Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼, ଡାକ୍ତରଖାନାରେ ଭର୍ତ୍ତି

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନନଗର ଗାନ୍ଧି ଛକରେ ଗୁଳିମାଡ଼ କଲେ ପୁଲିସ ଅଫିସର। ରବିବାର ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି। ମନ୍ତ୍ରୀଙ୍କ ଛାତି ତଳକୁ ୨-୩ ରାଉଣ୍ଡ…

ହାଇକୋର୍ଟ ବେଞ୍ଚ ବଦଳରେ ସବୁ ଜିଲ୍ଲାରେ ହେବ ଭିସି କ୍ୟାବିନ, ଭର୍ଚୁଆଲ କୋର୍ଟ ପରି କରିବ କାମ

କଟକ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ବିବାଦ ଲାଗି ରହିଥିବାବେଳେ ହାଇକୋର୍ଟଙ୍କ ପକ୍ଷରୁ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟର ସକସ୍ତ ଜିଲ୍ଲାରେ ହାଇକୋର୍ଟଙ୍କ ଭିଡିଓ କନଫରେନ୍ସିଂ (ଭିସି) କ୍ୟାବିନ ପ୍ରତିଷ୍ଠା କରାଯିବ । ଏହା ଭର୍ଚୁଆଲ କୋର୍ଟ ପରି କାମ…

ପୁଣି ନବୀନଙ୍କ ମୁଣ୍ଡରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ମୁକୁଟ

ଭୁବନେଶ୍ୱର: ଏତେ ବର୍ଷ ଶାସନ ପରେ ବି ମଳିନ ପଡିନି ନବୀନଙ୍କ ଭାବମୂର୍ତ୍ତି । ଜନସମର୍ଥନ, ଭଲପାଇବା ତାଙ୍କ ପାଇଁ ବଢିଛି ସିନା କମିନି । ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଣ୍ଡରେ ଶ୍ରେଷ୍ଠ ମୁକୁଟ । ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ପିନ୍ଧିଛନ୍ତି ଏହି ଶ୍ରେଷ୍ଠ…

ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ସହ ଜାତୀୟ ସଙ୍ଗୀତ ଗାଇ ଚର୍ଚ୍ଚାରେ ଯୁବ କଳାକାର

ନବରଙ୍ଗପୁର : ଏ ଆଧୁନିକ ଦୁନିଆରେ ଏବେବି ବଞ୍ଚିଛି ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ଡୁମଡୁମା । ଏହି ଆଦିବାସୀ ଲୋକ ବାଦ୍ୟ ଡୁମଡୁମାରେ ଝୁମୁଛି ନବରଙ୍ଗପୁର  । ଯୁବକଙ୍କ ନିପୁଣ କଳାରେ ପୁଲକୁଛି ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ । ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ଡୁମଡୁମା ବଜାଇ ଜାତୀୟ…

ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ଷ୍ଟାଡିୟମ

ଭୁବନେଶ୍ୱର: ଗିନିଜ ବୁକରେ ସ୍ଥାନ ପାଇଲା ବିର୍ସାମୁଣ୍ଡା ଷ୍ଟାଡିୟମ । ଏ ନେଇ ୫ଟି ସଚିବ ଭିକେ ପାଣ୍ଡିଆନ ଶନିବାର ସୂଚନା ଦେଇଛନ୍ତି । ରାଉରକେଲାରେ ୨୧ ହଜାର ବସିବା କ୍ଷମତା ରଖିଥିବା ଏହି ବର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ ଗିନିଜ ବୁକରେ ସ୍ଥାନ ପାଇଥିବା ନେେଇ ପାଣ୍ଡିଆନ ତାଙ୍କ…

ଓଡ଼ିଶାରେ ବିଆରଏସର ବିଗ୍ ଏଣ୍ଟ୍ରି: କାହାର ଲାଭ, କାହାର କ୍ଷତି?

ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସମେତ ଅନେକ ବରିଷ୍ଠ ନେତା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ରେ ଯୋଗ ଦେଇଛନ୍ତି। ତେବେ ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଆରଏସର ପ୍ରଭାବ…

ରାଜ୍ୟର ଅର୍ଥନୀତିରେ ସହଯୋଗ କରୁଛନ୍ତି ଗୃହିଣୀ: ଫେଡ୍‌

ଭୁବନେଶ୍ୱର: ଓଡ଼ିଶାରେ ଏତେ ପାରମ୍ପରିକ ପିଠା ଅଛି ଯଦି ସେଗୁଡ଼ିକ ତିଆରିର ମାନ ଏବଂ ଗୁଣ ବୃଦ୍ଧି ସଂଗେ ସଂଗେ ସୁନ୍ଦର ଆବରଣ ମାଧ୍ୟମରେ ବିକ୍ରି କରାଯାଆନ୍ତା ତେବେ ଏହା ବିଶ୍ୱର ବିଭିନ୍ନ ଜାଗାରେ ପହଞ୍ଚି ପାରନ୍ତା । ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ସାରା ବିଶ୍ୱର ବିଭିନ୍ନ କୋଣରେ…

ରାୟଗଡାରେ ତେଜୁଛି ଜିଲ୍ଲା ବିଜେଡି ସଭାପତି ଓ ପୂର୍ବତନ ସାଂସଦ ଭାସ୍କର ରାଓଙ୍କ କଳି!

ରାୟଗଡା (ପ୍ରମୋଦ କୁମାର ସାହୁ): ସରକାରୀ କାର୍ଯ୍ୟକ୍ରମ ବେଳେ ପଦାରେ ପଡିଲା ଶାସକ ଦଳର କନ୍ଦଳ। ରାୟଗଡା ଜିଲ୍ଲାରେ ଦୀର୍ଘଦିନ ଧରି ଚାଲିଥିବା ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓ ଏବଂ ଜିଲ୍ଲା ବିଜେଡି ସଭାପତିଙ୍କ କନ୍ଦଳ ସାମ୍ନାକୁ ଆସିଛି। ପୂର୍ବରୁ ପୋଷ୍ଟର ୱାର ଏବଂ ପରେ ଏକ ଘରୋଇ…

ଫେରାର ଅଭିଯୁକ୍ତଙ୍କ ଘର କାନ୍ଥରେ ପୋଷ୍ଟର ମାରିଲା ପୋଲିସ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ପଦ୍ମଗିରି ନିକଟସ୍ଥ ଏମଭି-୮୩ ଗ୍ରାମରେ ଆଜି ପୋଲିସ ଫେରାର ଥିବା ଗଂଜେଇ ଅଭିଯୁକ୍ତଙ୍କ ଘର କାନ୍ଥରେ ପୋଷ୍ଟର ଲଗାଇଛି । ଏଥିସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଁରେ ପ୍ରଚାର ମଧ୍ୟ କରିଛି । ତେବେ ତୁରନ୍ତ କୋର୍ଟରେ ହାଜର ନ ହେଲେ ସେମାନଙ୍କର ସମସ୍ତ…

କେସିଆରଙ୍କ ‘ଆମ୍ବାସଡାର’ରେ ଦୁଇ ପ୍ରତିଦ୍ୱନ୍ଦୀ ଗମାଙ୍ଗ-ପାଙ୍ଗୀ ରହିପାରିବେ ତ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଭୟ ପରସ୍ପରର ରାଜନୈତିକ ପ୍ରତିଦ୍ବନ୍ଦୀ। କଂଗ୍ରେସ-ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ନିଜ ଭିତରେ ଥିବା ମତଭେଦ ପାଇଁ ଅସୁରକ୍ଷିତ ମନେ କରିଥିଲେ। ଏବେ କିନ୍ତୁ ଉଭୟ ପଦ୍ମ ପ୍ଲାଟଫର୍ମ ଛାଡି ଧଳା ରଙ୍ଗର 'ଆମ୍ବାସଡାର' (ବିଆରଏସ ଲୋଗୋ)ରେ…