Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରଥମ ପତ୍ନୀଙ୍କୁ ମୃତ ଦର୍ଶାଇ ଶିକ୍ଷକ ଦ୍ବିତୀୟ ବିବାହ କରିଥିବା ଅଭିଯୋଗ, ଥାନାରେ ପ୍ରଥମ ପତ୍ନୀ ଦେଲେ ଏତଲା

ବାଲିଗୁଡା: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ସୁଜାମାଜୁ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଥମ ପତ୍ନୀଙ୍କ ସହ ଛାଡ଼ପତ୍ର ମାମଲା ବିଚାରାଧୀନ ଥିବା ବେଳେ ସେ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି। ପ୍ରଥମ ପତ୍ୱୀଙ୍କୁ ମୃତ ଦର୍ଶାଇ ସେ ଦ୍ବିତୀୟ ବିବାହ କରିଥିବା…

କିଟରେ ମେଗା ରକ୍ତଦାନ ଶିବିର, ରେକର୍ଡ ସଂଖ୍ୟକ ୪ ହଜାର ୩୦ ୟୁନିଟ୍‍ ରକ୍ତ ସଂଗ୍ରହ

ଭୁବନେଶ୍ୱର: କିଟ୍‍ର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର୧୬ରୁ ଦୀର୍ଘ ତିନିମାସ ଧରି ରୌପ୍ୟଜୟନ୍ତୀ ‘ସଏଲ୍‍ ଟୁ ସିଲଭର’ ପାଳନ ଅବସରରେ ଫେବୃଆରୀ ୧ ତାରିଖରୁ କିଟ୍‍ କାର୍ଣ୍ଣିଭାଲ୍‍ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ପରିପେକ୍ଷୀରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ…

ସଠିକ ସମୟରେ ଚିହ୍ନଟ ଓ ଚିକିତ୍ସା କରାଗଲେ ଶିଶୁମାନଙ୍କ କ୍ୟାନସର ଭଲ ହେବ: ବିଶେଷଜ୍ଞ

ଭୁବନେଶ୍ୱର: ଆଗୁଆ ରୋଗର ଚିହ୍ନଟ ହୋଇପାରିଲେ କ୍ୟାନ୍ସରରେ ଆକ୍ରାନ୍ତ ଶିଶୁମାନଙ୍କର ସଫଳତାର ସହ ଚିକିତ୍ସା କରାଯାଇ ପାରିବ ବୋଲି ବୁଧବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପେଡିଆଟ୍ରିକ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ୟୁନିଟର ମୁଖ୍ୟ ପ୍ରଫେସର ଡାକ୍ତର…

ଶକ୍ତି ସାଉଣ୍ଟୁଛି କଂଗ୍ରେସ, ବିଜୟଙ୍କ ପରେ ହାତ ଧରିଲେ ସିକ୍ତା

ଭୁବନେଶ୍ୱର: କଂଗ୍ରେସ ପାଇଁ ସୃଷ୍ଟି ହେଉଛି ସମ୍ଭାବନା । ବିଜୟ ପଟ୍ଟନାୟକଙ୍କ ପରେ ଏବେ ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ଡକ୍ଟର ସିକ୍ତା ପତିଙ୍କ ଯୋଗଦାନ। ରାଜନୈତିକ ଚର୍ଚ୍ଚା ଦୃଷ୍ଟିକୋଣରୁ ଏହା ବିଶେଷ ଗୁରୁତ୍ୱ ରଖୁଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖିଲେ ଓଡ଼ିଶାରେ…

ଆସୁଛି ନୂଆ ଓଡିଆ ଫିଲ୍ମ ‘ଅପରେସନ ଅପହରଣ’

