Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାପା ଭୂମିକାରେ ଭଟଲି ବିଧାୟକ, ଅନାଥ ଝିଅର ବାହାଘର କରି ପ୍ରଶଂସା ସାଉଁଟିଲେ ସୁଶାନ୍ତ ସିଂ

ବରଗଡ଼ : ପୁଣି ମାନବିକତା ଦେଖାଇଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ଜଣେ ଅସହାୟ ଅନାଥ ଝିଅ ବାହାଘରର ସବୁ ଦାୟିତ୍ୱ ତୁଲାଇବା ସହ ବାପା ଭୂମିକାରେ ନଜର ଆସିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ବାହାଘରର ସମସ୍ତ ଆୟୋଜନ କରିବା ସହ ଅସହାୟ ସମୟରେ ବିଧାୟକ ସୁଶାନ୍ତ ସିଂଙ୍କ ଏହି ସହାୟତା ପାଇଁ…

ନୀତିନଙ୍କୁ ନବୀନଙ୍କ ଚିଠି, ୫୫ ନମ୍ବର ଜାତୀୟ ରାଜପଥ କାମରେ ବିଳମ୍ବ ନେଇ ଝାଡ଼ିଲେ ଅସନ୍ତୋଷ

ଭୁବନେଶ୍ବର : କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତିକରଣରେ ଅହେତୁକ ବିଳମ୍ବନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି । ଶୀଘ୍ର…

ବାଲେଶ୍ୱର କୃଷି ମେଳାରେ ଯୋଗ ଦେଇ କୃଷକଙ୍କୁ ପୁରସ୍କୃତ କଲେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର କୁରୁଡା ପଡ଼ିଆରେ ଆୟୋଜିତ କୃଷି ମେଳାରେ ଯୋଗ ଦେଇଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଗୋପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା। ତାଙ୍କ ସହ ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ମେଳାରେ ଲାଗିଥିବା ବିଭିନ୍ନ ଷ୍ଟଲ୍ ବୁଲି ଦେଇଛନ୍ତି।…

ଶ୍ରୀମନ୍ଦିର ଜଗିବ ସିସି କ୍ୟାମେରା; ଅପରାଧ କଲେ ରକ୍ଷା ନାହିଁ

ପୁରୀ : ଶ୍ରୀମନ୍ଦିର ଜଗିବ ସିସି କ୍ୟାମେରା।  ଏଥିପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଛି। ଶ୍ରୀମନ୍ଦିରରେ ବାରମ୍ବାର ହେଉଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଲାଗିବାକୁ ଥିବା ଉଚ୍ଚକ୍ଷମତାସମ୍ପନ୍ନ ସିସି କ୍ୟାମେରାର ଫୁଟେଜ୍ କ୍ଲିୟର ଆସିବ। ଫଳରେ ଅପରାଧ…

ଓକିଲ ସଂଘ ନିର୍ବାଚନ ଆରମ୍ଭ; ୧୫୩ ବାର୍‌ ଆସୋସିଏସନରେ ଚାଲିଛି ଭୋଟ ଗ୍ରହଣ

ଭୁବନେଶ୍ୱର: ଆଜି ରାଜ୍ୟରେ ଓକିଲ ସଂଘର ନିର୍ବାଚନ ହେବ। ୱାନ୍ ବାର ୱାନ ଭୋଟ ନିୟମ ଅନୁଯାୟୀ ରାଜ୍ୟର ମୋଟ ୧୫୩ଟି ବାର୍‌ ଆସୋସିଏସନରେ ଗୋଟିଏ ଦିନରେ ଭୋଟ ପଡ଼ିବ। ରାଜ୍ୟରେ ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ହେବ। ଏହି ନିର୍ବାଚନରେ ମୋଟ ୩୩, ୪୩୪ ଆଇନଜୀବୀ ଭୋଟ ଦେବାକୁ…

