Latest Odisha News

BREAKING NEWS

Browsing Category

ଓଡିଶା

Odisha

କିଏ, କାହାକୁ ଧକ୍କା ମାରିଲା ? ଜୟନାରାୟଣ ନା IIC ?

ସମ୍ବଲପୁର: ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ଯାଇଥିବା ବିଜେପି ଅଭିଯୋଗ କରି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି । ସମ୍ବଲପୁରରେ ଆନ୍ଦୋଳନ ବେଳେ ଦେଖିବାକୁ ମିଳିଛି ଅସ୍ୱାଭାବିକ ସ୍ଥିତି । ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଜଣେ ମହିଳା ପୋଲିସଙ୍କୁ…

ସାଙ୍ଗ ହୋଇ ବୁଲୁଥିଲେ..ସାଙ୍ଗ ହୋଇ ଚାଲିଗଲେ ଦୁଇ ବନ୍ଧୁ

ବଲାଙ୍ଗିର: ସେମାନେ ସାଙ୍ଗ ଥିଲେ । ଖୁବ ଭଲ ସାଙ୍ଗ । ଯୁଆଡେ ଯାଉଥିଲେ, ଯାହା କରୁଥିଲେ ଏକାଠି ହିଁ କରୁଥିଲେ। ବୋଧହୁଏ କେହି କାହାରିକୁ ଛାଡିବେ ନାହିଁ ବୋଲି ପରସ୍ପରକୁ କଥା ଦେଇଥିଲେ । ନିଷ୍ପତ୍ତି ନେଇଥିଲେ ଏକାଠି ଜିଇଁବେ-ଏକାଠି ମରିବେ । ଆଉ ଏହି ନିଷ୍ପତ୍ତିକୁ ବି କରି ଦେଖାଇ ଦେଲେ ।…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩୦ରୁ ଅଧିକ ଘର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଳିଯାଇଛି ୩୦ରୁ ଅଧିକ ବଖରା ଘର । ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଯାଇଛି । ଆସବାବପତ୍ର ,ଧାନ, ଚାଉଳ ,ଦରକାରୀ କାଗଜପତ୍ର, ଗାଡି ,ସୁନା ଗହଣା ସବୁ ପୋଡି ପାଉଁଶ । ସମସ୍ତଙ୍କ…

ଗାଁରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୩୦ରୁ ଅଧିକ ବଖରା ଘର

ଢେଙ୍କାନାଳ : ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୩୦ରୁ ଅଧିକ ବଖରା ଘର । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ । ଏପରି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ପଥରଖମ୍ବ ଗାଁରେ। ନିଆଁ ଲାଗି ପ୍ରାୟ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ସହ ଆସବାବପତ୍ର, ଧାନ, ଚାଉଳ, ଦରକାରୀ କାଗଜପତ୍ର, ଗାଡି, ସୁନା…

ପୋଲିସକୁ ଫିଟନେସ୍ ଚିନ୍ତା, କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ଫିଟ୍ ରହିବ ପୋଲିସ । ଶାରିରୀକ ସୁସ୍ଥତା ଏବଂ ଫିଟନେସ୍ ଉପରେ ଗୁରୁତ୍ୱ ଦେଇଛି କମିଶନରେଟ୍ ପୋଲିସ । ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ରହିଥିବା ବିଭିନ୍ନ ପୋଲିସ ଅଧିକାରୀଙ୍କ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ଅନେକ ସମୟରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ବାଧାପ୍ରାପ୍ତ ହୋଇଥାଏ । ଯାହାକୁ…

ନାର୍କୋ ପରୀକ୍ଷା ପରେ ବି ଗୋପାଳ କାହିଁକି ହତ୍ୟା କଲା ଖିଅ ଖୋଜିପାରୁନି କ୍ରାଇମବ୍ରାଞ୍ଚ ଟିମ୍?

ଭୁବନେଶ୍ୱର: ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ପରୀକ୍ଷା ପରେ ବି କାହିଁକି ମନ୍ତ୍ରୀ ନବ ଦାସଙ୍କୁ ସେ ହତ୍ୟା କଲା ଖିଅ ଖୋଜିପାରୁନି ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବାଧୀନ କ୍ରାଇମବ୍ରାଞ୍ଚ ଟିମ୍। ହତ୍ୟା ଘଟଣାକୁ ଆଜିକୁ ୧୮ ଦିନ ପୂରଣ ହୋଇଛି। ଏହି ସୂଚନା  ସେତେବେଳେ ମିଳିଛି ଯେତେବେଳେ…

ଏସଆଇରୁ ଏସଆଇ ପଦୋନ୍ନତି ପ୍ରସ୍ତାବକୁ ଖାରଜ କରିଥିଲେ ଗୋପାଳ, ପଢ଼ନ୍ତୁ କ’ଣ ରହିଛି କାରଣ…

ଭୁବନେଶ୍ୱର: ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ବହିଷ୍କୃତ ପୁଲିସ ଏଏସ୍ଆଇ ଗୋପାଳ ଦାସ କିଛି ମାସ ତଳେ ସବ୍-ଇନ୍ସପେକ୍ଟର ବା ଏସଆଇ ପାହ୍ୟାକୁ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଥିଲେ। ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ସୂଚନା ମିଳିଛି।…

ଆଜି କଂଗ୍ରେସରେ ସାମିଲ ହେବେ ପ୍ୟାରୀ ମହାପାତ୍ରଙ୍କ ଝିଅ

ଭୁବନେଶ୍ୱର: କଂଗ୍ରେସରେ ସାମିଲ ହେବେ ପୂର୍ବତନ ରାଜ୍ୟସଭା ସଦସ୍ୟ ସ୍ୱର୍ଗତ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି । ବୁଧବାର ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହେବେ । ଏଥିପାଇଁ ଅପରାହ୍ନ ୫ଟାରେ ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ଏକ ମିଶ୍ରଣ…

କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ; ୩ ମୃତ, ୧୨ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ମୃତକମାନେ ହେଲେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ କେଶବ ନଗରର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩)…

ଖୋର୍ଦ୍ଧା ରୋଡ଼-ବାରଙ୍ଗ ତୃତୀୟ ରେଳ ଲାଇନ୍ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ହେବ

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ ଏବଂ ବାରଙ୍ଗ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି। ମଞ୍ଚେଶ୍ୱର ଏବଂ ବାଣୀବିହାର ରେଳ ଷ୍ଟେସନ ମଧ୍ୟରେ ଥିବା ପୁରୁଣା ରୋଡ୍ ଓଭର ବ୍ରିଜ୍ (ଆରଓବି) ଭଙ୍ଗାଯିବା ସହିତ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ପୁରୁଣା ଆରଓବିକୁ ଭାଙ୍ଗିବା ପାଇଁ…