Latest Odisha News

BREAKING NEWS

Browsing Category

ଓଡିଶା

Odisha

ନଦୀ ପଠାରେ ଚାଲିଥିଲା ଚୋରା ବାଲି ଚାଲାଣ, ମାଡି ବସିଲା ପୋଲିସ ଫୋର୍ସ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଲ୍ୟାଣପୁର ନିକଟ କୁଆଖାଇ ନଦୀ ପଠାରେ ଚାଲିଥିଲା ଚୋରା ବାଲି ଚାଲାଣ। ମାଡି ବସିଲା ପୋଲିସ ଫୋର୍ସ। ବାଲି ମାଫିଆମାନେ କୋଟି କୋଟି ଟଙ୍କାର ରାଜସ୍ୱ ଲୁଟି ନେଉଥିବା ବେଳେ ଭୁବନେଶ୍ଵର ଜୋନ୍ ୪ ଏସିପିଙ୍କ ତତ୍ତ୍ଵାବଧାନରେ ପୋଲିସ ଫୋର୍ସ ସହିତ ବାଲି ଘାଟରେ ପହଞ୍ଚି…

ଲ୍ୟାମ୍ପସ୍‌ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍

ରାୟଗଡ଼ା: କଲ୍ୟାଣସିଂହପୁର ଲ୍ୟାମ୍ପସ୍‌ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ଚଢାଉ। ଲ୍ୟାମ୍ପସ୍‌ ଏମ୍‌ଡି ତାରିଣୀ ତ୍ରିପାଠୀଙ୍କ ଜିଲୁଣ୍ଡା ଘରେ ୬ ଜଣିଆ ଟିମ୍‌ର ଚଢାଉ ଜାରି ରହିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଓ ବେଆଇନ କାରବାର ଅଭିଯୋଗରେ ରେଡ୍ ଚାଲିଛି। ତାଙ୍କ ବିରୋଧରେ ପ୍ରାୟ ୭୦ ଲକ୍ଷ ଟଙ୍କା…

ରାଜଧାନୀରେ ବିଦ୍ୟୁତ୍‌ କାଟ ନେଇ ବିଳମ୍ବିତ ରାତିରେ ଉତ୍ତେଜନା

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ବିଦ୍ୟୁତ କାଟ ସାଧାରଣ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଛି। ବିଦ୍ୟୁତ କାଟକୁ ନେଇ ରାଜଧାନୀ ଭୁବନେଶ୍ବରରେ ଉତ୍ତେଜନା। ଭରତପୁର ଅଞ୍ଚଳରେ ବିଳମ୍ବିତ ରାତିରେ ଏଭଳି ପରିସ୍ଥିତି ଦେଖାଯାଇଛି। ଉତ୍ତେଜିତ ଲୋକମାନେ ସେକ୍ସନ ବିଦ୍ୟୁତ ଅଫିସ ଭିତରକୁ…

ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି, ଦୁଇ ଦିନ ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର

କଟକ: ରାଜ୍ୟରେ ପ୍ରଚଣ୍ଡ ତାତି। ସପ୍ତାହେ ନିଆଁ ମାଡ଼। ଅସହ୍ୟ କଲାଣି ଗରମ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକରେ ଆଜି ଓ ଆସନ୍ତାକାଲି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ୨ ଦିନ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ପାଇଁ ଜିଲ୍ଲାପାଳ ଦେଇଛନ୍ତି ନିର୍ଦ୍ଦେଶ।…

ପୌର ଅଧ୍ୟକ୍ଷଙ୍କ ଘର ଉପରକୁ ବୋମା ମାଡ଼

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଅଧ୍ୟକ୍ଷ ଗୋପ ମହାପାତ୍ରଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି। ଥାନା ପଛରେ ଏହି ଆକ୍ରମଣ କରାଯାଇଥିବା ନେଇ ସୂଚନା ମିଳିଛି। ଗତକାଲି ରାତିରେ ୪ଟି ବାଇକରେ ୭ ରୁ ୮ ଜଣ ଯୁବକ ଆସି ବୋମାମାଡ଼ କରି ଫେରାର ହୋଇଛନ୍ତି ।…

