Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଡ୍ରାଇଭର ସଂଘ ସହ ସରକାର ଆଲୋଚନା କରି ସମାଧାନ କରନ୍ତୁ’ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ରାଜ୍ୟରେ ୨ ଦିନ ଧରି ଜାରି ରହିଛି ଡ୍ରାଇଭର ସଂଘର ଆନ୍ଦୋଳନ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଲୋକେ ହେଉଛନ୍ତି ହନ୍ତସନ୍ତ । ବରମୁଣ୍ଡାରୁ ଆରମ୍ଭ କରି କଟକ ବାଦାମ ବାଡ଼ି ବସ୍‌ ଷ୍ଟାଣ୍ଡରେ ଖାଁ ଖାଁ ସ୍ଥିତି ଉପୁଜିଛି  । ଡ୍ରାଇଭର ମାନେ ନିଜ ଜିଦ୍‌ରେ ଅଟଳ ରହି ଆନ୍ଦୋଳନ…

ଓଡ଼ିଶାରେ କାୟା ବିସ୍ତାର କରୁଛି H3N2; ଆକ୍ରାନ୍ତଙ୍କ ସଂଖ୍ୟା ୬୧ ଛୁଇଁଲା

ଭୁବନେଶ୍ୱର:ଓଡ଼ିଶାରେ କାୟା ବିସ୍ତାର କରୁଛି H3N2  । ମାର୍ଚ୍ଚରେ ୬୨ଟି ନମୂନା ପରୀକ୍ଷା ପାଇଁ ଯାଇଥିବାବେଳେ ସେଥିରୁ ୨ଟି ପଜିଟିଭ ଆସିଛି । ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୬୧ ଛୁଇଁଲା । ଆରଏମଆରସି (Regional Medical Research Centre)ର କହିବା ଅନୁଯାୟୀ, ଜାନୁଆରୀରୁ…

ବୃଦ୍ଧା ବୟସରେ ମୂଲ ଲାଗି ଚଳୁଛନ୍ତି ଚେନିଆ, ପ୍ରଶାସନର ସହାୟତାକୁ କରିଛନ୍ତି ଅପେକ୍ଷା

କେନ୍ଦ୍ରାପଡ଼ା : କଥାରେ ଅଛି ଦୁଃଖ ଯେତେବେଳେ ଆସେ ଚାରି ଦିଗରୁ ମାଡି ବସେ । ଆଉ ଜୀବନର ବୟସ ଅପେକ୍ଷା ଦୁଃଖର ବୟସ ଅଧିକ ହୋଇଥାଏ । ବୟସର ଅପରାହ୍ନରେ ଦୁଃଖର ବୋଝ ଲଦି ହୋଇ ଯାଇଛି ଏହି ବୃଦ୍ଧାଙ୍କ ଉପରେ । ଭାଗ୍ୟ ଦାଉ ସାଧିଲା ପରେ ଦୁଃଖର  ବୋଝକୁ ମୁଣ୍ଡରେ ମୁଣ୍ଡେଇ ବାଟ ଚାଲୁଛନ୍ତି…

ମହିଳା ସଂରକ୍ଷଣ ମୁଦ୍ଦା: ୧୩ ବିରୋଧୀ ନେତାଙ୍କୁ ଭେଟିଲେ କେସିଆରଙ୍କ ଝିଅ, ବିଜେଡି ନିରବ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ବୁଧବାର ମହିଳା ସଂରକ୍ଷଣ ବିଲ୍ ଉପରେ ଏକ ଗୋଲଟେବୁଲ୍ ବୈଠକରେ ଯୋଗ ଦେଇଥିଲେ। ସଂସଦର ବଜେଟ୍ ଅଧିବେଶନରେ ଏହାକୁ ପାରିତ କରିବା ପାଇଁ ୧୩ଟି ବିରୋଧୀ ଦଳର ନେତାମାନେ ଏହି ବୈଠକରେ ଦାବି କରିଥିଲେ। ବୈଠକରେ…

ଆଜିଠୁ ଡ୍ରେସ କୋଡ ମାନିବେନି ପ୍ରାଥମିକ ଶିକ୍ଷକ ସଂଘ, ମନ୍ତ୍ରୀ କହିଲେ ଏପରି କରନ୍ତୁ ନାହିଁ

ଭୁବନେଶ୍ୱର: ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘକୁ ଆନ୍ଦେଳନ ପାଇଁ ଅନୁମତି ନମିଳିବା ପରେ ବିଧାନସଭାରେ ଗଣଶିକ୍ଷା ମନ୍ତୀ ସମୀର ରଞ୍ଜନ ଦାସଙ୍କ ସହ ବୈଠକ ବସିଥିଲା। ଏହାପରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଯଦିଓ ସଂଘ ନିଷ୍ପତ୍ତି ନେଇଛି। ହେଲେ ଡ୍ରେସ କୋଡ଼ ମାନିବ ନାହିଁ ବୋଲି ସଂଘ କହିଛି।…

