Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାର୍ଚ୍ଚ ୨୬ରେ ଭଦ୍ରକ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: ଓଡ଼ିଶା  ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ।  ଆସନ୍ତା ୨୬ ତାରିଖରେ ଅମିତ ଶାହ ଭଦ୍ରକ ଆସିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସମାବେଶରେ ଯୋଗ ଦେବେ…

ହିଂସାର ସବୁ ସୀମା ପାର୍‌, ଗାଁର ସଭାପତିଙ୍କୁ ବିଷ ଇଞ୍ଜେକସନ୍‌ ଦେଇ ହତ୍ୟା 

ଅନୁଗୁଳ : ଗାଁ ପାଇଁ ସହିଦ ହୋଇଯାଅ…ମନା କଲି ମୋ ପଛରେ ଲାଗନା…ଜାନୁଆରୀ ୨୫ ତାରିଖ ଥିଲା, ଆଜି ପୂରଣ ହେଲା….ବିଷ ଇଞ୍ଜେକସନ୍‌ ଦେଇ ହତ୍ୟା କରିବା ପରେ ଏଭଳି କିଛି ବେନାମୀ ଚିଠିରେ ଉଲ୍ଲେଖ ରହିଥିଲା । ଯାହା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣାଟି ଅନୁଗୋଳ ସଦର ଥାନା…

ବାଣ ବିସ୍ଫୋରଣରେ ଚାଲିଗଲା ୪ ଜୀବନ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଙ୍ଗୀ ଥାନା ଭୁଷଣ୍ଡପୁର ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ।  ବାଣ ପ୍ରସ୍ତୁତି ବେଳେ ଆଜି ସକାଳେ ଏହି ବିସ୍ଫାରଣ ଘଟିଛି । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଦୋଳ ଉତ୍ସବ ପାଇଁ ଏଠାରେ ବାଣ ପ୍ରସ୍ତୁତି ଚାଲିଥିଲା । ଗୋଟିଏ ଘରେ ବାଣକୁ …

ମାଓବାଦୀଙ୍କ ପୋଷ୍ଟର: ବଙ୍ଗାଳୀଙ୍କୁ ଜମି ନଦେବାକୁ ଆଦିବାସୀଙ୍କୁ ନିବେଦନ

ରାଇଘର: ମାଓବାଦୀମାନେ ନବରଙ୍ଗପୁର ଜିଲ୍ଲାର ରାଇଘର ଅଞ୍ଚଳର ଆଦିବାସୀମାନଙ୍କୁ ସେମାନଙ୍କର ଜମିଜମା ବଙ୍ଗୀୟ ଲୋକଙ୍କୁ ଚାଷ ତଥା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ହସ୍ତାନ୍ତର ନକରିବାକୁ କହିଛନ୍ତି। ମାଓବାଦୀ ଏଭଳି ଚେତାବନୀ ଏକ ପୋଷ୍ଟର ଜରିଆରେ ଆଦାବାସୀଙ୍କୁ ଦେଇଛନ୍ତି। ଟ ରାଇଘର ବ୍ଲକର ଏହି…

ଦିନବେଳା ତାପମାତ୍ରା ଛୁଇଁଲାଣି ୩୮ ଡିଗ୍ରୀ, ଆହୁରି ବଢ଼ିବା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର ପୂର୍ବାନୁମାନ କରିଛି ଯେ, ଆସନ୍ତା ଚାରିରୁ ପାଞ୍ଚ ଦିନ ମଧ୍ୟରେ ଓଡ଼ିଶାରେ ଦିନବେଳା ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ଦୁଇରୁ ତିନି ଡିଗ୍ରି ଯାଏ ବଢ଼ିବ। ସାରା ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଆଇଏମଡିର…

ରାଜଧାନୀରେ ଜମି ଜାଲିଆତି, ଦୁଇ ଠକ ଗିରଫ

ଭୁବନେଶ୍ୱର: ମୂଳ ଜମି ମାଲିକର ଦସ୍ତାବିଜକୁ ନକଲି କରି ଜମି ବିକ୍ରି କରି ମାଲାମାଲ ହେବାକୁ ଚେଷ୍ଟା କରୁଥିବା ଦୁଇ ଠକ ଗିରଫ। ରବିବାର ୨ଜଣ ସଦସ୍ୟଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଏହି ରାକେଟର ମାଷ୍ଟରମାଇଣ୍ଡ୍‌ କଟକ ଜିଲ୍ଲା ଆଠଗଡ଼ ମଞ୍ଜରିପଡ଼ା…

‘ପାଣିରେ ବୁଡ଼ିଯିବାରୁ ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି’

ସମ୍ବଲପୁର: ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କୁ ପାଣିରେ ଫିଙ୍ଗିବା ପୂର୍ବରୁ ତାଙ୍କ ଗଳାକାଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ିଯିବା ବୋଲି ଉଲ୍ଲେଖ କରାଯାଇଛି। ସମ୍ବଲପୁର ଏସପି ବି. ଗଙ୍ଗାଧର…

୨୪ରେ ନବୀନ, ପ୍ରଭାବହୀନ ହେଉଛନ୍ତି କି ବିରୋଧୀ ?

ଭୁବନେଶ୍ୱର: ବର୍ଷରେ ପଦାର୍ପଣ କରିଛି ନବୀନଙ୍କ ଶାସନ। ଦୀର୍ଘ ବର୍ଷ ଧରି ନିରବଛିନ୍ନ ଭାବେ ଶାସନ କରି ଆସିଥିବା ନବୀନଙ୍କୁ ବିରୋଧୀ ଯେତେ ପ୍ରକାର ବିରୋଧ କଲେ ମଧ୍ୟ ଏହାର ବିଶେଷ କିଛି ପ୍ରଭାବ ପଡିବା ଦେଖାଯାଇ ନାହିଁ । ଏପରିକି ପିଲାଟିଏ ଜନ୍ମ ନେଇ ହେତୁ ପାଇବା ସହ ଆଜି ଯାଏ ମଧ୍ୟ ନବୀନଙ୍କୁ…

କିସରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଅବସରରେ କିସ୍‍ ପରିସରରେ ସ୍ଥାପିତ ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରତିମୂର୍ତ୍ତିକୁ ଅନାବରଣ କରି ସ୍ୱର୍ଗତ ବିଜୁବାବୁଙ୍କ ପ୍ରତି…

ବ୍ରାଣ୍ଡ କିଏ ? ବିଜୁ ନା ନବୀନ ?

ଭୁବନେଶ୍ୱର: ଓଡ଼ିଶା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। କେବଳ ରାଜ୍ୟ ନୁହେଁ ବିଶ୍ୱ ସ୍ତରରେ ଭାରତର ନାଁ କୁ ଉଜ୍ବଳ କରିବା ତଥା ଦେଶ ପାଇଁ ମଧ୍ୟ ବିଭିନ୍ନ ସମୟରେ ବିଜୁ ବାବୁ ଗୋୖରବ ଆଣି ଦେଇଛନ୍ତି । ଏପରିକି ସେହି ଧାରାକୁ ତାଙ୍କ ପୁଅ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ…