Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୃତ ପତ୍ନୀଙ୍କୁ କାନ୍ଧରେ ବୋହିବା ଘଟଣା, ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ଏନଏଚଆରସି

ଭୁବନେଶ୍ୱର: ଗତ ସପ୍ତାହରେ କୋରାପୁଟ ଜିଲ୍ଲାର ଜଣେ ପ୍ରବାସୀ ଶ୍ରମିକ ତାଙ୍କ ମୃତ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ୩୩ କିଲୋମିଟର ଚାଲିଥିଲେ। ଏହି ଘଟଣାରେ ଓଡ଼ିଶା ସରକାର କ'ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେ ନେଇ ଏକ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିସନ (ଏନଏଚଆରସି)। ଆଇନଜୀବୀ…

ଆତଙ୍କବାଦୀ ରେହମାନ ୭ ବର୍ଷ ୫ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ

ନୂଆଦିଲ୍ଲୀ: କଟକରୁ ଗିରଫ ହୋଇଥିବା ମହମ୍ମଦ ଅବଦୁର ରେହମାନ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ସହ ଲିଙ୍କ୍ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ତାକୁ ଏବେ ସଜା ଶୁଣାଯାଇଛି। ମଙ୍ଗଳବାର ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ରେହମାନକୁ  ୭ ବର୍ଷ ୫ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…

୧୪୭ଟି ହସ୍ପିଟାଲର ଉନ୍ନତିକରଣ କରାଯିବ: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର: ୫-ଟି ଅଧୀନରେ ରାଜ୍ୟ ସରକାର ଏବେ ହସ୍ପିଟାଲର ଭିତ୍ତିଭୂମୀ ସଜାଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି। 'ଆମ ହସ୍ପିଟାଲ' କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ମୋଟ ୧୪୭ଟି ହସ୍ପିଟାଲର ଉନ୍ନତିକରଣ କରାଯିବ। ଯେଉଁଥିପାଇଁ ୭୫୦ କୋଟି ଟଙ୍କା ଆବଣ୍ଟନ କରାଯିବ ବୋଲି ମଙ୍ଗଳବାର ସ୍ୱାସ୍ଥ୍ୟ ସଚିବ…

‘ଧାନକୁ ଛାଡ଼ି ଅନ୍ୟ ଚାଷ କଲେ ସରକାର ପ୍ରୋତ୍ସାହନ ଦେବେ’

ଭୁବନେଶ୍ୱର: ଧାନ ଚାଷ ବଦଳରେ ଅନ୍ୟ ଫସଲ କଲେ ସରକାର ପ୍ରୋତ୍ସାହନ ଦେବେ। ଚାଷୀଙ୍କ ଆୟ ବୃଦ୍ଧି ପାଇଁ କରିବା ପାଇଁ ରାଜ୍ୟ ସରକାର ଏପରି ଏକ ଯୋଜନା କରିଛନ୍ତି। ଏହା କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏଣିକି ଚାଷୀଙ୍କୁ କାମ ଦେବା ସହ ରୋଜଗାର ବଢେଇବା ପାଇଁ ବିଭିନ୍ନ ଅଫର…

ପୂରଣ ହେଲା ଅଭିଯୁକ୍ତ ଗୋପାଳ ଦାସର ଇଚ୍ଛା, ନୂଆ ଠିକଣା ଚୌଦ୍ୱାର ଜେଲ୍

କଟକ: କ୍ରାଇମବ୍ରାଞ୍ଚର ରିମାଣ୍ଡ ଶେଷ ହେବା ପରେ ନିଜେ ଝାରସୁଗୁଡା ଉପକାରଗାରରେ ନରହିବାକୁ ଇଚ୍ଛା ପ୍ରକାଶ କରିଥିଲା ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ। ଏ ନେଇ ଜେଲ ବିଭାଗ ଗୋପାଳକୁ ‌ଚୌଦ୍ବାର ଜେଲ ଆଣିବା ପାଇଁ ଆବେଦନ କରିଥିଲା । ଏହାକୁ ଝାରସୁଗୁଡା କୋର୍ଟ ଅନୁମତି…

