Latest Odisha News

BREAKING NEWS

Browsing Category

ଓଡିଶା

Odisha

୩ ବର୍ଷ ତଳେ ବଢିଥିଲା, ପୁଣି ବିଧାୟକଙ୍କ ୧୦୦ ପ୍ରତିଶତ ଦରମା ବୃଦ୍ଧି ଦାବି କେତେ ଯୁକ୍ତିଯୁକ୍ତ ?

ଭୁବନେଶ୍ୱର:ଦିଲ୍ଲୀ ବିଧାୟକ, ମନ୍ତ୍ରୀଙ୍କରୂ ଦରମା ବଢିଲା  । ଆମର ବି ବଢିବ । ଗୃହରେ ଏମିତି ଦାବି କରିଛନ୍ତି ଓଡ଼ିଶା ବିଧାୟକ । ଏହାକୁ ସବୁ ଦଳର ବିଧାୟକମାନେ ମଧ୍ୟ ସମର୍ଥନ କରିଛନ୍ତି । ବିଧାସଭା ଚାଲିଥିବାବେଳେ ଦରମା ବୃଦ୍ଧି ନେଇ ରାସ୍ତରେ ଗର୍ଜୁଛନ୍ତି ପ୍ରାଥମିକ ଶିକ୍ଷକ, ଆଶା କର୍ମୀ,…

ଡ୍ରାଇଭର ଆନ୍ଦୋଳନ ନେଇ ବାଚସ୍ପତିଙ୍କ ରୁଲିଂ, କାଲି ଗୃହରେ ଉତ୍ତର ରଖିବେ ପରିବହନ ମନ୍ତ୍ରୀ

ଭୁବନେଶ୍ବର: ଡ୍ରାଇଭର ସଂଘର ରାଜ୍ୟବ୍ୟାପୀ ଧର୍ମଘଟ ନେଇ ବିଧାନସଭାରେ ଆଜି ସରଗରମ ପରିସ୍ଥିତିଦେଖିବାକୁ ମିଳିଥିଲା  ।  ଏହା ପରେ ଡ୍ରାଇଭର ଆନ୍ଦୋଳନ ନେଇ ଆଜି ରୁଲିଂ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆନ୍ଦୋଳନରତ ଡ୍ରାଇଭରଙ୍କ ସହ ଆଲୋଚନା କରି ଆସନ୍ତାକାଲି ଗୃହରେ ବିବୃତି…

ଓଡ଼ିଶାରେ ୧୪ ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ଚିହ୍ନଟ କରାଯାଇଛି; ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  

ଭୁବନେଶ୍ୱର: ରାଜ୍ୟରେ କିଛି ବନ୍ଦର ନିର୍ମାଣ ହେବ। ୧୪ଟି ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ନିରୂପଣ ହୋଇଛି ବୋଲି ଏହି ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ରାଜ୍ୟରେ ବନ୍ଦର ପ୍ରସଙ୍ଗରେ ଗୃହରେ ଉତ୍ତର ରଖି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ତେବେ ଓଡ଼ିଶାରେ…

ପ୍ରତ୍ୟାହୃତ ହେଲା ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘ ଆନ୍ଦୋଳନ

ଭୁବନେଶ୍ୱର: ପ୍ରତ୍ୟାହୃତ ହେଲା  ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘର ଆନ୍ଦୋଳନ । ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ କରୁ ନାହାନ୍ତି ଏହି ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘ । ଫଳରେ ତାଙ୍କୁ ଦୁର୍ବ୍ୟବହାରର ଶିକାର ହେବାକୁ ପଡୁଛି । ଏହାର ପ୍ରତିବାଦରେ ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘ ଧାରଣା…

ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଦୁଃଖଦ ଘଟଣା: ପରୀକ୍ଷା ଦେବାବେଳେ ଚାଲିଗଲା ଛାତ୍ରଙ୍କ ଜୀବନ

କୋରାପୁଟ: ସକାଳୁ ସକାଳୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିଲେ । ହଲରେ ବସି  ପରୀକ୍ଷା ବି ଦେଉଥିଲେ । ହେଲେ ପରୀକ୍ଷା କେନ୍ଦ୍ରରେ ଚାଲିଗଲା ଛାତ୍ରଙ୍କ ଜୀବନ । ଏମିତି ଦୁଃଖଦ ଘଟଣା ଆସିଛି କୋରାପୁଟ ଜିଲ୍ଲାରୁ । ମୃତ ଛାତ୍ରଙ୍କ ନା କୁନା ପୂଜାରୀ ଓ ସେ ମାଲୁ ସାଆନ୍ତ ସ୍କୁଲର ଛାତ୍ର ।…

