Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦୦ କୋଟି ଦେଲା ଓଡ଼ିଶା ଖଣି ନିଗମ

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (OMC) ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆଜି ୧୦୦ କୋଟି ଟଙ୍କା ପ୍ରଦାନ କରିଛି । ହରିଶ୍ଚନ୍ଦ୍ର ସହାୟତା ଓ ମହାପ୍ରୟାଣ ଯୋଜନା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଏମସି ଶହେ କୋଟି ଦେଇଛି । ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ…

କଂଗ୍ରେସ ପଚାରିଲା ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ଭୟ କାହିଁକି?

ଭୁବନେଶ୍ୱର : ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଡଃ ଆମୀ ୟାଗ୍‌ନିକ ଉଦ୍‌ବୋଧନ ଦେଇ ଦେଶର ଗଣତନ୍ତ୍ର ତଥା ସମ୍ବିଧାନ ପ୍ରତି ହେଉଥିବା ଆକ୍ରମଣ ପ୍ରସଙ୍ଗ ଉଠାଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ ଓ ନିମ୍ନମତେ…

ଗୃହରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ

ଭୁବନେଶ୍ୱର: ଗୃହରେ ଉପସ୍ଥାପିତ ହୋଇଛି ସିଏଜିଙ୍କ ୨୦୨୧-୨୨ ବର୍ଷର ଆର୍ଥିକ ରିପୋର୍ଟ। ଏହି ରିପୋର୍ଟ ଅନୁଯାୟୀ ଖଣିଜ କ୍ଷେତ୍ରରୁ ସର୍ବାଧିକ ୪୯ ହଜାର ୮୫୯ କୋଟି ଟଙ୍କା ମିଳିଥିବା ବେଳେ ଜିଏସଟିରୁ ୨୭ ହଜାର ୮୨୬ କୋଟି ମିଳିଛି। ରାଜସ୍ବ ଖର୍ଚ୍ଚ ୯୫ ହଜାର ୩୧୧କୋଟିରୁ ୧ ଲକ୍ଷ ୯ହଜାର…

ଅବଧି ସରିନି, ସରିଗଲା ବିଧାନସଭା

ଭୁବନେଶ୍ୱର:ଶେଷ ହୋଇଛି ବିଧାନସଭା ବଜେଟ ଅଧିବେଶନ।୬ ଦିନ ପୂର୍ବରୁ ଅର୍ଥାତ ୪ ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି ବଜେଟ ଅଧିବେଶନ। ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ବାଚସ୍ପତି । ଏହି ଅଧିବେଶନରେ ଦୁଇଟି…

ମୋ ବିରୋଧରେ ଯଦି ଅଭିଯୋଗ ଅଛି ତଦନ୍ତ ହେଉ : ନରସିଂହ ମିଶ୍ର

ଭୁବନେଶ୍ୱର : ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ ପ୍ରସଙ୍ଗରେ ବିଧାନସଭା ବାହାରେ ଶୁକ୍ରବାର ଦେଖିବାକୁ ମିଳିଥଲା କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବିଷୋଦଗାର। ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ମିଶ୍ର କହିଥିଲେ, ମୋ ବିରୋଧରେ ଯଦି କିଛି ଫଟୋ କିମ୍ୱା ଅଭିଯୋଗ ଅଛି, ତାହାହେଲେ…

ଓଡିଶା ପ୍ରଦେଶ କଂଗ୍ରେସ,ପାରିଲେ ହିରୋ ନ ପାରିଲେ ଜିରୋ !

ଭୁବନେଶ୍ୱର: ରାହୁଲ ଗାନ୍ଧୀ ପ୍ରସଙ୍ଗରେ କଣ ଫାଇଦା ପାଇବ ରାଜ୍ୟ କଂଗ୍ରେସ। ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗକୁ ନେଇ ସାରା ଦେଶରେ ଆଲୋଚନା ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଏଭଳି ଚର୍ଚ୍ଚା ଜୋର ଧରିଛି। ରାହୁଲଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲା ସମେତ…

ସୁବ୍ରତ ଛାଟୋଇଙ୍କ ସହିତ 5T ସଚିବ ଓ ଆଇଟି ସଚିବଙ୍କ କ’ଣ ସମ୍ପର୍କ : ଜୟନାରାୟଣ

ଭୁବନେଶ୍ୱର : ବିଧାନସଭାରେ ଶୁକ୍ରବାର ଉଠିଥିଲା ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ୍‌ ଓ ବଣିକ କୋଚିଂ ପ୍ରସଙ୍ଗ। ଶାସକ ବିଜେଡିକୁ ଏହି ଦୁଇ ପ୍ରସଙ୍ଗରେ ବିରୋଧୀ ଆକ୍ରମଣ କରିଥିଲେ। ‘ବଣିକ୍‌’ କୋଚିଂ ସେଣ୍ଟର ସୁବ୍ରତ ଛାଟୋଇଙ୍କ ସହିତ 5T ସଚିବ ଓ ଆଇଟି ସଚିବଙ୍କ ସହ କ’ଣ ସଂପର୍କ ରହିଛି ବୋଲି…

୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ପାରାଦୀପ: ଭିଜିଲାନ୍ସ ଜାଲରେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀ । ୮୦ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀ (ଏନଫୋର୍ସମେଣ୍ଟ ୟୁନିଟ୍) ଚିତ୍ତରଞ୍ଜନ ମହାନ୍ତି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ସୂଚନା ଅନୁସାରେ, ଜବତ କାଜଗପତ୍ର ମାମଲାରେ…

ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଧରିଲା ଡିଜିଲକର୍, କୋରାପୁଟରେ ୨୨ ଜଣଙ୍କ ନାଁରେ ଏତଲା

ଜୟପୁର: ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ୨୨ ଜଣଙ୍କ ନାଁରେ ଏତଲା ଦିଆଯାଇଛି । କୋରାପୁଟ ଡାକ ମଣ୍ଡଳ ପକ୍ଷରୁ ଦିଆଯାଇଥିବା ଏତଲା ଅନୁସାରେ, ଗ୍ରାମୀଣ ଡାକ ସେବକ ନିଯୁକ୍ତି ଲାଗି ୨୨ ଜଣ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ । ଆଶାୟୀ ଦେଇଥିବା ଅଧିକାଂଶ ଶିକ୍ଷାଗତ…

କେରଳରେ ଫସିଛି ଗଞ୍ଜାମର ପରିବାର, ଚିକିତ୍ସା ପାଇଁ ଦରକାର ସହାୟତା

ଭୁବନେଶ୍ୱର: ଗଞ୍ଜାମ ଲାଞ୍ଜିପାଲିର ଏକ ପରିବାର କେରଳରେ ଫସିଛି । ୧୫ ଦିନ ହେଲା ପରିବାରର ମୁଖ୍ୟ ଭେଣ୍ଟିଲେଟରରେ ଥିବାବେଳେ ପାଖରେ ଆଉ ଚିକିତ୍ସା ପାଇଁ ଟଙ୍କା ନାହିଁ । କେତେବେଳେ ଚେତା ଆସୁଛି ତ ଆଉ କେବେ ନାହିଁ । ଚିକିତ୍ସାରେ ଅଗ୍ରଗତି ହେଉ ନଥିବାରୁ ବାପାଙ୍କୁ କେରଳରୁ ଓଡ଼ିଶା ଆଣିବାକୁ…