Latest Odisha News

BREAKING NEWS

Browsing Category

ଓଡିଶା

Odisha

କ୍ରିକେଟ୍ ଖେଳକୁ ନେଇ ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣା, ୪ ଜଣ ଗିରଫ

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରିକେଟ ଖେଳକୁ ନେଇ ଛାତ୍ରଙ୍କୁ ଆକ୍ରମଣ ଘଟଣା । ୪ ଜଣଙ୍କୁ ଗିରଫ କଲା ପୋଲିସ । ବଡ଼ଗଡ଼ ଥାନା ଅନ୍ତର୍ଗତ କେଦାରପଲ୍ଲୀ ଓ ମହିଷାଖଳା ଅଞ୍ଚଳର ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ପୂର୍ବରୁ ବହୁ…

ପୁଣି ଅସୁସ୍ଥ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୁଜାରୀ

କୋରାପୁଟ : ବିରଳ ଧାନ ବିହନର ସଂଗ୍ରାହକ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ ଅସୁସ୍ଥ ହୋଇ ଶନିବାର ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। କମଳା ପୂଜାରୀଙ୍କ ପାକଜନିତ ସମସ୍ୟା ହେତୁ ସେ ଗୁରୁତର ଅସୁସ୍ଥ ଥିବା କୁହାଯାଉଛି। ତାଙ୍କର ଚିକିତ୍ସା…

କାଳବୈଶାଖୀ ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି । ଆଗାମୀ ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ…

କିସ୍‌ରେ ସି -୨୦ ମିଲିୟନ୍ ଲାଇଟ୍ ଶୋ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସିଭିଲ୍ -୨୦ (ସି-୨୦) ଅଧୀନରେ ଲିଙ୍ଗଗତ ସମାନତା ଏବଂ ଭିନ୍ନକ୍ଷମ ୱାର୍କିଂ ଗ୍ରୁପ୍ ସମ୍ମିଳନୀ ଅବସରରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍ (କିସ୍) ଷ୍ଟାଡିୟମରେ କିସର ୩ ହଜାର ଛାତ୍ରୀ ସି-୨୦ ମାନବ ଲୋଗୋ ତିଆରି କରିବା…

ମାଲକାନଗିରି ତୁଲସୀ ଗାଁ ନିକଟରେ ପ୍ରତିଷ୍ଠା ହେଲା ପୋଲିସ ଓ ବିଏସଏଫର ନୂଆ ସୁରକ୍ଷା ଶିବିର

ମାଲକାନଗିରି ଜିଲ୍ଲାର ତୁଲସୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଅନ୍ତର୍ଗତ ତୁଲସୀ ଗାଁ ନିକଟରେ ପୋଲିସ ଓ ବିଏସଏଫ ଓଡ଼ିଶାର ଏକ ନୂଆ କମ୍ପାନୀ ଅପରେଟିଂ ବେସ୍ – ସିଓବି ପ୍ରତିଷ୍ଠା କରାଯାଇଛି । ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପର ମୁକାବିଲା ତ୍ୱରାନ୍ୱିତ କରିବା ପାଇଁ ଏହି ନୂଆ ସୁରକ୍ଷା ଶିବିର…

ରାଜ୍ୟରେ ଜାରି ହେଲା ମୋଟର ଏଗ୍ରିଗେଟର ନିୟମ, ଏଣିକି ସୁଗମ ଓ ସୁରକ୍ଷିତ ହେବ ଯାତ୍ରୀ ସେବା

ଭୁବନେଶ୍ୱର : ଯାତ୍ରୀ ସେବାକୁ ସୁଗମ ଓ ସୁରକ୍ଷିତ କରିବା ଲକ୍ଷ୍ୟରେ ଦେଶର ଷଷ୍ଠ ରାଜ୍ୟ ଭାବେ ମୋଟର ଏଗ୍ରିଗେଟର ନିୟମ ଲାଗୁ କଲା ଓଡ଼ିଶା  । ଅର୍ଥାତ ଓଲା, ଉବର ଓ ରାପିଡୋ ଭଳି ଯାତ୍ରୀ ପରିବହନ ସେବା ବ୍ୟବସ୍ଥା ଭାବେ କାର୍ଯ୍ୟ କରୁଥିବା ସଂସ୍ଥା ଏହି ନିୟମର ଅନ୍ତର୍ଭୁକ୍ତ ଓ ପରିଚାଳିତ ହେବେ।…

୩ ବନ୍ଧୁକ ଜବତ, ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ପୁରୀ: ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି । କୁଖ୍ୟାତ ଅଭିଯୁକ୍ତ ମନୁଆ ମହାନ୍ତିଙ୍କ ସହ ୪ ଜଣ ସହଯୋଗୀଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫଙ୍କ ଠାରୁ ୩ଟି ସେମି ଅଟୋମେଟିକ୍ ପିସ୍ତଲ୍ ସହ ୧୦ଟି ଗୁଳି, ମୋବାଇଲ୍ ଓ ଛୁରି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଜଗତସିଂହପୁରର…

‘ନବୀନ ଡାକିଲେ, ମୁଁ ଆସିଲି’, ଶଙ୍ଖ ଭବନର ଉଦଘାଟନରେ ଯୋଗ ଦେଇ ତଥାଗତ କହିଲେ ସେ ନିର୍ଦ୍ଦଳୀୟ

ଭୁବନେଶ୍ୱର: ଢେଙ୍କାନାଳରୁ ପୁଣି ବିଜେଡି ଟିକେଟରେ ଲଢ଼ିବେ କି ତଥାଗତ ଶତପଥୀ ? ଆଜି ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନୀ ଉତ୍ସବରେ ତଥାଗତଙ୍କ ଉପସ୍ଥିତି ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇ ଥିଲା । ୨୦୧୯ ସାଧାରଣ ନିର୍ବାଚନ ଆଗରୁ ତଥାଗତ ନିର୍ବାଚନ ରାଜନୀତିରୁ ଦୂରେଇ…

ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲା, ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ଇଡି କୋର୍ଟରେ ପୁନଃ ଶୁଣାଣି ପାଇଁ ହାଇକୋର୍ଟଙ୍କ…

କଟକ : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ମାମଲାର ହେବ ପୁନଃ ଶୁଣାଣି। ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ପୁନଶ୍ଚ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସୂଚନାଯୋଗ୍ୟ, ଇଡି ମାମଲାରେ ବ୍ୟକ୍ତିଗତ ହାଜର ନ ହେବାକୁ…

ଅକ୍ଷୟ ତୃତୀୟାରେ ବିଜେଡିର ଗୃହ ପ୍ରବେଶ; ଦଳର ସ୍ଥାୟୀ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦ୍‌ଘାଟିତ

ଭୁବନେଶ୍ୱର: ଆଜି ଅକ୍ଷୟ ତୃତୀୟା ଅବସରରେ ବିଜେଡିର ଗୃହ ପ୍ରବେଶ। ଉଦ୍‌ଘାଟନ ହେଲା ଦଳର ସ୍ଥାୟୀ କାର୍ଯ୍ୟାଳୟ ଶଙ୍ଖ ଭବନ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ସ୍ଥାୟୀ କାର୍ଯ୍ୟାଳୟ ଶଙ୍ଖ ଭବନକୁ  ଉଦଘାଟନ କରିଛନ୍ତି। ଅଢ଼େଇ ଏକର ଜାଗାରେ ନିର୍ମିତ ହୋଇଛି ଏହି ୩ ମହଲା ବିଶିଷ୍ଟ ଶଙ୍ଖ…