ରାଜ୍ୟରେ ଆରମ୍ଭ ହେଲା “ବାଲ୍ ଆଧାର” ! ସହଜ ହେବ ନେବାକୁ ସରକାରୀ ସେବା

ଖୋର୍ଦ୍ଧା - ଜନ୍ମ ପଞ୍ଜିକରଣ ଓ ଜନ୍ମ ସାର୍ଟିଫିକେଟ ଶିଶୁର ପ୍ରଥମ ଅଧିକାର । ଯାହାକୁ ଲକ୍ଷ୍ୟରେ ରଖି ରାଜ୍ୟରେ ଆରମ୍ଭ ହୋଇଛି “ବାଲ୍ ଆଧାର” । ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଧାର କାର୍ଡ ଅପଡେଟ କରିବାକୁ ଭ୍ରାମ୍ୟମାଣ ଆଧାର ସେବା ଭ୍ୟାନକୁ ଜିଲ୍ଲାପାଳ କେ. ସୁଦର୍ଶନ…

ଓଡ଼ିଶା-ଆନ୍ଧ୍ର ସୀମାରେ ଅଟକିଛି ହଜାର ହଜାର ଟ୍ରକ୍‌

ବ୍ରହ୍ମପୁର: ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଉପରେ ଗୁରୁତର ପ୍ରଭାବ ପଡ଼ିବା ଆରମ୍ଭ ହୋଇଗଲାଣି । କାରଣ କେବଳ ଯାତ୍ରୀବାହୀ ନୁହଁ, ବରଂ ମାଲ୍ ବାହୀ ଗାଡ଼ିଗୁଡ଼ିକ ମଧ୍ୟ ରାସ୍ତାରେ ଅଟକିଛି । ଶହେ କି ଦୁଇ ଶହ ନୁହଁ, ବରଂ ହଜାରେରୁ ଅଧିକ ଜାତୀୟ ରାଜପଥ ଉପରେ ଠିଆ…

ପୁରୀରେ ଆପ ଆରମ୍ଭ କଲା ବିଜୁଳି ଆମ ଅଧିକାର କ୍ୟାମ୍ପେନ

ପୁରୀ:ଆମ ଆଦମୀ ପାର୍ଟି ପକ୍ଷରୁ ଆଜି ପୁରୀରେ ଆରମ୍ଭ କରାଯାଇଛି ବିଜୁଳି ଆମ ଅଧିକାର କ୍ୟାମ୍ପେନ । ବେସରକାରୀ କମ୍ପାନୀକୁ ଫାଇଦାରେ ରଖିବା ପାଇଁ ବିଜେଡି ସାଧାରଣ ଲୋକଙ୍କୁ ହଇରାଣ କରୁଛି ବୋଲି ଆପ ଟାର୍ଗେଟ କରିଛି । ଅତି କମରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଦେୟ ଛାଡ କରାଯିବା ପାଇଁ…

ମନ୍ଥର ଗତିରେ ଏସ୍‌ସିବି ମେଡିକାଲ କଲେଜ୍‌ ନିର୍ମାଣ କାର୍ଯ୍ୟ; ନିର୍ମାଣକାରୀ ସଂସ୍ଥାକୁ ୧୫ କୋଟି ଫାଇନ୍

କଟକ; ଏସ୍‌ସିବି ମେଡିକାଲ କଲେଜ୍‌କୁ ବିଶ୍ୱସ୍ତରୀୟ କରିବା ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଛି। ୨୦୨୩ ସୁଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଥିବା ବେଳେ କାମ ଆଗେଇପାରୁନି। ବର୍ତ୍ତମାନ ସୁଦ୍ଧା ମାତ୍ର ୬ ରୁ ୭ ପ୍ରତିଶତ କାମ ଶେଷ ହୋଇଛି। ନିର୍ଦ୍ଧାରିତ…

ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ: ୪ ଗୁରୁତର

ପୁରୀ: ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସେବାୟତଙ୍କୁ ସଂଘବଦ୍ଧ ଆକ୍ରମଣ  । ଭୁଜାଲି ଓ ଗାଟାଳି ମାଡରେ ୪ ସେବାୟତ ଆହତ ହୋଇଛନ୍ତି । ସେମାନଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ସେବାୟତମାନେ ହେଲେ ଗୁଡିଆ ସାହିର ମଧୁସୂଦନ ପତ୍ରୀ, କାଶୀନାଥ ପ୍ରତିହାରୀ, ବଟକୃଷ୍ଣ…