Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଞ୍ଜିନିବେଶରେ ଆଗରେ ଓଡ଼ିଶା, ପ୍ରତାପ କହିଲେ; ପାରାଦୀପ ହେବ ପେଟ୍ରୋକେମିକାଲ୍ ହବ୍‌

ଭୁବନେଶ୍ୱର : ପୁଞ୍ଜିନିବେଶରେ ଓଡ଼ିଶା ଆଗରେ ରହିଛ। ଯେଉଁଠି ଜାତୀୟ ହାର ୨୨ ପ୍ରତିଶତ ରହିଛି ସେଠାରେ ୪୫ରୁ ୪୭ ପ୍ରତିଶତ ଓଡ଼ିଶାରେ ପୁଞ୍ଜିନିବେଶ ରହିଛି । ମେକ ଇନ୍ ଓଡ଼ିଶା ୨୦୨୨ ଜରିଆରେ ଆସିଥିବା ୭୪୧ ଶିଳ୍ପ ଆଗ୍ରହ ପ୍ରସ୍ତାବ କାର୍ଯ୍ୟକ୍ଷମ ହେଲେ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର…

ଅଜା ଘରକୁ ଯିବାବେଳେ ପଛରୁ ପିଟିଲା ଟ୍ରକ; ଆଖି ବୁଜିଲେ ଦଶମ ଶ୍ରେଣୀ ଛାତ୍ରୀ

ଢେଙ୍କାନାଳ: ମାଟ୍ରିକ ପରୀକ୍ଷା ସରିବା ଖୁସି ମନାଇବାର ତାଲିକା ପ୍ରସ୍ତୁତ କରିଥିଲେ । ସେହି ତାଲିକାରୁ ଗୋଟିଏ ଥିଲା ଅଜାଘର ବୁଲିବା  । ମନ ଖୁସିରେ ବାପାଙ୍କ ସାଙ୍ଗାରେ ଗାଡିରେ ବସି ଯାଉଥିଲେ ଅଜାଘର । ତା ପରବର୍ତ୍ତୀ ଅନେକ କାର୍ଯ୍ୟକ୍ରମ ଥିଲା । ହେଲେ ଏତେ ଖୁସିରେ କାହାର ନଜର ଲାଗିଗଲା…

ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ ଜେଲଦଣ୍ଡ

ଭଦ୍ରକ:ପତ୍ନୀଙ୍କୁ ହତ୍ୟାକାରୀଙ୍କୁ ମିଳିଲା ଆଜୀବନ ଜେଲଦଣ୍ଡ । ଏମିତି ରାୟ ଶୁଣାଇଛନ୍ତି   ଭଦ୍ରକ  ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ ଆଶୀଷ କୁମାର ତ୍ରିପାଠୀ । ଆଜି ଏକ ବଧୂ ହତ୍ୟା ମାମଲାର ବିଚାର କରି ବାଂଶଡା ଥାନା କେସରପୁର ଗ୍ରାମର ରମାକାନ୍ତ ବାରିକଙ୍କ ପୁତ୍ର ଟୁଟୁ ଓରଫ କୈଳାସ ବାରିକ…

ଏଣିକି ସେନା ଯବାନଙ୍କ ମେନ୍ୟୁରେ ସାମିଲ ହେବ ମିଲେଟ୍‌, ଅଟାର ବିକଳ୍ପ ହେବ ମାଣ୍ଡିଆ

ନୂଆଦିଲ୍ଲୀ :  ଏଣିକି ସେନାରେ ଯବାନଙ୍କ ମେନ୍ୟୁରେ ମିଲେଟ୍‌ ବା ମାଣ୍ଡିଆ ସାମିଲ ହେବ । ସେନାରେ ରାସନ ଭାବେ ମିଲେଟର ବ୍ୟବହାରକୁ କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇଥିବା ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ସୂଚନା ଅନୁସାରେ, ସେନାରେ…

ବରକନ୍ୟା ଝରଣା ବୁଲିଲେ ବିଜେଡି ନେତା, ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରତିଶୃତି ଦେଲେ ପ୍ରଣବ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଜଙ୍ଗଲ ଓ ପାହାଡ଼ ଘେର ଭିତରେ ରହିଛି ବରକନ୍ୟା ଝରଣା । ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କୁ ଆମନ୍ତ୍ରଣ ରକ୍ଷା କରି ଜିଲ୍ଲାର ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ଗୁରୁବାର ସକାଳୁ ସକାଳୁ ପହଞ୍ଚିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ…