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି; ୧୨ ଘଣ୍ଟା ପାଇଁ ବନ୍ଦ ଡାକରା

କଣ୍ଟାବାଞ୍ଜି: ଶନିବାର ୧୨ ଘଣ୍ଟା ବନ୍ଦ ରହିବ କଣ୍ଟାବାଞ୍ଜି। ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କଞ୍ଜାବାଞ୍ଜି ୧୨ ଘଣ୍ଟା ବନ୍ଦ କରିବାକୁ ଡାକରା ଦିଆଯାଇଥିବା…

୩ ଦିନ ପରେ ସକ୍ରିୟ ପଶ୍ଚିମାଝଡ଼; ୨୬ରୁ ବର୍ଷା, ସବୁ ଜିଲ୍ଲାକୁ ସତର୍କ କରାଇଲେ SRC

ଭୁବନେଶ୍ୱର: ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ୩ ଦିନ ପରେ ପୁଣିଥରେ ପଶ୍ଚିମା ଝଡ଼ ସକ୍ରିୟ ହୋଇଛି। ଏହା ପ୍ରଭାବରେ ୨୬ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା ରହିଛି ବୋଲି ଭୁବେନଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ…

କରୋନା ବେଳେ ବାପା-ମାଙ୍କୁ ହରାଇଥିବା ୫୦,୯୫୨ ପିଲାଙ୍କୁ ରାଜ୍ୟ ସରକାର କରିବେ ସାହାଯ୍ୟ

ଭୁବନେଶ୍ୱର: ଓଡ଼ିଶା ସରକାର ବର୍ତ୍ତମାନ ସୁଦ୍ଧା ୧୮ ବର୍ଷରୁ କମ୍ ବୟସର ୫୦,୯୫୨ ପିଲାଙ୍କୁ ଚିହ୍ନଟ କରିଛନ୍ତି, ଯେଉଁମାନେ କରୋନା ଏବଂ ଅନ୍ୟାନ୍ୟ କାରଣରୁ ସେମାନଙ୍କ ମା' କିମ୍ବା ବାପା କିମ୍ବା ଉଭୟଙ୍କୁ ହରାଇଛନ୍ତି। ଶୁକ୍ରବାର ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ…

ମଦ ପିଇ ଗାଡି ଚଳାଉଥିବା ଅଭିଯୋଗରେ ଗିରଫ ହେଲେ ୨୬୮ ଜଣ

ଭୁବନେଶ୍ୱର: ମଦ ପିଇ ଗାଡି ଚଳାଉଥିବା ଅମାନିଆଙ୍କୁ ଧରିବା ପାଇଁ ଗୁରୁବାରଠୁ ଓଡିଶା ପରିବହନ ବିଭାଗ ପକ୍ଷରୁ ଧରପଗଡ ଆରମ୍ଭ ହୋଇଛି। ଗୁରୁବାର ପ୍ରଥମ ଦିନରେ ୨୬୮ ଜଣ ସାରା ଓଡ଼ିଶାରୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ପରିବହନ ବିଭାଗର ଅତିରିକ୍ତ କମିସନର ଶୁକ୍ରବାର ଏହି ସୂଚନା…

ଐତିହ୍ୟ ସୁରକ୍ଷା ଚିନ୍ତା: ଏଏସଆଇ ନିର୍ଦ୍ଦେଶ ଦେବାର ୭ ବର୍ଷ ପରେ ସିଲ୍ ହେଲା ଖଣ୍ଡଗିରି ଉଦୟଗିରି ରାସ୍ତା

ଭୁବନେଶ୍ୱର: ଐତିହ୍ୟ ସ୍ଥାନଗୁଡ଼ିକୁ ଯାନବାହନ ଚଳାଚଳ ଓ ପ୍ରଦୂଷଣରୁ ସୁରକ୍ଷା କରିବା ପାଇଁ ୨୦୧୫ରେ ଏଏସ୍ଆଇ ପକ୍ଷରୁ ରାଜଧାନୀ ଉପକଣ୍ଠରେ ଥିବା ଖଣ୍ଡଗିରି ଓ ଉଦୟଗିରି ରାସ୍ତା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ କିନ୍ତୁ ଐତିହ୍ୟସ୍ଥଳରେ ସ୍ଥିତି ଆହୁରି ଖରାପ ହେବା ପରେ ପ୍ରଶାସନ…