Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ! ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ ଓ ଗ୍ରୀଷ୍ମ ପ୍ରବାହ। । ଅନେକ ସହରର ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଛି । ଏଣେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଦିନ ୧୧ଟା ସୁଦ୍ଧା ଏଠାରେ ତାପମାତ୍ରା…

ଚିନ୍ତା ବଢ଼ାଉଛି କରୋନା ! ଦେଶରେ ୧୦ହଜାର୯୩ ଓ ରାଜ୍ୟରେ ୧୫୦୫ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟା ମଧ୍ୟରେ ୧୦ହଜାର୯୩ଜଣ ନୂତନ କରୋନା ସଂକ୍ରମଣ ଚିହ୍ନଟ ଓ ଦିନକରେ ୧୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୫୪୨ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁସଂଖ୍ୟା…

ଶ୍ରୀମନ୍ଦିରରେ ରାମାଭିଷେକ ନୀତି

ପୁରୀ : ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଗତକାଲି ରାତିରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି । ଗତକାଲି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିବା ପରେ ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିଥିଲେ । ଜୟବିଜୟ ଦ୍ୱାରରେ ଭୋଗ ଓ…

ଆଜିଠୁ କମିବ ତାତି, ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ କମିବ ତାତି । ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଆଜିଠାରୁ ଆରମ୍ଭ ହୋଇପାରେ ବର୍ଷା । ରାଜ୍ୟରେ ଚାରି ଦିନ କାଳବୈଶାଖୀ ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ରାଜ୍ୟର ସର୍ବାଧିକ ଦିନ…

ଝାରସୁଗୁଡା ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ତରୁଣ ପାଣ୍ଡେ

ଝାରସୁଗୁଡା: କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଶନିବାର ଝାରସୁଗୁଡା ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ କଂଗ୍ରେସର ବହୁ କର୍ମୀ, ବରିଷ୍ଠ ନେତା, ପିସିସି ସଭାପତି ଓ ବିଧାୟକ ସୁରେଶ ରାଉତରାୟ, ତାରା ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ…

୧୭ରେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖ ଦିନ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାର୍ଥୀପତ୍ର ଦାଖଲ କରିବେ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସ୍ଥାନୀୟ ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ,…

ରାଜଧାନୀ ଉପକଣ୍ଠ ରସୁଲଗଡରେ ଥିବା ମା’ କୋଚିଲେଇ ହାଟ ହେବ ପ୍ଲାଷ୍ଟିକ ମୁକ୍ତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ରସୁଲଗଡରେ ଥିବା ମା' କୋଚିଲେଇ ହାଟ ହେବ ପ୍ଲାଷ୍ଟିକ ମୁକ୍ତ। ଏଣିକି ଯିଏ ଆସିବେ ସିଏ ବ୍ୟାଗ ଧରି ଆସିବେ। ନଚେତ ଦୋକାନୀ ପଲିଥିନ କିମ୍ବା ପ୍ଲାଷ୍ଟିକ ଜିନିଷରେ ଜିନିଷ ଦେବେ ନାହିଁ। ଶନିବାର ଦିନ ମାର୍କେଟର ବ୍ୟବସାୟୀମାନେ ଏକକ ବ୍ୟବହାର ପଲିଥିନ ବ୍ୟବହାର…

ସମ୍ବଲପୁରରେ ଏନଡିଏ, ସିଡିଏସ୍ ଏବଂ ହାଇକୋର୍ଟ ଏଏସଓ ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ ନିୟମରେ କୋହଳ

ସମ୍ବଲପୁର: ଆଜି ସାରା ରାଜ୍ୟରେ ଏନଡିଏ, ସିଡିଏସ୍ ଏବଂ ହାଇକୋର୍ଟ ଏଏସଓ ପରୀକ୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ଚାଲିଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ କର୍ଫ୍ୟୁ ନିୟମରେ ଟିକିଏ କୋହଳ କରିଛି। ଜିଲ୍ଲାପାଳ ଅନନ୍ୟା ଦାସ ଏହି…

ସଡ଼କ ସୁରକ୍ଷା ଉପରେ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ଏପ୍ରିଲ ୨୨ରେ ହେବ ବୈଠକ

ଭୁବନେଶ୍ୱର: ସଡକ ଦୁର୍ଘଟଣା ରୋକିବାକୁ ହେବ ସଚେତନତା କାର୍ଯ୍ୟକ୍ରମ । ସାମିଲ ହେବେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ଏପ୍ରିଲ ୨୨ରେ ସଡକ ସୁରକ୍ଷା ଉପରେ ଏହିପରି ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।…

ସୋଆରେ ୮ ଦେଶର ପ୍ରତିନିଧିଙ୍କ ସମ୍ମିଳନୀ: ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ କଲେ ପ୍ରଶଂସା

ଭୁବନେଶ୍ୱର: ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଥିବା ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ଶନିବାର ଉଚ୍ଚ ପ୍ରଶଂସା କରିଛନ୍ତି । ଭାରତ ବିଶ୍ୱର କେବଳ ସର୍ବ ପୁରାତନ ନୁହେଁ ବରଂ ସର୍ବୋତମ…