Latest Odisha News

BREAKING NEWS

Browsing Category

ଓଡିଶା

Odisha

କୃଷକମାନଙ୍କ ସମସ୍ତ ଧାନ କ୍ରୟ ସହିତ MSPକୁ ନିଶ୍ଚିତ କରୁ କେନ୍ଦ୍ର: ବିଜେଡି

ବରଗଡ଼: କେନ୍ଦ୍ର ସରକାର ଚଳିତ ବର୍ଷର ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ବୃହତ୍‍ ରାଶି ହ୍ରାସ କରିଛନ୍ତି । ସ୍ୱାମୀନାଥନ୍ କମିଶନ ରିପୋର୍ଟ ସୁପାରିସ କାର୍ଯ୍ୟକାରିତା ବିଷୟ ବି ଭୁଲିଯାଇଛନ୍ତି । ଏହି ବୃହତ୍‍ ୨୦,୦୦୦ କୋଟି ଟଙ୍କା ହ୍ରାସ ଯୋଗୁଁ କୃଷକମାନେ ସେମାନଙ୍କର…

ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏତଲା ରଖୁଛି ପୋଲିସ, ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଆଇନ୍ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି । ହାଇକୋର୍ଟ ହସ୍ତକ୍ଷେପ ନକଲେ ପୋଲିସ ଏତଲା ରଖୁନି । ରାଜ୍ୟରେ ପୋଲିସ ବିଭାଗ ବଲଗାମ ହୋଇ ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ବେସାହାରା ହୋଇ ପଡ଼ିଛନ୍ତି ବୋଲି ପ୍ରେସମିଟରେ କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ସୋନାଲି ସାହୁ । ସେ…

ନବ ଦାସଙ୍କୁ କିଭଳି ଗୁଳି କରିଥିଲା ଗୋପାଳ ? ଦେଖାଇଲା ଡେମୋ…

ଝାରସୁଗୁଡ଼ା: ଗୋପାଳ ଦେଖାଇଲା କିଭଳି ମାରିଥିଲା ଗୁଳି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରିଛି । ଗାନ୍ଧୀଛକର ଯେଉଁ ସ୍ଥାନରେ ଗୋପାଳ, ନବ ଦାସଙ୍କୁ ଗୁଳି କରିଥିଲା ସେଠାରେ ସେ ଡେମୋ ଦେଖାଇଛି ।…

ସାନିଟାରୀ ଗୋଦାମ ସହ ୩ଟି ସ୍ଥାନରେ GST ରେଡ୍

କଟକ: କଟକରେ ଜିଏସଟି ରେଡ୍ । ବିନା ବିଲରେ ସାମଗ୍ରୀ ବିକ୍ରି ଏବଂ ଜିଏସଟି ଅନିୟମିତତା ଅଭିଯୋଗରେ କଟକରେ ଜିଏସଟି ବିଭାଗ ରେଜ୍ କରିଛି । ଓଏମପି ସ୍ଥିତ ପଞ୍ଚମୁଖୀ ସାନିଟାରୀ ଗୋଦାମ ସହ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ରମେଶ ଚନ୍ଦ୍ର ଚୌଧୁରୀଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ପଞ୍ଚମୁଖୀ…

ପ୍ରେମ ପାଇଁ ସପ୍ତାହେ ; କେଉଁ ଦିନରେ କଣ ରହିଛି ବିଶେଷତ୍ୱ ?

ପ୍ରେମ ଶାଶ୍ବତ ଏବଂ ଚିରନ୍ତନ । ପ୍ରେମ ପାଇଁ ଉତ୍ସର୍ଗୀକୃତ ଚଳିତ ମାସ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ମାସର ବିଶେଷ ମହତ୍ତ୍ୱ ରହିଛି । ଭାଲେଣ୍ଟାଇନ ସପ୍ତାହ ଆଜିଠୁ ଆରମ୍ଭ ହୋଇ ୧୪ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥାଏ । ତେବେ ପ୍ରେମ ସପ୍ତାହର ପ୍ରଥମ ଦିନ । ଆଜି ହେଉଛି 'ରୋଜ୍ ଡେ' । ପ୍ରେମୀ…

ବେଙ୍ଗାଲୁରରୁ ଆସିଲେ ବିଶେଷଜ୍ଞ ଟିମ; ପରୀକ୍ଷା କରିବେ ଗୋପାଳ ଦାସର ମାନସିକ ସ୍ଥିତି

ଝାରସୁଗୁଡା:ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ସବୁ ଦିଗକୁ ଦୃଷ୍ଟିରେ ରଖି ଟିକିନିଖି ଯାଞ୍ଚ କରାଯାଉଛି । ଏ ପରିପ୍ରେକ୍ଷରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ଆଜି NIMHANS ବିଶେଷଜ୍ଞ ଦଳ ଆସି ଝାରସୁଗୁଡାରେ…

ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ୱର: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । କିଛି ଦିନ ଧରି ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଯାଉଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ସେଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ କରାଯିବ  ।  ରାଜଧାନୀର ଏକ ଘରୋଇ…

ନବ ଦାସ ହତ୍ୟା ଘଟଣା: କାହିଁକି ଅଭିଯୁକ୍ତ ଗୋପାଳ ଭାଇକୁ ହୋଟେଲ୍ ବନ୍ଦ କରିବାକୁ କହିଥିଲେ?

ବ୍ରହ୍ମପୁୁର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇଥିବା ଅଭିଯୁକ୍ତଙ୍କ ବଡ ଭାଇ ଘରକୁ ଫେରିଛନ୍ତି। ୩-୪ ଦିନ ଧରି ତଦନ୍ତକାରୀ ଟିମର ଜେରାର ସାମ୍ନା କରିବା ପରେ ସେ ଘରକୁ ଫେରିଛନ୍ତି। ଏହାପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା…

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ହାଇକୋର୍ଟରେ ପିଆଇଏଲ ଦାଖଲ

କଟକ: ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ କର୍ମୀ ହତ୍ୟା କରିବା ମାମଲାରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ। ସିବିଆଇ ତଦନ୍ତ ଦାବି କରି ପିଆଇଏଲ ଦାଖଲ କରିଛି ଭାରତୀୟ ବିକାଶ ପରିଷଦ । ଦାୟର ହୋଇଥିବା ପିଆଇଏଲରେ କୁହାଯାଇଛି ଯେ ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ଏହି ମାମଲାରେ ତଦନ୍ତ…

ବିଜେଡିର ଉପନିର୍ବାଚନ ଚିନ୍ତା, ଶ୍ରଦ୍ଧାଞ୍ଜଳି ସଭାରେ ଭୋଟ୍ ମାଗିଲେ ବିଧାୟକ

ଭୁବନେଶ୍ୱର: ଶେଷ ହୋଇନି ନବ ଦାସଙ୍କ ଦଶାହ, ଜୋର୍ ଧରିଲାଣି ଉପନିର୍ବାଚନ ଚର୍ଚ୍ଚା । ଦିବଙ୍ଗତ ବିଜେଡି ବିଧାୟକ ତଥା ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ାରେ ଉପନିର୍ବାଚନକୁ ନେଇ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି । ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଦଳ ପକ୍ଷରୁ ଶୋକସଭା ଆୟୋଜନ…