ଗର୍ଭବତୀ ମହିଳା ଭିଣୋଇ ଦ୍ୱାରା ଦୁଷ୍କର୍ମର ଶିକାର, ମୋବାଇଲରେ ଅପରାଧ ରେକର୍ଡିଂ କରୁଥିଲା ଭଉଣୀ

ନବରଙ୍ଗପୁର: ଜଣେ ମହିଳା ଗର୍ଭବତୀ ଥିବା ବେଳେ ସେ ତାଙ୍କ ଭିଣୋଇଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଘଟଣା ଯେତିକି କୁତ୍ସିତ ତାଠୁ ବଳିଯାଇଛି ଦୁଷ୍କର୍ମ ଘଟଣାର ରେକର୍ଡିଂ କରିଥିବା ବ୍ୟକ୍ତି ହେଉଛନ୍ତି ପୀଡ଼ିତାଙ୍କ ଭଉଣୀ…

ସମ୍ବଲପୁରରେ ଅଣ୍ଡା ବାଇଗଣ: ଦେଖିବାକୁ ଯେମିତି ସୁନ୍ଦର, ଖାଇବାକୁ ସେମିତି ସୁଆଦିଆ

ସମ୍ବଲପୁର: ସମ୍ବଲପୁରରେ ଜଣଙ୍କ ବାଡିରେ ଲାଗିଥିବା ଗଛରେ ଫଳିଥିବା ବାଇଗଣ ଅଣ୍ଡାଭଳି ଦେଖାଯାଉଛି। ତେଣୁ ଏହାକୁ ଅଣ୍ଡା ବାଇଗଣ ବୋଲି କୁହାଯାଉଛି। ଏହା ଆଖିକୁ ଦେଖିବାକୁ ସୁନ୍ଦର ଯେମିତି, ସୁଆଦିଆ ମଧ୍ୟ। ସମ୍ବଲପୁର ଦୁର୍ଗାପାଲି ଅଞ୍ଚଳର ଏହି ଅଣ୍ଡାକୁ ନେଇ ଏବେ ସବୁଠି ଚର୍ଚ୍ଚା। ସ୍ଥାନୀୟ…

ଜଙ୍ଗଲ ନିଆଁ ମନୁଷ୍ୟକୃତ କହିଲେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ

ଭୁବନେଶ୍ୱର: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବୁଧବାର ବିଧାନସଭାରେ କହିଛନ୍ତି ଯେ, ଜଙ୍ଗଲରେ ଲାଗିଥିବା ନିଆଁ ପ୍ରାୟତଃ ମଣିଷ ଦ୍ୱାରା ଲଗାଯାଇଥିବା ନିଆଁ। ଅମାତଙ୍କ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଓଡ଼ିଶାରେ ୨୨ ହଜାର ୭୮୬ଟି ଫାୟାର ପଏଣ୍ଟ ରିପୋର୍ଟ…

ପୁରୀ ଅସ୍ତରଙ୍ଗରୁ ଆଉ ଏକ ସନ୍ଦିଗ୍ଧ ପାରା ଜବତ

ପୁରୀ: ପାରାଦୀପ ସମୁଦ୍ର ମଝିରୁ ମତ୍ସ୍ୟଜୀବୀ ଏକ ଗୁଇନ୍ଦା ପାରା ଉଦ୍ଧାର କରିବାର ସପ୍ତାହକ ମଧ୍ୟରେ ବୁଧବାର ପୁରୀ ଅସ୍ତରଙ୍ଗ ପୁଲିସ ସୀମା ଅନ୍ତର୍ଗତ ନାନପୁରଠାରେ ଆଉ ଏକ ସନ୍ଦିଗ୍ଧ ପାରା ଜବତ ହୋଇଛି। ଏହି ପାରାର ଗୋଡରେ ସନ୍ଦେହଜନକ ଟ୍ୟାଗ୍ ଲାଗିଥିବା ଦେଖିବାକୁ ମିଳିଛି। ମିଳିଥିବା…

ଅପମାନ ଅଭିଯୋଗ, ଡ୍ରାଇଭର ମହାସଂଘକୁ ବିରୋଧ କରି ଆଜି ଆନ୍ଦୋଳନ କରିବ ଅଟୋ ଚାଳକ ସଂଘ

ଭୁବନେଶ୍ୱର: ସ୍ମାର୍ଟସିଟି ଅନଲାଇଇନ୍ ଅଟୋ ସଙ୍ଘ ପକ୍ଷରୁ ବୁଧବାର ଆନ୍ଦୋଳନରତ ବସ୍ ଚାଳକଙ୍କ ଦ୍ୱାରା ଅପମାନର ପ୍ରତିବାଦରେ ଗୁରୁବାର ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଧର୍ମଘଟରେ ସାମିଲ ହେବା ପାଇଁ ଗୁରୁବାର ପ୍ରାୟ ୧୦ ହଜାର ଅଟୋ ରିକ୍ସା ଓ ଟ୍ୟାକ୍ସି ଚାଳକ ରାସ୍ତା ବନ୍ଦ ରଖିବେ…