Latest Odisha News

BREAKING NEWS

Browsing Category

ଓଡିଶା

Odisha

ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଦୁଇ ପୁଅ ବେଙ୍ଗାଲୁରୁରେ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୁଲିସର ଜଣେ ବରିଷ୍ଠ ଅଧିକାରୀ କେଶବ କୁମାର ସାମନ୍ତରାୟଙ୍କ ଦୁଇ ପୁଅ ବେଙ୍ଗାଲୁରୁ ପୋଲିସ ଦ୍ୱାରା ଗିରଫ। ଏକ ହତ୍ୟା ମାମଲାରେ ପୋଲିସ ବାବୁଙ୍କ ଦୁଇ ପୁଅ ତଥା ଅଭିଯୁକ୍ତ ବାସୁଦେବ ଓ ଅନିରୁଦ୍ଧ ବେଙ୍ଗାଲୁରୁ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଉଭୟ ବେଙ୍ଗାଲୁରୁରେ…

ସମ୍ମମ୍‌ରେ ମେକାନିକାଲ୍ ଭେଣ୍ଚିଲେସନ୍ ସମ୍ପର୍କିତ ଜାତୀୟ କର୍ମଶାଳା ଉଦ୍‌ଘାଟିତ

ଭୁବନେଶ୍ୱର: ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଶନିବାର ମେକାନିକାଲ୍ ଭେଣ୍ଟିଲେସନ୍‌କୁ ନେଇ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜାତୀୟ କର୍ମଶାଳାରେ ସାମିଲ ହୋଇଛନ୍ତି ଦେଶର ୭୩ ଜଣ ଡାକ୍ତର ଓ ଇନ୍‌ଟେନ୍ସିଭି୍‌ଷ୍ଟସ । ଏହି କର୍ମଶାଳାରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ଫ୍ୟାକଲ୍ଟିମାନଙ୍କ…

ଓଡ଼ିଶାରେ କୁଆଡେ ଗଲା ବିଆରଏସ ?

ଭୁବନେଶ୍ୱର: କୁଆଡେ ଗଲା ବିଆରଏସ । ରାଜ୍ୟରେ ଦମଦାର ଢଙ୍ଗରେ ଏଣ୍ଟ୍ରି ପ୍ରକ୍ରିୟା ଆରମ୍ଭ କରିଥିବା ବିଏରଆସର ଏବେ ସେତେଟା ଚର୍ଚା ନାହିଁ । ଜୟରାମ ପାଙ୍ଗୀଙ୍କଠାରୁ ଆରମ୍ଭ କରି ପୂର୍ବଚନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ କିଛି ପୂର୍ବତନ ବିଧାୟକ ତଥା ବରିଷ୍ଠ…

ଶିକ୍ଷାବିତ୍ ସୂର୍ଯ୍ୟକାନ୍ତ ଦାସଙ୍କ ତୈଳଚିତ୍ର ଉନ୍ମୋଚନ

କଟକ: ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନରେ ଶିକ୍ଷାବିତ୍ ସୂର୍ଯ୍ୟକାନ୍ତ ଦାସଙ୍କ ତୈଳଚିତ୍ର ଉନ୍ମୋଚନ ହୋଇଯାଇଛି । ଉତ୍କଳ ସାହିତ୍ୟ ସମାଜର ଉପସଭାପତି ମନୋଜ ପଟ୍ଟନାୟକଙ୍କ ପୌରାହିତ୍ୟରେ ଶିକ୍ଷାବିତ୍ ପ୍ରଫେସର ପ୍ରଭାତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର…

ସୋଆରେ ଜି-୨୦ ପ୍ରେସିଡେନ୍ସି ଅଧ୍ୟକ୍ଷତା ପାଳନ ପରିପ୍ରେକ୍ଷୀରେ ବୃକ୍ଷ ରୋପଣ

ଭୁବନେଶ୍ୱର: ଭାରତରେ ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୋଆ କ୍ୟାମ୍ପସ ୫ରେ ରୋଟାରୀ କ୍ଲବ ଖାରବେଳ-କଳିଙ୍ଗନଗର ଓ ସୋଆ ପକ୍ଷରୁ…

