Latest Odisha News

BREAKING NEWS

Browsing Category

ଓଡିଶା

Odisha

ଝଲସୁଛି ଯାଜପୁର, ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହେଲା ଜିଲ୍ଲା ମହୋତ୍ସବ

ଯାଜପୁର: ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହେଲା ଯାଜପୁର ମହୋତ୍ସବ ଏବଂ ପଲିଶ୍ରୀ ମେଳା । ବାଳାଶ୍ରମ ପଡିଆରେ ଅନୁଷ୍ଠିତ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଜିଲ୍ଲାର କଳା ସଂସ୍କୃତି ଓ ଐତିହ୍ୟ ପରମ୍ପରାକୁ ପ୍ରଶଂସା କରିବା…

ଫେବୃଆରୀରେ ଜଳିଲା ରାଜଧାନୀ;  ୩୫ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର: ଆଜିଠାରୁ ବଢିଲାଣି ତାପମାତ୍ରା  । ଜଳିଲାଣି ସହର । ଗତକାଲି ଭୁବନେଶ୍‌୰ର ତାପମାତ୍ରା ୩୫ ଡିଗ୍ରୀ ଟପିଥିଲା । ଗତକାଲି ରାଜଧାନୀର ତାପମାତ୍ରା ୩୫.୪ ଡିଗ୍ରୀ ଥିବା ରେକର୍ଡ କରାଯାଇଛି । ଖାଲି ରାଜଧାନୀ ନୁହେଁ, ନୟାଗଡ ତାପମାତ୍ରା ମଧ୍ୟ ୩୫ ଡିଗ୍ରୀ ଛୁଇଁଛି ।   ଦାରିଂବାଡି,…

ୱେବସାଇଟରେ ଅପଲୋଡ ହେଲା ମାଟ୍ରିକ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ

କଟକ:ୱେବ ସାଇଟରେ ମିଳିଲା ମାଟ୍ରିକ ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ୱେବସାଇଟରେ ଅପଲୋଡ କରାଯାଇଛି । ବୋର୍ଡ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ୨ୟ ସବମେଟିଭ ଆସେସମେଣ୍ଟ  (ଏସଏ-୨)ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ଏଣିକି ୱେବ…

ଗୁଜରାଟ ଯିବା ବେଳେ ବିମାନ ବନ୍ଦରରେ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କ ମନ ଖୋଲା ହସ

ଝାରସୁଗୁଡା (କେ ରୋଷନ ପୃଷ୍ଟି): ନିଜ ଖବର ଯେକେହି ଯେତେବେଳେ ଟିଭି କିମ୍ବା ଖବରକାଗଜରେ ଦେଖନ୍ତି ସେତେବେଳେ ଖୁସି ହେବା ସ୍ବାଭାବିକ। କିନ୍ତୁ ଯଦି ସଂପୃକ୍ତ ବ୍ୟକ୍ତି ସେ କରିଥିବା ଅପରାଧ ବାବଦରେ ଖବରକାଗଜରେ ପଢୁଥିବେ କିମ୍ବା ଟିଭିରେ ଦେଖୁଥିବେ ତାହେଲେ କିପରି ଲାଗିବ? ମାନବୀୟ…

ଡିଜିଟାଲ ମାର୍କେଟିଂ ଜରିଆରେ ରୋଜଗାର ଆଶା ଦେଖାଇ ଯୁବତୀଙ୍କଠୁ ୨୭ ଲକ୍ଷ ଲୁଟ୍

ଭୁବନେଶ୍ୱର: ଡିଜିଟାଲ ମାର୍କେଟିଂ ବାହାନାରେ ଭୁବନେଶ୍ୱରର ଜଣେ ମହିଳାଙ୍କ ଠାରୁ ବିଭିନ୍ନ କିସ୍ତିରେ ୨୭ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକମାନେ। ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଚାକିରି ପାଇଁ ନକରି ଡଟ୍ କମ ଓ୍ବେବସାଇଟରେ ନାମ ପଞ୍ଜିକରଣ କରିଥିଲେ। କିନ୍ତୁ ଦୀର୍ଘ ଦିନ ଧରି…

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଘୃଣ୍ୟ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି: ବିଜେଡି

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତରୁ ଧିରେ ଧିରେ ସତ ପଦାକୁ ଆସୁଥିବା ବେଳେ ବିଜେପି ଏହାକୁ ନେଇ ହୀନ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।…

ସମ୍ଭାବୀ ପୁରସ୍କାର ପାଇବେ ଡ. ଏମଡି ଇମ୍ରାନ ଅଲ୍ଲୀ

ଭୁବନେଶ୍ୱର: ବଂଶୀଧର ଆଣ୍ଡ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ୨୦୨୩ ବର୍ଷ ଲାଗି ସମ୍ଭାବୀ ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ ସମାଜସେବୀ ତଥା ଗୁଟଖା ମୁକ୍ତ ଅଭିଯାନ ଚଳାଇଥିବା ଡ. ଏମଡି ଇମ୍ରାନ ଅଲ୍ଲୀଙ୍କୁ ସମ୍ଭାବୀ ପୁରସ୍କାର ମିଳିବ । ଇମ୍ରାନ ଅଲ୍ଲୀ ଦୀର୍ଘ ଦିନ ଧରି ଗୁଟଖା ମୁକ୍ତ…

ଓକେସିଏଲର ବାର୍ଷିକ ଉତ୍ସବ-୨ଠ୨୩

ଭୁବନେଶ୍ୱର: ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡର ବାର୍ଷିକ ଉତ୍ସବ “ଗରୁଡ଼ ଉଡ଼ାଣ-୨ଠ୨୩", କିମ୍᠎᠎ସ ଅଡିଟୋରିୟମ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି । ସମାରୋହରେ ୪୫ଠରୁ ଉର୍ଦ୍ଧ୍ୱ ସ୍ୱୀକୃତିପ୍ରାପ୍ତ ଶିକ୍ଷାକେନ୍ଦ୍ରର ୬୩ଠରୁ ଉର୍ଦ୍ଧ୍ୱ ପ୍ରତିନିଧି ତଥା ୩ଠ ଜିଲ୍ଲାର ଜିଲ୍ଲା ଅଗ୍ରଣୀ…

ଅଟୋରେ ଚାଲାଣ ହେଉଥିଲା ବ୍ରାଉନ ସୁଗାର, ମାଡ଼ି ବସିଲା ପୋଲିସ

ଖୋର୍ଦ୍ଧା: ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖୋର୍ଦ୍ଧା ଟାଉନ୍ ପୁଲିସ ବୁଧବାର ୫୬ ଲକ୍ଷ ଟଙ୍କା ମୂଲ୍ୟର ୫୬୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏଥିସହ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…