ତାତିରେ ଛଟପଟ ଓଡ଼ିଶା, ଆହୁରି ସପ୍ତାହେ ଗ୍ରୀଷ୍ମ ଲହରି

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ତାତି। ହୁତ୍ ହୁତ୍ ହୋଇ ଜଳୁଛି ସାରା ଓଡ଼ିଶା। ତାତିରେ ଛଟପଟ ରାଜ୍ୟବାସୀ। ପଶ୍ଚିମ ଓଡ଼ିଶାରେ ତାତି ବିସ୍ଫୋରଣ ଭଳି ଜ୍ୱାଳା। ବହୁଛ ତତଲା ପବନ। ଅସହ୍ୟ କରୁଛି ଏହି ଗ୍ରୀଷ୍ମ ଲହରି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨୫ ତାରିଖ…

PM Modi gifts: ବିଶ୍ୱ ନେତାଙ୍କୁ ଓଡ଼ିଶାର କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ;ଭେଟିଦେଲେ ରୂପା ତାରକସି ଓ…

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରିବା ପରେ ଗୁରୁବାର ଦିଲ୍ଲୀ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବିଦେଶ ଯାତ୍ରା ସମୟରେ ବିଶ୍ୱ ନେତାଙ୍କ ପାଇଁ ଅନେକ ଅନନ୍ୟ ଉପହାର ମଧ୍ୟ ସାଙ୍ଗରେ ନେଇଥିଲେ। ଏହି ଉପହାର ମଧ୍ୟରେ ଭାରତର…

Fuel Conservation:ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚକାଟ୍ ପାଇଁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ୮-ସୂତ୍ରୀ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର: ବର୍ତ୍ତମାନ ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଦେଶରେ ପେଟ୍ରୋଲ ଡିଜେଲ ଖର୍ଚ୍ଚକାଟ ପାଇଁ ପ୍ରଧାନମନ୍ତ୍ରୀ ନିକଟରେ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ମୁଖ୍ୟମନ୍ତ୍ରୀ ତାଙ୍କ କାର୍‌କେଡ୍‌’ର ଗାଡ଼ିସଂଖ୍ୟା ଅଧା କରିଥିବା ବେଳେ ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ କମ୍…

Special Appeal Camp Court:ଏହି ଦିନ ହେବ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଅପିଲ୍ କ୍ୟାମ୍ପ କୋର୍ଟ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତା ଶନିବାର (୩୦ ତାରିଖ , ୨୦୨୬) ଅପରାହ୍ନ ୩ଟାରେ ଭୁବନେଶ୍ୱରସ୍ଥିତ ଉନ୍ନତି ଭବନଠାରେ ଏକ ସ୍ୱତନ୍ତ୍ର ଅପିଲ୍ କ୍ୟାମ୍ପ କୋର୍ଟ (Special Appellate Camp Court) ଆୟୋଜିତ ହେବ । ଭୁବନେଶ୍ୱର ଉନ୍ନୟନ…

Kalabaisakhi Storm:କାଳବୈଶାଖୀ ତାଣ୍ଡବ; ୩ ମୃତ,ଜଣେ ଗୁରୁତର;ମୃତ ପରିବାରଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ନିର୍ଦ୍ଦେଶ

କେନ୍ଦୁଝର:ତାଣ୍ଡବ ରଚିଲା କାଳବୈଶାଖୀ। ତିନି ଜଣଙ୍କ ମୃତ୍ୟୁ । କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନରଣପୁରରେ ଅଭାବନୀୟ ଘଟଣା । କାଳବୈଶାଖୀର ପ୍ରବଳ ବର୍ଷା ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ଜଣଙ୍କ ମୃତ୍ୟୁ ହୋଇଛି । ଘରର ଛାତ ଉପରେ ଟେଣ୍ଟ ମାରି ଶୋଇଥିବା ବେଳେ ଭୁଶୁଡ଼ିପଡିଥିଲା ।…