ଭୁବନେଶ୍ୱର: ଆସୁଛି ଭିନ୍ନ ସ୍ୱାଦର ନୂଆ ଓଡ଼ିଆ ଫିଲ୍ମ"ଅପରେସନ ଅପହରଣ’ । ଏସ ଥ୍ରୀ ମୁଭିଜ କ୍ରିଏସନ, ଶୁଭଶ୍ରୀ ଫିଲ୍ମସ ଇନିସିଏଟିଭ ଏବଂ ଓଁ ମାଆ କାଳୀ ଫିଲ୍ମସର ମିଳିତ ସହଯୋଗରେ ନିର୍ମିର୍ତ ହେଉଛି ଏହି ଫିଲ୍ମ । ସମରେଶ ରାଉତରାୟଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମରେ…

ଟ୍ରେନ୍ ଉପରେ ଚଢ଼ି ସେଲଫି ନେବା ବେଳେ ଜଳିଗଲେ ଯୁବକ

ରାୟଗଡ଼ା: ବିବାହ ଉତ୍ସବକୁ ମନ ଖୁସିରେ ଯାଇଥିଲେ । ହେଲେ ସେଲଫି ନେବା ବେଳେ ଚାଲିଗଲା ଜୀବନ । ରାୟଗଡ଼ା ଜିଲ୍ଲା ଭାଲୁମସ୍କା ଗାଁକୁ ଏକ ବିବାହ ଉତ୍ସବକୁ ଯାଇଥିଲେ ୩ ଜଣ । ସେଠାରେ ରେଳ ଷ୍ଟେସନ ନିକଟରେ ବୁଲୁଥିବା ବେଳେ ଦେବେନ୍ଦ୍ର ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ସେଲଫି ନେବା ଲାଗି…

ରାଜ୍ୟରେ ବିଜୟ ହେବେ କି ବିଆରଏସର ଭବିଷ୍ୟତ ?

ଭୁବନେଶ୍ୱର: ଭାରତ ରାଷ୍ଟ୍ର ସମିତି ବା ବିଆରଏସର ଫୋକସ ଓଡିଶା। କେବଳ ଦକ୍ଷିଣ ଓଡିଶା ନୁହେଁ ଉପକୂଳର ପ୍ରଭାବଶାଳୀ ନେତା ମାନଙ୍କୁ ବିଆରଏସ ନିଜ ଆଡକୁ ନେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ରଙ୍କୁ ବିଆରଏସ୍ ନେତା ଭେଟିବା ପରେ ଏହାକୁ…

ଯୌତୁକ ପାଇଁ… ବିଷ ଦେଇ ମାଆ ସହ ଗର୍ଭସ୍ଥ ଛୁଆକୁ ମାରିଦେଲେ !

ଯାଜପୁର: ସ୍ତ୍ରୀ ମୃତ୍ୟୁ ଶଯ୍ୟାରେ ସଂଘର୍ଷ କରୁଥିଲା, ହେଲେ ସ୍ୱାମୀ ଦେଖିବାକୁ ଆସୁନଥିଲା । ଶ୍ୱଶୁର ଘର ଲୋକେ ବି ବୋହୂକୁ ଦେଖିବାକୁ ଆସିଲେନି । ଶେଷରେ ହସ୍ପିଟାଲ୍ ବେଡରେ ଜୀବନ ସହ ସଂଘର୍ଷ କରି ଆଖି ବୁଜିଦେଲେ ମିଲି । ଏଭି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଗୁହାଳି…

ଜୟନାରାୟଣଙ୍କୁ ବିରୋଧିଦଳ ନେତା ପଦରୁ ହଟାଯାଉ- ବିଜେଡି

ଭୁବନେଶ୍ୱର: କର୍ତ୍ତବ୍ୟରତ ମହିଳା ପୁଲିସ୍‍ଙ୍କୁ ଜୟନାରାୟଣଙ୍କ ଆକ୍ରମଣକୁ ନେଇ ତାତିଲା ବିଜେଡି । ଜୟନାରାୟଣ ଜଣେ ଅଭ୍ୟାସଗତ ଅପରାଧୀ ବୋଲି କହି ତାଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇବା ପାଇଁ ଦାବି କଲା ବିଜେଡି । ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍‍ ଅଧିକାରୀଙ୍କୁ ସର୍ବସମ୍ମୁଖରେ…