ବାର…

ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ କଳିଙ୍ଗ ହସ୍ପିଟାଲରେ ରକ୍ତଦାନ ଶିବିର

ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଛି । ଏହି ଅବସରରେ କଳିଙ୍ଗ ହସ୍ପିଟାଲରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥିରେ ହସ୍ପିଟାଲର ୧୦୦ରୁ ଅଧିକ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡ.…

କୁକୁଡ଼ା ଚୋରିକୁ ନେଇ ଭଉଣୀ ଉପରକୁ ଏସିଡ୍ ଫିଙ୍ଗିଲା ଭଉଣୀ, ୪ ଗୁରୁତର

ବଲାଙ୍ଗିର: ଭଉଣୀ-ଭଉଣୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟ କରିଛି କୁକୁଡ଼ା ଚୋରି । ସାମାନ୍ୟ କୁକୁଡ଼ା ପାଇଁ ଏସିଡ୍ ମାଡ଼ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କୁକୁଡ଼ା କିଏ ନେଲା ? ତୁ ନେଇଛୁ କହି ଭଉଣୀର ପରିବାର ଉପରକୁ ଏସିଡ୍ ଫିଙ୍ଗିଛନ୍ତି ଭଉଣୀ ଓ ପୁତୁରା । ଏଭଳି ଅଭାବନୀୟ ଘଟଣା…

ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ୪୫ ବର୍ଷର ସୃଜନୀକୁ ନେଇ ଦିଲ୍ଲୀରେ ଏକକ ଚିତ୍ର କଳା ପ୍ରଦର୍ଶନୀ

ନୂଆଦିଲ୍ଲୀ: ସୁନାମଧନ୍ୟ ଚିତ୍ର ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କର ଏକକ ଚିତ୍ର କଳା ପ୍ରଦର୍ଶନୀ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରର ଭିଜୁଆଲ ଆର୍ଟ ଗ୍ୟାଲେରୀଠାରେ ଉଦଘାଟିତ ହୋଇଯାଇଛି । ଶ୍ରୀ ସାହୁଙ୍କର ଦୀର୍ଘ ୪୫ ବର୍ଷର କଳାକୃତି ଓ ସୃଜନଶୀଳ ଉପଲବ୍ଧିକୁ ଏଠାରେ ପ୍ରଦର୍ଶନ…

ଏପ୍ରିଲ୍ ୧୪ରୁ କିଟରେ ଦୁଇ ଦିନିଆ ୱାଇ-୨୦ କନ୍‍ସଲଟେଟିଭ୍‍ ସମ୍ମିଳନୀ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ୟୁଥ-୨୦ କନ୍‍ସଲଟେଟିଭ୍‍ ସମ୍ମିଳନୀ ଏପ୍ରିଲ୍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଆୟୋଜନ କରୁଛି । ଏହି ସମ୍ମିଳନୀ ଜି-୨୦ ଶିଖର ସମ୍ମିଳନୀର ସାମଗ୍ରିକ ଢାଞ୍ଚାରେ ଅନ୍ତର୍ଭୁକ୍ତ । ଏହି ଦୁଇ ଦିନିଆ ସମ୍ମିଳନୀରେ ୫୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ…