Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ, ଖୋଲା ଆକାଶ ତଳେ ବୁଲୁଛି ଅଭିଯୁକ୍ତ

ଚାନ୍ଦୋଳ : ଜମି ଜମା ବିବାଦକୁ ନେଇ ବୀଚ ରାସ୍ତାରେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବାକୁ ଉଦ୍ୟମ । ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ନେଉନି କାର୍ଯ୍ୟନୁଷ୍ଠାନ । ଚାଁନ୍ଦୋଳ ଫାଣ୍ଡି ସାମ୍ନାରେ ଧାରଣାରେ ବସିଲେ ସପରିବାର । ସୂଚନା ଅନୁଯାୟୀ, ଡେରାବିଶ ସଦର ଥାନା ଅନ୍ତର୍ଗତ…

ଶବକୁ ଦେଖି କାନ୍ଦିଲା, ତିନି ଘଣ୍ଟା ପାଖରେ ଜଗି ରହିଲା ମାଙ୍କଡ

ପାରାଦ୍ଵୀପ: ଜୀବନର ଶେଷ ଦୃଶ୍ୟ ପ୍ରକୃତରେ ଖୁବ କରୁଣ । ସେ ଦୃଶ୍ୟ ସମସ୍ତଙ୍କ ମନରେ ଭରିଦିଏ କୋହ ।  ଭିଜାଇ ଦିଏ ଆଖି । ଶତ୍ରୁ ହେଉ ପଛେ, ତାର ମୃତ୍ୟୁ ଖବର କ୍ଷଣିକ ପାଇଁ ଉଦାସ କରିଦିଏ ମନକୁ ।  ଏଠି ଠିକ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଘର ସାମ୍ନାରେ ଗଦା ହୋଇଥିଲେ ଲୋକେ…

ଦୁଆରୀ ଭୋଗ ଖାଇବାକୁ ନେଇ ଉତ୍ତେଜନା, ଭାଙ୍ଗିଦେଲେ ଠାକୁରଙ୍କ ବିମାନ ଚକ

ପୁରୀ : ଗୋପୀନାଥପୁର ଗାଁରେ ଗୋପୀନାଥ ଦେବ ଦୁଆରୀ ଭୋଗ ଖାଇବାକୁ ନେଇ ଗଣ୍ଡଗୋଳ  । ଠାକୁରଙ୍କ ବିମାନ ଚକ ଭାଙ୍ଗିଯିବା ସହ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ଗୋପୀନାଥପୁର ଗ୍ରାମର ମନମୋହନ ରାଉତଙ୍କ ଘର ସମ୍ମୁଖରେ ଠାକୁର ଭୋଗ ଖାଇବାକୁ ଅଡି ବସିବାରୁ ଅନ୍ୟମାନେ ଏହାକୁ…

ବାହାଘର ୨ ଦିନ ପରେ ଚାଲିଗଲା ବରର ଜୀବନ, ଚତୁ୍‌ର୍ଥୀରେ ଉଠିଲା କୋକେଇ

ବାଲେଶ୍ୱର: ଉତ୍ସବ ମୁଖର ଘରଟା ଏମିତି କାରୁଣ୍ୟରେ ଭରିଯିବ ବୋଲି କେହି ଭାବି ନ ଥିଲେ । ବାହାଘରର ସାତଦୀପ ଲିଭିବା ଆଗରୁ ଏମିତି ଜୀବନଦୀପ ଲିଭିଯିବ ବୋଲି କିଏ ବା କାହିଁକି ଭାବିବ ? ବନ୍ଧୁବାନ୍ଧବଙ୍କ ଗହଣରେ ଯେଉଁ ଘର ଉଛୁଳି ପଡୁଥିଲା ସେଇ ଘରେ ଏବେ ନୀରବତା । ନୂଆ ସଂସାର ଗଢିବ ବୋଲି…

ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ; ବିଜୁ ଏକ୍ସପ୍ରେସ୍‌ ୱେକୁ ଲୋକାର୍ପଣ କରିବେ ନବୀନ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତକ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ନବୀନ ବରଗଡ଼ ସୋହେଲା ବ୍ଲକ…