ଅପପୁଷ୍ଟି ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ: ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର:  ଅପପୁଷ୍ଟି ପ୍ରସଙ୍ଗକୁ ନେଇ ଆସି ବିଧାନସଭା ହୁଲସ୍ତୁଲ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ବିଧାନସଭାରେ କଳିଙ୍ଗନଗର ଅପପୃଷ୍ଟି ପ୍ରସଙ୍ଗ ଉଠାଇବା ପରେ ଏହାର ଜବାବ ରଖିଥିଲେ ଶାସକ ଦଳ ବିଧାୟକ ଅମର ଶତପଥୀ। ଏହାକୁ ନେଇ ବିଧାନସଭା ଆଜି କମ୍ପିଥିଲା । ବିରୋଧୀ ଦଳ ନେତା…

ଡିଜେ ଆଜେକ୍ସ ମୃତ୍ୟୁ ରହସ୍ୟ: ହ୍ୱାଟ୍ସଅପ ଗ୍ରୁପରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: ନୂଆ ମୋଡ ନେଲା ଡିଜେ ଆଜେକ୍ସ ମୃତ୍ୟୁ ମାମଲା । ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ହ୍ୱାଟସ୍ଅପ ମେସେଜରୁ ମିଳିଲା ସୁରାକ ।  ଜଣେ ନୁହେଁ, ତିନି ତିନି ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ । ତିନି ଜଣଯାକ ଯୁବତୀ ଏହା ଜାଣିବା ପରେ କରିଥିଲେ ଏକାଠି ହୋଇଥିଲେ ।…

ବୃକ୍ଷ ପ୍ରେମରେ କାମଦେବ ମହାରଣା

ପୁରୀ : ଶବ୍ଦକୁ ଦିଅନ୍ତି ଜୀବନ, ବୃକ୍ଷ ସହ ରହିଛି ତାଙ୍କର ନିବିଡ଼ ସମ୍ପର୍କ  । କେତେବେଳେ ସେ ଗଛସହ ଗୁଣୁଗୁଣୁ ହୋଇ କଥା ହୁଅନ୍ତି ତ ପୁଣି କେତେବେଳେ ପରାସ୍ତ ଜହ୍ନରୁ ଜୋତ୍ସନା ତୋଳି ଆଣି ତାକୁ କବିତାର ରୂପ ଦିଅନ୍ତି । ଆମେ କହୁଛୁ ପୁରୀର କାମଦେବ ମହାରଣାଙ୍କ କଥା । ପେଶାରେ ସେ ଜଣେ…

ଦନ୍ତା ହାତୀକୁ ମାରି ଦାନ୍ତ ନେଇଗଲେ; ବର୍ଷକରେ କୁଳଡିହା ଅଭୟାରଣ୍ୟରେ ଗଲାଣି ୭ ହାତୀର ଜୀବନ

 ବାଲେଶ୍ୱର: ଦାନ୍ତ ପାଇଁ ପୁଣି ଦନ୍ତା ଶିକାର। ବାଲେଶ୍ୱର କୁଳଡିହାର କଳମଚତୁରୀ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ କରାଯାଇଛି। ହାତୀକୁ ମାରି ଶିକାରୀ ଦାନ୍ତ ନେଇଯାଇଥିବା ଅଭିଯୋଗ ହୋଇଛି। ବନ ବିଭାଗ କର୍ମଚାରୀ ଗତକାଲି ପାଟ୍ରୋଲିଂ କରୁଥିବା ହାତୀର ମୃତଦେହ କଳମଚତୁରୀ ଜଙ୍ଗଲରେ ପଡ଼ିଥିବା…

ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା

ଭୁବନେଶ୍ୱର : ଏପ୍ରିଲ ୩ରୁ ଦଶମ ଶ୍ରେଣୀ ସମ୍ମେଟିଭ୍‌-୨ ଖାତା ଦେଖା ଆରମ୍ଭ ହେବ । ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବା ନେଇ ସୂଚନା ରହିଛି  । ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତାଗୁଡିକ କଡା ସୁରକ୍ଷାରେ ବ୍ୟବସ୍ଥା ମଧ୍ୟରେ ଯିବ ବୋଲି ଜଣାପଡ଼ିଛି । ମୂଲ୍ୟାୟ‌ନ…