ଓଏମସିର ଲୁହାପଥର ଉତ୍ପାଦନରେ ୧୭ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ଦେଶର ଅନ୍ୟତମ ଖଣି କମ୍ପାନୀ ଓଡ଼ିଶା ଖଣି ନିଗମ (OMC) ୨୦୨୨-୨୩ ଆର୍ଥିକ ବର୍ଷରେ ୨୯.୭ ମିଲିୟନ୍ ଟନ୍ ଲୁହାପଥର ଉତ୍ପାଦନ କରିଛି । ଯାହାକି ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ । ଗତ ଆର୍ଥିକ ବର୍ଷରେ ଓଏମସି ୨୫.୩୧ ମିଲିୟନ ଟନ୍ ଲୁହାପଥର ଉତ୍ତୋଳନ କରିଥିଲା ।…

ଅସୁରକ୍ଷିତ ବ୍ଲକ୍ ଅଫିସ୍ ! ସିସିଟିଭିରେ କଏଦ ହେଲା ଫାଇଲ୍ ଚୋରି, ସନ୍ଦେହରେ ଅଧିକାରୀ

ପୁରୀ: ଖାଲି ପଡ଼ିଛି ଅଫିସ୍ । ଚ୍ୟାମ୍ବରରେ ନାହାଁନ୍ତି ସହକାରୀ ଯନ୍ତ୍ରୀ । ଯାହାର ଫାଇଦା ନେଇ ପୁରୀ ସଦର ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଚ୍ୟାମ୍ବରରୁ ଫାଇଲ୍ ଚୋରି କରି ନେଇଛନ୍ତି ବ୍ୟକ୍ତି ଜଣଙ୍କ । ମାର୍ଚ୍ଚ ୧୭ ତାରିଖ ସନ୍ଧ୍ୟା ୬ଟା ସମୟରେ ସହକାରୀ ଯନ୍ତ୍ରୀଙ୍କ ଚ୍ୟାମ୍ବରରୁ ଫାଇଲ୍ ଚୋରି…

ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ଆଉ ୨୮ ଖଣ୍ଡ କାଠ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ରଥ କାଠ । ତୃତୀୟ ପର୍ଯ୍ୟାୟରେ ଶନିବାର ବୌଦ୍ଧ ବନଖଣ୍ଡରୁ ଏକ ଟ୍ରକ୍ ଯୋଗ ୪୦ ଫୁଟିଆ ୨୮ ଖଣ୍ଡ ଧଉରା କାଠ ପହଞ୍ଚିଛି । ଏହି କାଠରେ ଅଖ ନିର୍ମାଣ କରାଯିବ । ଚଳିତବର୍ଷ ରଥ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲାରୁ ୩୦୩ ଖଣ୍ଡ କାଠ…

ଅଷ୍ଟପ୍ରହରୀ ପ୍ରସାଦ ଖାଇ ୧୦୦ରୁ ଅଧିକ ଅସୁସ୍ଥ

କଟକ: ଶନିବାର ଅଷ୍ଟପ୍ରହରୀ ପ୍ରସାଦ ଖାଇବାର କିଛି ଘଣ୍ଟା ପରେ ଶତାଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି । କଟକ ଜିଲ୍ଲା ସାଲେପୁରର କାନପୁର ଗାଁରେ ଅଷ୍ଟପ୍ରହରୀ ଯଜ୍ଞ ହେଉଥିଲା । ଶୁକ୍ରବାର ରାତିରେ ଅଷ୍ଟପ୍ରହରୀ ଶେଷ ହେବା ପରେ କାନପୁର, ରାମକାପୁର, ଦେଉଳି, ଜୟୀରାମପୁର ଓ ଗୁଆଳି ଗାଁର ଲୋକ…

ଦାହ ସଂସ୍କାର ପାଇଁ ଆସିଥିଲେ, ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ

ବାରିପଦା: ଘର ଉପରେ ଖସିଲା ମୃତ୍ୟୁ । ବୈଶାଖର ବଜ୍ରାଘାତରେ ଚାଲିଗଲା ତିନି ତିନି ଜଣଙ୍କ ଜୀବନ । ଦାହ ସଂସ୍କାର ପାଇଁ ଆସିଥିବା ବେଳେ ବଜ୍ରପାତରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରଞ୍ଜିଆ…