Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଦ୍ମପୁର ବାସୀଙ୍କୁ ଧୋକା ଦେଲେ ମୁଖ୍ୟମନ୍ତ୍ରୀ, ନୃସିଂହନାଥ ସଦବୁଦ୍ଧି ଦିଅନ୍ତୁ : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଧୋକା ଦେଇ ଦେଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଗସ୍ତରେ ଯାଇ ତିନି ତିନୋଟି ସଭା କରିଛନ୍ତି । ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବ ବୋଲି ସଭାରେ କହିଥିବା ବେଳେ ବିଜେପି ପ୍ରଦୀପ ପୁରୋହିତ କହିଛନ୍ତି…

ଜେଲରେ କଏଦୀ ପଢ଼ିବେ ଗୀତା ଭାଗବତ

ଭୁବନେଶ୍ୱର : ଏବେ କଏଦୀ ପଢ଼ିବେ ଗୀତା ଭାଗବତ । କଏଦୀଙ୍କ ମାନସିକ ସ୍ଥିତିରେ ସୁଧାର ପାଇଁ ଏମିତି ଅଭିନବ ପଦକ୍ଷେପ ନିଆଯାଇଛି। ପବିତ୍ର ମହାଶିବରାତ୍ରି ଅବସରରେ ଏହାର ଶୁଭାରମ୍ଭ ଝାରପଡ଼ା ସ୍ୱତନ୍ତ୍ର କାରାଗାରରୁ ହୋଇଛି। ଇସ୍କନ ମନ୍ଦିରରୁ ୨୭ ଜଣିଆ ଟିମ୍ ଝାରପଡ଼ା ଜେଲକୁ ଯାଇଥିଲେ । ସେଠାରେ…

ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ

ବରୀ : ପୁଣି ସାମ୍ନାକୁ ଆସିଲା ଲଜ୍ଜାଜନକ ଘଟଣା । ୧୬ ବର୍ଷର ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ । ସୂଚନା ଅନୁଯାୟୀ, ଗତ ୧୭ ତାରିଖ ସନ୍ଧ୍ୟା ସମୟରେ ନାବାଳିକା ନିଜ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଅପହରଣ କରି ବଳାତ୍କାର କରିଥିଲା । ଏଭଳି ଘଟଣା ବରୀ ଜିଲ୍ଲା ବାଇଁଶିରିଆ…

କେଉଁ କାରଣରୁ ଅଭିନେତା ପପୁ ପମ୍‌ ପମ୍‌ଙ୍କୁ ପଥର ମାଡ଼ ?

ଚିକିଟି: ହଟହଟା ହେଲେ ଅଭିନେତା ପପୁ ପମ୍‌ ପମ୍‌। ପଥର ମାଡ଼ ହୋଇଥିବା ଅଭିଯୋଗ । ଗତକାଲି ଗଞ୍ଜାମ ଚିକିଟି ବ୍ଲକର ସୋରଳ ଗାଁରେ ମହାଶିବରାତ୍ରୀ ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନେତା ପପୁ ପମ୍‌ ପମ୍‌ଙ୍କ ଉପରକୁ ପଥର ମାଡ଼ ହୋଇଛି । କେବଳ ଏତିକି ନୁହେଁ ପପୁଙ୍କୁ ପାଣି…

ନ୍ୟାୟ ପାଇଁ ବିରୋଧୀ ଦଳ ନେତାଙ୍କୁ ଭେଟିଲେ ସୋମାଲିକା

ଭୁବନେଶ୍ୱର: ଏତଲା ରଖିବାକୁ ୯ ମାସ ବିତିଲା । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ୨୧ ଦିନ ତଳେ ପୋଲିସ ଏତଲା କରିଛି । ଶାସକ ଦଳରେ ସମସ୍ତେ ସ୍ୱଚ୍ଛ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉନି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ତିର୍ତ୍ତୋଲ…

ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କଲେ ମୁଖ୍ୟମନ୍ତ୍ରୀ; ବର୍ଷକ ଭିତରେ ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା

ବରଗଡ଼: ନିର୍ବାଚନ ସମୟରେ ପଦ୍ମପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ। ବରଗଡ଼ ଝାରବନ୍ଧରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଷେ…

ଜାଗର ଦେଖି ଫେରିବା ବେଳେ ଅଟୋକୁ ଧକ୍କା ଦେଲା ହାଇୱା, ଚାଲିଗଲା ୩ ଜୀବନ

ଅନୁଗୋଳ : ଜାଗର ଯାତ୍ରା ହେଲା ଶେଷ ଯାତ୍ରା । ଜାଗର ଦେଖି ଫେରିବା ବେଳେ ଦୁର୍ଘଟଣା  । ଚାଲିଗଲା ୩ ଜୀବନ । ଜାଗର ଯାତ୍ରା ଦେଖି ଫେରୁଥିବା ବେଳେ ବିଳମ୍ବିତ ରାତିରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଫଳରେ ୩ ଜଣକ ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ…

ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଲା ଆଉ ଏକ ଟ୍ରକ୍; ଡ୍ରାଇଭର ଓ ହେଲ୍‌ପର ଗୁରୁତର

ଭୁବନେଶ୍ୱର: ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକୁ ପଛରୁ ପିଟିଲା ଆଉ ଏକ ଟ୍ରକ୍। ଡ୍ରାଇଭର ଗୁରୁତର। ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ତମାଣ୍ଡୋ ଥାନା ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି।  ମିଳିଥିବା ଖବର ଅନୁସାରେ, ତମାଣ୍ଡୋ ଥାନା ଜାତୀୟ ରାଜପଥ ନିକଟରେ ଏକ ଟ୍ରକ୍ ରାସ୍ତା ଉପରେ…

ଦିବ୍ୟାଙ୍ଗ ପୁଅକୁ ପିଟି ପିଟି ମାରିଦେଲେ ସାବତ ମାଆ !

ନୟାଗଡ଼:  ଦିବ୍ୟାଙ୍ଗ ପୁଅକୁ ପିଟି ପିଟି ମାରିଦେଲେ ସାବତ ମାଆ ! ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସିମିଳିସାହି ଗାଁରୁ। ମୃତ ଦିବ୍ୟାଙ୍କ ପୁଅର ବୟସ ୩୭। ତାଙ୍କ ନାଁ ବିଜୟ ପ୍ରଧାନ। ମିଳିଥିବା ଖବର ଅନୁଯାୟୀ, ଦିବ୍ୟାଙ୍ଗ ବିଜୟ ପ୍ରଧାନଙ୍କ ଅଟୋ ଚଳାଇ ରୋଜଗାର କରୁଥିଲେ।…

ବଦଳିଲା ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ

ଭୁବନେଶ୍ୱର: ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ପାଇଁ ବଦଳିଲା ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ।ଏଣିକି ସର୍ବନିମ୍ନ ଦ୍ବାଦଶ ଉତ୍ତୀର୍ଣ୍ଣ ନ ହେଲେ କରିପାରିବନି ଏହି ଚାକିରୀ । ବୟସସୀମା ବି ଧାର୍ଯ୍ୟ କରିଛନ୍ତି  ସରକାର । ପୋଷଣ ୨.୦ ଏବଂ ସକ୍ଷମ ଅଙ୍ଗନବାଡି ନିୟମାବଳୀ ଅନୁଯାୟୀ ଏହି…