ପ୍ରେମ ଦିବସରେ ପତ୍ନୀଙ୍କୁ ରୋମାଣ୍ଟିକ ମେସେଜ ଦେଇ ମନ କିଣିଲେ ତାରା

ଭୁବନେଶ୍ୱର: ବିନ୍ଦାସ ବିଧାୟକ ତାରା ପ୍ରସାଦ ବାହିନୀପତି  । ଷ୍ଟାଇଲ ଯେମିତି, ସ୍ମାଇଲ ବି ସେମିତି । କଥାରେ କଥାରେ ତୀର ମାରି ପାରନ୍ତି, ମଲମ ବି ଲଗାଇ ପାରନ୍ତି । ତାଙ୍କ ପାଟରୁ କେହି ବି ବାଦ ପଡେନି । ଏପରିକି ନିଜ ଦଳ କଂଗ୍ରେସ  ବି ନୁହେଁ । ସବୁବେଳେ ମିଡିଆରେ ଚର୍ଚ୍ଚାରେ ଥିବା ଭାଲୁ…

ଆଗାମୀ ୭ ବର୍ଷ ମଧ୍ୟରେ ଓଡ଼ିଶା ତୈଳବୀଜ ବ୍ୟତୀତ ଅନ୍ୟ ସମସ୍ତ ଦ୍ରବ୍ୟ ଉତ୍ପାଦନରେ ବଳକା ରାଜ୍ୟ ହୋଇପାରିବ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଅଧିକ ଅର୍ଥକରୀ ଫସଲ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ସଂପ୍ରତି ରାଜ୍ୟ କ୍ୟାବିନେଟ୍‌ ଫସଲ ବିବିଧିକରଣ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛନ୍ତି । ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ,…

କାହିଁକି ମନ୍ତ୍ରୀଙ୍କୁ ମାରିଲା ଗୋପାଳ ? କ୍ରାଇମବ୍ରାଞ୍ଚ ଆଗରେ ଉଗାଳିଲା କି ସତ ?

ଝାରସୁଗୁଡା: ଝାରସୁଗୁଡା ଜେଲ୍‌ରୁ ସ୍ଥାନାନ୍ତରିତ ହେଲେ ଗେପାଳ ଦାସ। ଏବେ ଝାରସୁଗୁଡା ଜେଲରୁ ଚୌଦ୍ୱାର ଜେଲକୁ ଯିବ ନବଦାସ ହତ୍ୟା ଅଭିଯୁକ୍ତ ଗାପାଳ ଦାସ । ଗୋପାଳକୁ ଝାରସୁଗୁଡ଼ା ଜେଲରୁ ସ୍ଥାନାନ୍ତର କରିବା  ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଗୋପାଳଙ୍କୁ ଅନ୍ୟତ୍ର …

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ, ସେ ଇସ୍ତଫା ଦିଅନ୍ତୁ- ବିଜେପି

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ଚାଲିଛି ଦୁଇ ପ୍ରମୁଖ ଦଳର ରଣନୀତି ପ୍ରସ୍ତୁତ । ଗୋଟିଏ ପଟେ ବିଜେଡି ଚାଉଳକାଟକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାରେ ଗର୍ଜୁଥିବାବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ରାସ୍ତାରେ ଗର୍ଜୁଛି । ରାଜ୍ୟରେ ଆଇନଶୃଙ୍ଖଳା…

ଚାଉଳ କାଟକୁ ନେଇ ତାତିଲା ବିଜେଡି; ରାଜରାସ୍ତାରେ ଗର୍ଜିଲା

ଭୁବନେଶ୍ୱର: ରାଜରାସ୍ତାରେ ଗର୍ଜୁଛି ବିଜେଡି ।  କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜୁଛି । ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟବ୍ୟାପୀ ତିନି ଦିନିଆ ପ୍ରତିବାଦ କରିବା ପାଇଁ ଘୋଷଣା କରିଛି ଦଳ । କେନ୍ଦ୍ରର ଧାନ କିଣା ନୀତି ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ…