Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜାତୀୟ ମଞ୍ଚରେ ଚମକିଛନ୍ତି ଓଡ଼ିଆ ବୋହୂ, ଗୃହିଣୀରୁ ହେଲେ ବଡି ବିଲଡର

ପୁରୀ: ଭାଗ୍ୟ କେତେବେଳେ କାହାକୁ ନେଇ କେଉଁଠି ପହଞ୍ଚାଏ ତାହା କେହି ବି ଜାଣି ନଥାନ୍ତି । ଏମିତି ଏକ ନିଆରା କାହାଣୀ ହେଉଛି ଶ୍ରୀକ୍ଷେତ୍ର ଝିଅ ଓ ସେଇ ଶ୍ରୀକ୍ଷେତ୍ରର ବୋହୁ ମଧୁସ୍ମିତା ରଥଙ୍କର । ଦିନେ ମା’ ହେବା ପରେ ମୋଟା ହେଇଯିବା ତାଙ୍କ ପାଇଁ ଅସହଜ ହୋଇଥିଲା । ପରେ ବଡି ବିଲ୍‌ଡ଼ର…

କମେଣ୍ଟମରାକୁ ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ କଲେ ୩ ଯୁବକ

ସୋର : କମେଣ୍ଟ ମାରିଲେ ପ୍ରତିବାଦ କରିବାରୁ ସ୍ବାମୀ, ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁ କନ୍ୟାକୁ ତିନି ଯୁବକ ମରଣାନ୍ତକ ଆକ୍ରମଣ କଲେ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ବେଲଦା ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ,  ବାଲେଶ୍ବର ଜିଲ୍ଲା ସୋର ଥାନା…

ଆଜି ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍

ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ୍‌ । ବିଧାନସଭାରେ ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ । ବଜେଟ ଅଧିବେଶନର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ।…

ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶାର ୫ ପ୍ରତିଭାଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା କେନ୍ଦ୍ର ସଂଗୀତ ଏକାଡେମୀ ପକ୍ଷରୁ ଓଡ଼ିଶାର ୫ ଜଣ ବିଶିଷ୍ଟ କଳାକାରଙ୍କୁ ୨୦୨୦ ଓ ୨୦୨୧ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଓଡିଶାରୁ ୫ ଜଣଙ୍କୁ ଏହି ପୁରସ୍କାର ମିଳିଥିବାରୁ ଏହା ରାଜ୍ୟ ପାଇଁ ଏକ…

ମଡେଲ ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲା, ଜେରା ହେବେ ସୋନାଲି

ଭୁବନେଶ୍ୱର: ବହୁଚର୍ଚ୍ଚିତ ମଡେଲ୍ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ଗୁରୁବାର କ୍ରାଇମବ୍ରାଞ୍ଚ ତାଙ୍କ ବାପା-ମାଆଙ୍କ ବୟାନ ରେକର୍ଡ କରିଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଏହି ମାମଲାକୁ ନିଜ ହାତକୁ ନେଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଠ ଜଣିଆ…

ବିଜେଡିର ୪୬ ଜଣ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି: ଜୟନାରାୟଣ

ଭୁବନେଶ୍ୱର: ଚଳିତ ବଜେଟ୍ ଅଧିବେଶନର ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ବିଜେପୁର ଉପନିର୍ବାଚନ ଜିତିବା ପାଇଁ ଶାସକ ଦଳ କିପରି ଜଣେ ବ୍ୟକ୍ତିଙ୍କୁ ହତ୍ୟା କଲା ତାହାର ପ୍ରମାଣ ସେ ରଖିଛନ୍ତି। ଯାହାକୁ ସେ ସାର୍ବଜନୀନ କରିପାରିବେ। ଜୟନାରାୟଣ ମିଶ୍ର କଟାକ୍ଷ କରି…

‘କ୍ରାଇମବ୍ରାଞ୍ଚ ଗୋପାଳ ଦାସଙ୍କୁ ମାନସିକ ଅସୁସ୍ଥ ବୋଲି ଚିତ୍ରିତ କରିବାକୁ ପ୍ରୟାସ କରୁନି’

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ତଦନ୍ତ ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ରଖି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ଅଭିଯୁକ୍ତ ଗୋପାଳ ଦାସଙ୍କୁ କେବେ ବି କ୍ରାଇମବ୍ରାଞ୍ଚ ମାନସିକ ଅସୁସ୍ଥ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରିନାହିଁ। ଗୁରୁବାର ଓଡ଼ିଶା ବିଧାନସଭାରେ…

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ, ସରକାରଙ୍କ ପାଖରେ ନାହିଁ ଖବର

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଧିକାରୀ ଦିନ ଦ୍ବିପ୍ରହରରେ ପ୍ରବେଶ କରି ନିଜ ଯୋଜନାର ପ୍ରଚାର କରି ଲୋକଙ୍କୁ ନିଜ ସମର୍ଥନରେ ନେବାକୁ ପ୍ରୟାସ କରୁଛନ୍ତି। ଅଥଚ ରାଜ୍ୟ ସରକାରଙ୍କ ପାଖରେ ଏ ନେଇ କୌଣସି ଖବର ନାହିଁ। ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ…

ଭରସା ହରାଉଛନ୍ତି କି କ୍ରାଇମବ୍ରାଞ୍ଚ ଓ CBI ?

ଭୁବନେଶ୍ୱର: କୌଣସି ଚର୍ଚ୍ଚିତ ଅପରାଧିକ ଘଟଣା ଘଟିଲେ ଏହାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ, ସିବିଆଇ କଥାକୁ ନେଇ ଲଢେଇ ହୁଏ। କିନ୍ତୁ ନବ ଦାସଙ୍କ ହତ୍ୟା ଘଟଣାରେ ଏଫବିଆଇକୁ ନେଇ ଏବେ ରାଜନୀତି ତୀବ୍ର। ରାଜ୍ୟର ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ କିମ୍ବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା…

ବିଜୟ ଶଙ୍କରଙ୍କ ସପକ୍ଷରେ ବାହାରିଲେ ବିଜେଡି ନେତ୍ରୀ, କହିଲେ ‘ଠିକ୍ ବାଟରେ ହେଉଛି ତଦନ୍ତ’

ଜଗତସିଂହପୁର: ପୁରୁଣା ବାନ୍ଧବୀଙ୍କୁ ନେଇ ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଜୟଙ୍କ ବିରୋଧରେ ପୋଲିସ କାହିଁକି ପଦକ୍ଷେପ ନେଉ ନାହିଁ ବୋଲି ବିରୋଧୀ ଦଳ ପ୍ରଶ୍ନ କରୁଥିବା ବେଳେ ବିଧାୟକଙ୍କ ସପକ୍ଷରେ ବାହାରିଛି ବିଜେଡି । ତିର୍ତ୍ତୋଲ ମହିଳା ବିଜେଡି ପକ୍ଷରୁ ରଘୁନାଥପୁର…