୮ ଦିନ ହେଲା ଉପାସରେ ମହାଦେବ; କପିଳେଶ୍ୱର ମନ୍ଦିରରେ ଝୁଲୁଛି ତାଲା

ଭୁବନେଶ୍ୱର; ତୁଟୁନି ସେବାୟତଙ୍କ ବିବାଦ ଖୋଲୁନି ମନ୍ଦିରରୁ ତାଲା। ଗତ ୮ ଦିନ ହେଲା ଉପାସ ଭୋକରେ ମହାଦେବ। ଭୁବନେଶ୍ୱରର କପିଳେଶ୍ୱର୍ ମନ୍ଦିରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗତ ୮ ଦିନ ହେଲା ମନ୍ଦିରରେ ତାଲା ପଡିଛି। ସପ୍ତାହେରୁ ଅଧିକ ଦିନ ହେଲା ମନ୍ଦିରରେ ତାଲା ପଡ଼ିଥିବାରୁ ଈଶ୍ୱର…

ନିର୍ଦ୍ଦେଶ ପରେ ବି ସତ୍ୟପାଠ ଦାଖଲ କଲେନି ରାଜ୍ୟ ସରକାର: ୨୫ ହଜାର ଫାଇନ କଲେ ହାଇକୋର୍ଟ

କଟକ; ଝାରସୁଗୁଡ଼ାରେ ଏକ ଗାଁ ରାସ୍ତାକୁ ଏକ ଘରୋଇ କମ୍ପାନୀ ମାଲ୍ ପରିବହନ ପାଇଁ ବ୍ୟବହାର କରୁଥିବା ଅଭିଯୋଗରେ ୨୦୨୦ରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ବାରମ୍ବାର ନିର୍ଦ୍ଦେଶ ପରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରୁ ନଥିବାରୁ ଶନିବାର ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ।…

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା;  ପୁରୁଷ ବନ୍ଧୁ ପ୍ରୀତିମାନ ଓ ମାନସଙ୍କର ହେବ ଲାଏ ଡିଟେକସନ୍‌ ଟେଷ୍ଟ

ଭୁବନେଶ୍ୱର: ସମ୍ବଲପୁର ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ପୁଲିସ ଅଟକ ରଖିଥିବା ତାଙ୍କର ପୁରୁଷ ବନ୍ଧୁ ପ୍ରୀତିମାନ ଓ ମାନସ ଟୁଡୁଙ୍କର ଆଜି ଲାଏ ଡିଟେକସନ୍‌ ଟେଷ୍ଟ କରାଯିବ। ଶନିବାର ଭୁବନେଶ୍ୱର ଫୋରେନ୍‌ସିକ ଲ୍ୟାବରେ ଏହି ଟେଷ୍ଟ କରାଯିବ। ଏଥିପାଇଁ ସମ୍ବଲପୁର ପୁଲିସର ଏକ…

ପାଣିପାଗ ଖବର: ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା, ଦିନର ବଢ଼ିବ ତାପମାତ୍ରା

ଭୁବନେଶ୍ୱର; ରାଜ୍ୟରେ ଦିନରେ ତାପାମାତ୍ରା ବଢ଼ୁଥିବା ବେଶେ ସକାଳୁ କିନ୍ତୁ ଅନେକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଶୁକ୍ରବାର ସକାଳୁ କଟକ ଓ ଭୁବନେଶ୍ୱରରେ କୁହୁଡ଼ି ଦେଖିବାକୁ ମିଳିଥିଲା। ଦିନରେ ଟାଣ ଖରା ଯୋଗୁ ଶୁକ୍ରାବାର ଭୁବନେଶ୍ୱରରେ ଦିନ ୧୧ଟା ସୁଦ୍ଧା ୩୬ଡିଗ୍ରି ହୋଇଥିଲା।…

ଦିନକ ପରେ ରଙ୍ଗେଇଲୁଣ୍ଡାରୁ ଉଡିବ ବିମାନ

ଗୋପାଳପୁର:ରଙ୍ଗେଇଲୁଣ୍ଡାରୁ ଉଡିବ ବିମାନ । ସମସ୍ତ ପ୍ରସ୍ତୁତି ସରିଛି । ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା । ଇଣ୍ଡିଆ :ାନ ଏୟାର ଚଳାଇବ ୯ ସିଟ ବିଶିଷ୍ଟ ବିମାନ । ଗତକାଲି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ଓ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ରଙ୍ଗେଇଲୁଣ୍ଡା…